Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

୨୦ ଫୁଟ କୂପ ରୁ ବୁଲା ଷଣ୍ଡ ଉଦ୍ଧାର

75 0

ହରଭଙ୍ଗା :୪/୭(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ହରଭଙ୍ଗା ମେଡିକାଲ ଛକ ନିକଟରେ ଥିବା ଏକ ଖୋଲା କୂପ ରୁ ବୁଲା ଷଣ୍ଢ କୁ ଉଦ୍ଧାର କରାଯାଇଛି!ଘଟଣା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ହରଭଙ୍ଗା ମେଡିକାଲ ନିକଟରେ ଗୋରୁ ଗାଈ ଚରlବୁଲା କରୁଥିଲେ।

ହଠାତ ଦୁଇଟି ଷଣ୍ଢ ମାଡ଼ ହେବାରୁ ସେଥିରୁ ଗୋଟିଏ କୂଅ ଭିତରେ ପଡିଯାଇଥିଲା!ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ହରଭଙ୍ଗା ଅଗ୍ନିଶମ କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ପହଂଚି ୨୦ ଫୁଟ କୂପ ଭିତରୁ ଷଣ୍ଢ କୁ ଏକ ହାଇଡ୍ରl ମେସିନ ସାହାଯ୍ୟ ସହିତ ନିଜେ କୂଅ ଭିତରକୁ ପଶି ଷଣ୍ଢ ଟିକୁ ନିରାପଦ ରେ ଉଦ୍ଧାର କରିଥିବାର ଦେଖାଦେଇଛି!

Related Post

ସିନ୍ଧେକେଲା ଅନ୍ତର୍ଗତ ଝଲପ ଗ୍ରାମର ମେଧାବୀ ଛାତ୍ର ବିନୟ କୁମାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ହେଲେ ଚୟନ

Posted by - July 9, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକଙ୍କ)  ସିନ୍ଧେ କେଲା ଅନ୍ତର୍ଗତ ଝଲପ ଗ୍ରାମର ବିନୟ ସାହୁ ସଫଳତାର ସହିତ ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେଇ ସଫଳତାର ସହ ନବୋଦୟ…

ଚନ୍ଦ୍ରଶେଖର ପାଠାଗାର ପ୍ରାକ୍ତନ ସଭାପତି ଅଶୋକ ମିଶ୍ର ଙ୍କ ପରଲୋକ

Posted by - April 26, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ର ସର୍ବ ପୁରାତନ କ୍ଳବ ତଥା ଚନ୍ଦ୍ରଶେଖର ପାଠାଗାର ର ପ୍ରାକ୍ତନ ସଭାପତି ଓ ମା ଭଗବତୀ ପୀଠ ମେନେଜିଙ୍ଗ କମିଟି…

ଭବାନୀପାଟଣା ଠାରେ “ବାଲ୍ୟ ବିବାହ ନିରୋଧ” ପ୍ରୟାସ ପାଇଁ ସଚେତନତା ରଥ ଶୁଭାରମ୍ଭ

Posted by - November 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଦିବା ୯ ଘଣ୍ଟା ସମୟରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ “ବାଲ୍ୟ ବିବାହ” ରୋକିବା ନିମନ୍ତେ…

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ରେ ୮୭ ତମ ଶିବ ଜୟନ୍ତୀ ସମାରୋହ ପାଳିତ

Posted by - February 18, 2023 0
ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ଆଜି ଶନିବାର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପୁରୁଣାକଟକ ଶାଖା ରେ 87 ତମ ଶିବଜୟନ୍ତୀ ମହାସମାରୋହରେ ପାଳିତ ହୋଇ…

ଯୁବକ ଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

Posted by - December 28, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ଗୁଲାପଡା ର ଜଣେ ଯୁବକ ଙ୍କୁ ପିଟିପିଟି ହତ୍ୟା କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି l…