ବିଭିନ୍ନ ସମସ୍ୟା ସମାଧାନ ଦାବି ରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ ର ଗଣ ଧାରଣା

627 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବିଭିନ୍ନ ସମସ୍ୟା ସମାଧାନ ଦାବି ରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଗଣଧାରଣା । ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଚିକିତ୍ସା ଭତା ଓ ଚିକିତ୍ସା ସୁବିଧା,ପେନସନ ବିଭାଗ ର ପୁନଃ ସ୍ଥାପନ, ନୂତମ ପେନସନ ନିର୍ଦ୍ଧାରଣ ଆଦି ଦାବି କରି ଧାରଣା ରେ ବସିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ।

କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ଆଜି ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ଦେଇଛନ୍ତି । ପୂର୍ବରୁ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦ ରେ ରାଜ୍ୟ ସଂଘର ନିଷ୍ପତି କ୍ରମେ ୮୧ଟି ଶାଖାରେ ଧାରଣା ଦିଆଯାଇଛି । ସମସ୍ୟାର ସମାଧାନ ପାଇଁ ଯାଜପୁର ଶାଖା ପକ୍ଷରୁ ୪ଦଫା ଦାବି ବିଶିିଷ୍ଟ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତିବ୍ରତର କରାଯିବାକୁ ଚେତାବନି ଦିଆଯାଇଛି ନ୍ଦ୍ର୍ଦ୍

Facebook Notice for EU! You need to login to view and post FB Comments!

Related Post

ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ

Posted by - April 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ…

ଜିଲା ପର୍ଯ୍ୟଟନ ଅଧିକାରୀଙ୍କ ରାଣୀପୁର ଝରିଆଲ ମନ୍ଦିର କମିଟି ସହ ଆଲୋଚନା

Posted by - January 6, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଲାଙ୍ଗୀର ଜିଲ୍ଲାର ବହୁ ପୁରାତନ ଯୋଗିନୀ ପୀଠ ରାଣୀପୁର ଝରିଆଲ ପାଇଁ ଓଡିଶା ସରକାର ପର୍ଯ୍ୟଟନ ବିଭା-ଗ ଭିତ୍ତିଭୁମି ଉନ୍ନୟନ ପାଇଁ ଅନୁଦାନ ମଞ୍ଜୁର କରିଥିବାରୁ…

ବିଶ୍ଵଶାନ୍ତି ବ୍ରହ୍ମଧ୍ଵନି ପାଇଁ କଳସ ଯାତ୍ରା ଅନୁଷ୍ଠିତ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତର ତୁରେକେଲା ଗ୍ରାମର ବଜାର ପଡିଆ ସ୍ଥିତ ଅଲେଖ ମହିମା ଧର୍ମପୀଠ ଠାରେ ଚତୁର୍ଥ ବର୍ଷ ପୌଷ ପୂର୍ଣ୍ଣିମା…

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ, ଅସହାୟ ପରିବାର

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/  ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହୀ ଗ୍ରାମରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି। ସୁଚନା ରୁ ଜଣାଯାଏ ଯେ କସାବାହୀ…

Leave a comment

Your email address will not be published.