ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୁଧୁବାର ଦିନ ଅପରାହ୍ନ ୩:୩୦ ମିନିଟ ସମୟରେ ପୁରୁଣାକଟକ ମିନି ଷ୍ଟାଡିଅମ ଠାରେ ଭୁବନେଶ୍ୱର ରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଜାଗା ଓ ଆର୍ଥିକ ସହାୟତା ପାଇଁ 5T ସଚିବ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଡ଼ୁମାଳ ପରିଷଦ ଓଡିଶା ତରଫରୁ ଦାବିପତ୍ର ପ୍ରଦାନ କରାଗଲା I
ଏହି ଅବସରରେ ଡ଼ୁମାଳ ପରିଷଦ ଓଡିଶା ସଭାପତି ଶ୍ରୀ ଯୁକ୍ତ ଦୟା ସାଗର ମେଣ୍ଡୁଳି ଉପସଭାପତି ଲୋକନାଥ ମାହାର ସମ୍ପାଦକ ଉଦିତ ପ୍ରତାପ ଦେହୁରୀ କୋଷାଧକ୍ଷ ବିପିନ ପାତ୍ର ରାଜ୍ୟ ମହିଳା ଡ଼ୁମାଳ ପରିଷଦ ସଭାନେତ୍ରୀ ହେମାବତୀ କରଣ ବଲାଙ୍ଗୀର ଜିଲ୍ଲା ରାଜ୍ୟପ୍ରତିନିଧି ସୁବଳ ଖମାରି ବୌଦ୍ଧ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଡ଼ ସମ୍ପାଦକ କାହ୍ନୁ ଚରଣ ମେଷ଼ୁଆ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଶ୍ବିନୀ ମହାକୁର ଅନୁଗୁଳ ଜିଲ୍ଲା ସଭାପତି ଭଗବାନ ପ୍ରଧାନ କନ୍ଧମାଳ ଜିଲ୍ଲା ସଭାପତି ବିମଲ କିଶୋର ମହାକୁଡ଼ ସମ୍ପାଦକ ବିଷ୍ଣୁ ପ୍ରସାଦ ପାତ୍ର କଟକ ଜିଲ୍ଲା ସଭାପତି ପ୍ରଭାକର ପ୍ରଧାନ ସମ୍ପାଦକ ବାଳକୃଷ୍ଣ ଜେନା ନୟାଗଡ ଜିଲ୍ଲା ସମ୍ପାଦକ SDCC ସଭାପତି ନରେନ୍ଦ୍ର ପ୍ରଧାନ ତରଭା ଚେୟାରମ୍ୟାନ ସରୋଜ କମ୍ପ ଦେଓଗାଁ ଚେୟାରମ୍ୟାନ/ଯୁବ ଡ଼ୁମାଳ ପରିଷଦ ସଭାପତି ଦୟାନିଧି ଖମାରି BJD ସଭାପତି ଭେଡେନ ବ୍ଲକ ହରି ଶଙ୍କର ବେହେରା ବୌଦ୍ଧ ଜିଲ୍ଲା ବାମଣ୍ଡା କେନ୍ଦ୍ର ସଭାପତି ଗରୁଡ଼ ଧ୍ୱଜ ପ୍ରଧାନ ସମ୍ପାଦକ କୈଳାସ ବିଶି ମଥୁରା କେନ୍ଦ୍ର ସଭାପତି ବାସୁଦେବ ଡାଙ୍ଗ ସମ୍ପାଦକ ପଞ୍ଚାନନ ମହାକୁଡ଼ ଚମ୍ପାମାଳୀ କେନ୍ଦ୍ର ସଭାପତି ଅଗସ୍ତି ପ୍ରଧାନ ପୁରୁଣାକଟକ ସଭାପତି ଜନ୍ମେଜୟ ପ୍ରଧାନ ତାକୁଡ଼ କେନ୍ଦ୍ର ସଭାପତି ବିଶ୍ଵାମିତ୍ର ବାରିକ ସୁଶୀଲ ଦେହୁରୀ ରାମଗଡ଼ କେନ୍ଦ୍ର ସମ୍ପାଦକ ଲୋକନାଥ କର୍ଣ୍ଣ ମାଝିସାହି କେନ୍ଦ୍ର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ ସମ୍ପାଦକ ଧରଣୀଧର ଲଉରିଆ ରଜ୍ୟପ୍ରତିନିଧି କୃତିବାସ ପଲିଆ ଆଠମଲ୍ଲିକ କେନ୍ଦ୍ର ସଭାପତି ସୁଧାଂଶୁ ଗାଈଗୌରିଆ ପ୍ରମୁଖ ଉପସ୍ଥିତ ଥିଲେ