Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଏବେ ବି ବଞ୍ଚିଛି ମାନବିକତା

110 0

ମୁନିଗୁଡା :(ରମାକାନ୍ତ ପୋଡାଳ)ଆମ ଖମାପଦର ର ନକୁଲ ଶବର ଜଣେ ବ୍ୟକ୍ତି ଜଟିଳ ରୋଗ ରେ ପିଡୀତ ହୋଇ ଆଞ୍ଚଳିକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କୌଣସି ଫଳପ୍ରଦ ନହେବାରୁ ଉକ୍ତ ବ୍ୟକ୍ତି ଙ୍କୁ ଆନ୍ଧ୍ର ପ୍ରଦେଶର ରାଗୁଲୁ ର ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର ର ଆବଶ୍ୟକତା ହେବାରୁ ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଷ୍ଣୁ ପଣ୍ଡା ଖବର ପାଇ ଆମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ଙ୍କ ଦ୍ଵାରା ପରିଚାଳିତ ଓଡ଼ିଶା ମୋ ପରିବାର ଆମ୍ବୁଲାନ୍ସ ଗାଡ଼ିର ଆୟୋଜନ କରି ଜଟିଳ ରୋଗ ରେ ପିଡୀତ ବ୍ୟକ୍ତି ଙ୍କୁ ଉକ୍ତ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି।

ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଦଳେଇ ସହଯୋଗ କରିଥିଲେ ଇତ୍ୟବସରରେ ଆମେ ଖମାପଦର ଗ୍ରାମ ବାସୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ସୁଧୀର କୁମାର ଦାସ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ଙ୍କୁ ଅଶେଷ ଧନ୍ୟବାଦ ସହ କ୍ରୁତଞତା ଜଣାଉଛୁ।

Related Post

ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ

Posted by - March 8, 2020 0
ଯାଜପୁର ;(ଆନନ୍ଦ ଚନ୍ଦ୍ର ସାହୁ) ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି…

୨ କୋଟିର ସୁନାପାପୁଲି ଦେଲେ ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ

Posted by - June 15, 2019 0
ଶ୍ରୀ ଭେଙ୍କଟେଶ୍ୱର ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି | ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ,ଗୋବିନ୍ଦ ଓ ଶ୍ରୀନିବାସ ନାମରେ ମଧ୍ୟ ନାମିତ | ଆନ୍ଧ୍ରପ୍ରଦେଶର ଚି଼ଟ୍ଟୁର ଜିଲ୍ଲାର…

ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

Posted by - August 23, 2020 0
ଦୁନିଆରେ ତ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଚାହାଁନ୍ତି କି ବିନା ପରିଶ୍ରମ କରି ତାଙ୍କୁ ବହୁତ ସାରା…

ଶ୍ରୀକୃଷ୍ଣଙ୍କ ମନ୍ତ୍ର ର ଭୁଲ ଉଚ୍ଚାରଣ ବିପରୀତ ଫଳ ପ୍ରଦାନ କରିଥାଏ,୧୩ଟି ଚତ୍ମକାରୀ ମନ୍ତ୍ର ଓ ତା’ର ମହତ୍ତ୍ବ

Posted by - August 23, 2019 152
ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିବା ଶ୍ରୀକୃଷ୍ଣଙ୍କ ମହିମା ଅପାର। ତାଙ୍କର ଲୀଲାଖେଳା କାହାକୁ ବା ଅଛପା। ଶ୍ରୀକୃଷ୍ଣଙ୍କ ଅଶେଷ କୃପା…