Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ନାଲି ଟୁକୁ ଟୁକୁ ସାଧବ ବୋହୁ

116 0

ହରଭଙ୍ଗା :୦୨/୦୭ (ଚିତ୍ତରଞ୍ଜନ ସିଂହ)ବର୍ଷ କୁ ବାରମାସ ଓ ଛଅ ଋତୁ!ଛଅ ଋତୁ ଭିତରୁ ବର୍ଷା ଋତୁ ଆଗମନ ରେ କୃଷକ ମନରେ କୃଷି କୁ ନେଇ ବହୁ ଭାବନା ଆସିବ ସହିତ ମାଟି ମା ସହିତ ଏକାକାର ହୋଇଯାଏ!ମାଟିମା ସବୁଜ ରଙ୍ଗର ପାଟ ଶାଢ଼ୀ ପିନ୍ଧି ଓଢଣା ତଳୁ ମୁଁହ କୁ ଆଡେଇ ଖିଲିଖିଲି ହସୁଥାଏ!ଭାବୁକ, ଗାଳ୍ପିକ ଓ କବି ଙ୍କ ମନରେ ଏହି ବର୍ଷା ଋତୁ ଆଗମନକୁ ନେଇ ମାଟି ମା ଓ ସାଧବ ବୋହୁ କୁ ନେଇ ବହୁ ଭାବନା ସୃଷ୍ଟି ହୁଏ!ମାଟି ମା ର ସବୁଜ ପାଟ ଶାଢୀରେ ସାଧବ ବହୁ ଙ୍କ ନାଲି ଟିପା ସତେ ଜେ କେତେ ମନଲୋଭା!ବର୍ଷା ଋତୁ ଆଗମନରେ ବର୍ଷା ଯେତେବେଳେ ମାଟି ମା ଉପରେ ପଡେ ସେତେବେଳେ ସୃଷ୍ଟି ହୁଏ ସାଧବ ବୋହୁ।

ସାଧବ ବହୁ ସୃଷ୍ଟି ହେଲେ ଚାଷୀ ଆତ୍ମ ବିଭୋର ହୋଇଉଠେ କlରଣ ବର୍ଷା ର ଶୁଭ ସୂଚନା ଥିବାର ଲୋକ ମତ ବହୁ ପୁରାତନ କାଳରୁ ଅଛି!ଏହି ସାଧବ ବୋହୁ ପୃଥିବି ସାରା ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଏହି ସାଧବ ବୋହୂକୁ ଚାଷୀ ଭାଇ, କବି, ଭାବୁକ ଛୋଟ ରୁ ବଡ଼ ସମସ୍ତ ବ୍ୟକ୍ତି ବିଶେଷ ବୁହୁ ଆଦର କରୁଥିବା ବେଳେ କାଳକ୍ରମେ ଜଳବାୟୁ ପରିବର୍ତନ ସହିତ, ଚାଷ ଓ ପଡିଆ ଭୂମିରେ ନିଆଁ ଲଗାଇବା ଓ ଭୀଷଣ ଗ୍ରୀଷ୍ମ ପ୍ରଭାବ ଫଳରେ ସାଧବ ବୋହୁ ବଂଶ ଧ୍ବଂସ ହେବାକୁ ବସିଥିବା ନେଇ ପରିବେଶ ବିତ ମାନେ ମତ ଦେଉଛନ୍ତି

Related Post

ଖପ୍ରାଖୋଲ ରେ ବିଭିନ୍ନ ଯୋଜନା ର ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ

Posted by - November 19, 2022 0
ଖପ୍ରାଖୋଲ: ୧୮/୧୧ ( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ପରିସରରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସହ ବିଭିନ୍ନ ଯୋଜନା ର…

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସଡ଼କ ଦୁର୍ଘଟଣାରେ ଗୁରୁତର

Posted by - August 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୫୭ ନଂ ଜାତୀୟରାଜପଥ ଦଶପଲ୍ଲା ରାଜପୁତ ହୋଟେଲ ନିକଟରେ ଆଜି ସକାଳ ୧୦ ଟା ବେଳେ ଏକ ସଡ଼କ ଦୁର୍ଘଟଣା ରେ ବୌଦ୍ଧ ଅତିରିକ୍ତ ଜିଲ୍ଲା ପାଳ…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - June 15, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ…

ବିଜେପି ଓଡ଼ିଶାର ୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା

Posted by - March 21, 2019 290
ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୧୦୦ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ…