ଯାଜପୁର ପଂଚମ ଜିଲାପରିଷଦର ଅଷ୍ଟମ ସାଧାରଣ ବୈଠକ

372 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପଂଚମ ଜିଲାପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ, ଜିଲାପାଳ ରଂଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ଜିଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ବିଭିନ୍ନ ଜୋନର ଜିଲାପରିଷଦ ସଦସ୍ୟ ମାନେ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ଆଦି କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ସଦସ୍ୟ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । ଏହି ଅବସରରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ଉପସ୍ଥିତ ରହି ବିଭିନ୍ନ ଯୋଜନାକୁ ଶିଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ପୂର୍ବତନ ସରପଞ୍ଚ ଙ୍କ ପରଲୋକ

Posted by - October 30, 2021 0
ବେଲଗୁଣ୍ଠା- 28/10 (ସୁଶାନ୍ତ କୁମାର ବେହେରା) ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼ଙ୍କ ଆଜି ୬୯ ବର୍ଷ ବୟସରେ ବିୟୋଗ ଘଟିଛି…

ସ୍ୱୟଂ ସାହାୟିକା ଗୋଷ୍ଠୀ ମହିଳା ଙ୍କୁ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଜିଲ୍ଲା ରେ ମନୁପାଲି ଓ ମନମୁଣ୍ଡା ଠାରେ ମିଶନ ଶକ୍ତି ଓ ବିଭିନ୍ନ ବ୍ୟାଙ୍କ ମାନଙ୍କ ସହଯୋଗରେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଆର୍ଥିକ…

୩୩ତମ ଶ୍ରୀମଦ ଭାଗବତ ନାମ ଯଜ୍ଞ

Posted by - February 7, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମରେ ଆଜି 33ତମ ଶ୍ରମଦ ଭାଗବତ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି!ଜଗନ୍ନାଥ ଦାସ ଙ୍କ…

ଶିଶୁ ପାଇଁ ଦିନ ଟିଏ ପାଳିତ ହୋଇଯାଇଛି

Posted by - December 25, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସର ରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପ୍ରମିଲା ମହାନ୍ତି ଙ୍କ ସଭାପତିତ୍ୱ ରେ…

Leave a comment

Your email address will not be published.