Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସରକାରୀ ସହାୟତା ପାଇଁ ନିବେଦନ

57 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଂଚାୟତ ବାନ୍ଧନଝୁଲି ଗ୍ରାମ ରେ ଜଣେ ନାବାଳକ ଅଜଣା ରୋଗ ରେ ପୀଡିତ ହୋଇଥିବା ବେଳେ ଦୁଇ ଗୋଡ଼ ଏବଂ ଦୁଇ ହାତ କାମ କରୁନ ଥିବା ଜଣା ପଡିଛି l ପ୍ରକାଶ ଯେ ଆଗତ, ବାଘ( 7)ସ୍ଥାନୀୟ ସ୍କୁଲ ରେ ନାମ ଲେଖା ହୋଇଛି l କିନ୍ତୁ ଦୁଃଖ ର କଥା ସ୍କୁଲ ପାଠ ପଢି ଯାଇ ପାରୁନି l

ତାଙ୍କ ବାପା ପରାୟଣ ବାଘ (୩୨ ) ଏକ ବର୍ଷ ଆଗରୁ ସୋନପୁର,ବୌଦ୍ଧ,ବୁର୍ଲା, କଟକ ବଡ଼ ମେଡିକାଲ,ରେ ଭର୍ତ୍ତି କରି ଚିକିତ୍ସା ରେ ଆଗତ ର କୌଣସି ସୁଫଳ ମିଳି ନଥିଲା l ଆଗତ କିପରି ବିକଳାଙ୍ଗ ଚିକିତ୍ସା ହୋଇ ପାରିଲେ ଠିକ ହୁଅନ୍ତା ବୋଲି ତାଙ୍କ ମାଆ ସୁଜ୍ଞାନି ଛଳ ଛଳ ଅଶ୍ରୁ ନୟନରେ ଆମକୁ କହୁଥିଲେ l ତାଙ୍କ ବିକଳାଙ୍ଗ ପୁଅ ର ଅସୁସ୍ଥତା ଯୋଗୁଁ ସଫଳହୋଇ ପାରୁନାହିଁ l

ତାଙ୍କ ବାପା ସେ ଜଣେ ଗରିବ ଶ୍ରେଣୀ ର ଲୋକ ହୋଇ ଥିବା ବେଳେ କୁଲି ମଜୁରୀ କରି ଭରଣ ପୋଷଣ କରନ୍ତି l ଆଗତ ବାଘ କୌଣସି ଉପାୟ ନପାଇ ସରକାରୀ ସହାୟତା ପାଇଁ ଏବେ ଆକୁଳ ନିବେଦନ କରିଛନ୍ତି l ସରକାରୀ ସହାୟତା ଭତ୍ତା ଓ ଚାଉଳ ମିଳୁନାହିଁ l ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି l

Related Post

ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ,ଲୋକଙ୍କୁ କରାଗଲା ସଚେତନତା

Posted by - June 19, 2023 0
ହରଭଙ୍ଗା: ୧୮/୦୬ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧର୍ମନଗର ବହୁ ମୁଖି ବନ୍ୟା ଆଶ୍ରୟ ସ୍ଥଳୀ କେନ୍ଦ୍ର ଠାରେ ଜିଲ୍ଲା ଜରୁରୀ କାଳୀନ ବିଭାଗ…

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Posted by - October 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ଅଞ୍ଚଳର ଟ୍ରାକ୍ଟର ମାଲିକ ସଂଘ କଣ୍ଟାମାଳ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା…

ଟିକିଏ ବର୍ଷା ଯୋଗୁଁ ଟିଟିଲାଗଡ ସହରବାସି ଖରାରୁ ପାଇଲେ ଟିକେ ଆଶ୍ୱସ୍ତି

Posted by - April 21, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସହରବି ବାଦ ନ ପଡି ୪୩ ଡିଗ୍ରୀ ତାପମାତ୍ରା ଅତିକ୍ରମ…

ଲକଡାଉନ୍ ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ, ବଡ଼ଚଣା ଥାନା ଅଧିକାରୀ ଙ୍କ ନାମରେ ମାମଲା ରୁଜୁ

Posted by - April 19, 2020 6
ପୁରୀ:(ସମୀର ରଞ୍ଜନ ନାୟକ) ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଜଣେ ପୋଲିସ ଅଧିକାରୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କଟକଣା ଭାଙ୍ଗି ଯାଜପୁର…

ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ

Posted by - May 27, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ ଗୋପାଳଜୀ ଯୋଗାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ…