5ଟି ସ୍କୁଲ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ନେଇ ଜନ ଅସନ୍ତୋଷ

57 0

ହରଭଙ୍ଗା :୪/୭ (ଚିତ୍ତରଞ୍ଜନ ସିଂହ)ଶିକ୍ଷା ର ମାନ ଉନ୍ନତି, ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର 5ଟି ଯୋଜନାରେ ହାଇସ୍କୁଲ ଗୁଡିକୁ ନୂତନ କୋଠା, ଡେକ୍ସ ବ୍ୟାଞ୍ଚ, ପୋଜେକ୍ଟର, ଫ୍ୟାନ, ଶୀତ ତାପ ପ୍ରକୋଷ୍ଠ, ଟେକ୍ନିକାଲ ଆଦି ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ର ଉନ୍ନତି ଆଣିବା ନେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ରେ ରୂପାନ୍ତରିତ କରୁଛନ୍ତି!କିନ୍ତୁ ପ୍ରକୃତ ରେ ଏହି ଯୋଜନା କେତେ ଜେ ସଫଳ ହେଉଛି ତାହା ପ୍ରତି କାହାର ନଜର ନାହିଁ ଠିକାଦାର ଙ୍କ ମଧୁଶା ରେ ଚାଲିଛି କାର୍ଯ୍ୟ କେବଳ ରୂପ ରଙ୍ଗରେ ଚକ ଚକ କରୁଛି ବିଦ୍ୟାଳୟ ଗୁଡିକ।

ରୂପରେଖ ରେ ବଦଳିଥିବା ଏମିତି ଏକ 5ଟି ସ୍କୁଲ ର ନିମ୍ନ ମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଜନତା ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି!ଘଟଣା ଅନୁଯାଇ ହରଭଙ୍ଗା ବ୍ଲକ ନାରାୟଣ ଉଚ୍ଚ ବିଦ୍ୟାଳୟ ଛତ୍ରଙ୍ଗ ସ୍କୁଲ 5ଟି ସ୍କୁଲ ରେ ରୂପାନ୍ତରିତ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଦେଖାଦେଇଛି।

ନୂତନ ତିଆରି କୋଠା ତାଜା ଭାଙ୍ଗି ତଳ ମୁଁହା ହୋଇ ରହିଥିବା ବେଳେ ରୂପାନ୍ତରିତ କରାଯାଇଥିବା ଅନ୍ୟ ଏକ କୋଠା ଆଗ ଫାଖ ରଙ୍ଗ ବେରଙ୍ଗ ରେ ନୂତନ କିନ୍ତୁ ବାସ୍ତବ ରେ ଦେଖିଲେ ପଛ ପାଖ ବିନା ପ୍ଳାଷ୍ଟର, କବାଟ ଝରକା ଲାଗି ନ ଥିବା ଭୁତ କୋଠରୀ ଭଳି!କିଭଳି ବିଭାଗୀୟ ଯନ୍ତ୍ରୀ ମାନେ ଏହି ଭଳି କାର୍ଯ୍ୟ ଦେଖି ବିଲ କରୁଛନ୍ତି କିମ୍ବା ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁସା ରେ ଏହିଭଳି ନିମ୍ନ ମାନର କାର୍ଯ୍ୟ ହୋଇଛି ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି!

Related Post

ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ

Posted by - June 28, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ମଙ୍ଗଳବାର…

ଯୁବକଙ୍କୁ ମାରି ଟାଙ୍ଗି ଦେଲେ!, ଝୁଲନ୍ତା ଶବ ଜବତ

Posted by - June 14, 2019 0
ଭୁବନେଶ୍ୱର : ଗୁରୁବାର ସଂଧ୍ୟାରେ ଶ୍ରୀୟା ଛକ ନିକଟ ଗୁରୁଦ୍ବାର ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ଶବ ଜବତକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।…

ଖଟିଆରେ ବୁହାହେଲେ ଗର୍ଭବତୀ

Posted by - June 27, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଂଜାମ ରେ ପୁଣି ଜନନୀ ଯନ୍ତ୍ରଣା ର କରୁଣ ଚିତ୍ର ଆଜି ଦେଖିବାକୁ ମଳିଛି । ଗଂଜାମ ଓ କନ୍ଧମାଳ ସୀମାନ୍ତ ରେ ଥିବା…

ଓଡ଼ିଶାର ଶିଳ୍ପନୁଷ୍ଠାନ କୁ ଶତପ୍ରତିଶତ କୋଇଲା ଯୋଗାଣ ଦାବିରେ MCL ସମୁଖରେ ଧାରଣା

Posted by - October 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡିଶା ରେ ଥିବା ସବୁ ଶିଳ୍ପନୁଷ୍ଠାନ କୁ ଶତ ପ୍ରତିଶତ କୋଇଲା ଯୋଗାଣ ଦାବିରେ ଆଜି ଝାରସୁଗୁଡା ଜିଲ୍ଲା ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ…