Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

173 0

ମୁନିଗୁଡା :(ରମାକାନ୍ତ ପଡାଲ)ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ଭୋଟର ସାକ୍ଷରତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉପଜିଲ୍ଲାପାଳ, ରାୟଗଡ଼ା ଶ୍ରୀ ଭୀମସେନ ଶବର ଯୋଗଦେଇ ନିର୍ବାଚନ ନିମନ୍ତେ ଥିବା ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇଥିଲେ ।

ଶିକ୍ଷକ ନିଳାଞ୍ଚଳ ମିଶ୍ର ଇଭିଏମ ର ବ୍ୟବହାର, ଭୋଟର ହେବା ନିମନ୍ତେ ଯୋଗ୍ୟତା, ଅନଲାଇନ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ ଓ ସଂଶୋଧନ ବିଷୟରେ ପିଲାଙ୍କୁ ଅବଗତ କରିଥିଲେ ।

ଜିଲ୍ଲା ହାଇସ୍କୁଲରେ ନବ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ଯୋଗଦେଇ ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ନିର୍ବାଚନୀ ସାକ୍ଷରତା ଜରୁରୀ ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ର, ଛାତ୍ରୀ ଭୋଟର ସାକ୍ଷରତା କ୍ଳବର ସଦସ୍ୟ ହୋଇଥିବାରୁ ନିୟମିତ ଏହି ବିଷୟରେ ସେମାନଙ୍କୁ ଅବଗତ କରାଯିବା ବୋଲି କହିଥିଲେ । ଶିକ୍ଷକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା କେବେ ? ଜିଲ୍ଳା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜରୁରୀ କାଳୀନ ବୈଠକ

Posted by - July 23, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ୍ ସବ ଡିଭିଜନ ତଥା ଆୟତନ ଅନୁସାରେ ଜିଲ୍ଲା ହେବା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଦୀର୍ଘ ତିରିଶ…

ନବରଙ୍ଗପୁର ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ର ଆଲୋଚନା ଚକ୍ର ଓ ନବାଗତଙ୍କୁ ସ୍ଵାଗତ

Posted by - November 15, 2023 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ “ବସୁଧୈବ କୁଟୁମ୍ବକମ୍” ଏବଂ “ଶ୍ରୀମଦ୍ ଭଗବତ ଗୀତା ” ଉପରେ ଏକ ଦିବସୀୟ ଆଲୋଚନା ଚକ୍ର…

ହରଭଙ୍ଗା ବ୍ଲକରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

Posted by - November 13, 2023 0
ହରଭଙ୍ଗା :୧୨/୧୧ (ଚିତ୍ତରଞ୍ଜନ ସିଂହ)କାର୍ତ୍ତିକ ମାସ ଅମାବାସ୍ୟା ରେ ଶ୍ୟାମାକାଳୀ ପୂଜା ପିଠେ ଓ ମା ଙ୍କ ମୃଣୟ ପ୍ରତିମାକୁ ପୂଜା କରାଯାଇଥାଏ!ଭାରତ ବର୍ଷ ରେ ଉତ୍ତର…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - February 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ…