Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଟାଟା ପାୱାର ର କାର୍ଯ୍ୟାଳୟ ଉପରକୁ କଂଗ୍ରେସର ଅଣ୍ଡାମାଡ

50 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଟାଟା ପାୱାର ର କାର୍ଯ୍ୟାଳୟ ଉପରକୁ କଂଗ୍ରେସର ଅଣ୍ଡାମାଡ । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଜାରି ରହିଛି ଟାଟା ପାୱାରର ମନମାନି । ଅଘୋଷିତ ବିଦ୍ୟୁତ କାଟରେ ଏବେ ଅତିଷ୍ଠ ହୋଇଗଲେଣି ଲୋକେ ।

ଏଣୁ ଏହାକୁ ନେଇ ଟାଟା ପାୱାର ବିରୋଧରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ସୋନପୁର ସହର ମଝିପଡାରେ ଥିବା ଟାଟା ପାୱାର କାର୍ଯ୍ୟାଳୟକୁ ଅଣ୍ଡାମାଡ କରାଯାଇଛି ।

ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସର ନେତା ଓ କର୍ମୀମାନେ ଆଜି ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଟାଟା ପାୱାର ବିରୋଧରେ ନାରାବାଜି କରୁଛନ୍ତି ।

 

Related Post

ମମିତା ମେହେର ହତ୍ୟାକାଣ୍ଡ ପାଇଁ ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ବାଉଁଶୁଣି ଥାନା ଅଫିସ ଘେରାଉ ଓ ଦାବିପତ୍ର

Posted by - October 30, 2021 0
ବୌଦ୍ଧ:(-୨୯/୧୦-ମହ।ଲିଙ୍ଗ ସନ ସାଇଟ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକାଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ଆଜି…

ଯାଜପୁର ରାଜନୀତି ଦିନକୁ ଦିନ ଗୋଳିଆ,କଂଗ୍ରେସ ହେଲା ତିନି ଫାଳ

Posted by - April 3, 2019 64
ଭୁବନେଶ୍ବର:୦୩/୦୪ ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି।ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ କାହାକୁ ମିଳିବ? ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା…

ସୋନିଆ ଗାନ୍ଧୀ ଙ୍କୁ ସମନ ଜାରି କୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋବ ଓ ପ୍ରତିବାଦ

Posted by - July 22, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ତା ୨୨.୦୭.୨୨ ରିଖ,ଶୁକ୍ରବାର।ବାରମ୍ବାର ଗାନ୍ଧୀ ପରିବାର ପ୍ରତି କେନ୍ଦ୍ର ସରକାରଙ୍କ ଆକ୍ରସ ମୁଳକ ରାଜନୀତି ସହ ନିଜ ସରକାର ଦ୍ବାରା ପରିଚାଳିତ…

ବୀର ମାଟିରେ ବୀର ସନ୍ତାନ ସମଲେଇ ମନ୍ଦିର ରୁ ଖିଣ୍ଡା ୪୫କିମି ପଦଯାତ୍ରା କରିଲେ କୋଶଲ ସେନା

Posted by - January 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)କୋଶଲ ସେନା କୋଶଳ ରାଜ୍ୟ ଆନ୍ଦୋଳନ କୁ ବ୍ୟାପକ କରିବା ସହ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀ ମାନଙ୍କ ନାମକୁ ସରକାରୀ ପାଠ୍ୟ ପୁସ୍ତକ…