Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

୫ ରେ 5ଟି ସଚିବ ଙ୍କ ପୁରୁଣା କଟକ ଗ୍ରସ୍ତ.ନେଇ ପ୍ରସ୍ତୁତି ବୈଠକ

110 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ କୁ ଆସନ୍ତା ଜୁଲାଇ 5 ତାରିଖ ରେ ଓଡିଶା ସରକାର ଙ୍କ 5ଟି ସଚିବ ଭି କେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗ୍ରସ୍ତ ରେ ଆସି ପୁରୁଣା କଟକ ଗ୍ରସ୍ତ ଥିବା ଏକ ବିଶେଷ ସୂତ୍ର ରୁ ଖବର ଜଣାପଡିଛି l ଏନେଇ ସଚିବ ଙ୍କ ଗ୍ରସ୍ତ କୁ ସଫଳ ଓ ଶାନ୍ତି ଶୃଙ୍ଖଳ ରକ୍ଷା ପାଇଁ ପୁରୁଣା କଟକ ଉନୟନ କମିଟି ଓ ଭୈରବୀ ମନ୍ଦିର ପରିଚାଳନା କମିଟି ର ମିଳିତ ଭାବେ ଏକ ବୈଠକ ଉନୟନ କମିଟିର ଆବାହକ ସଲିଳ ଭୋକ୍ତା ଙ୍କ ଅଧକ୍ଷତା ରେ ଗୁରୁବାର ଦିନ ମାଁ ଭୈରବୀ ଙ୍କ ପୀଠ ବୈଠକ ଅନୁଷ୍ଠିତ ହୋଇଯାଇଛି l

ବୈଠକ ରେ ପାଣ୍ଡିଆନ ଙ୍କ ଗ୍ରସ୍ତ କୁ ସଫଳ ଓ ଶାନ୍ତି ଶୃଙ୍ଖଳା ସହିତ କିପରି ପୁରୁଣା କଟକ ମିନି ଷ୍ଟାଡିୟମ ନିକଟରୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମାଁ ଙ୍କ ମନ୍ଦିରକୁ ଅଣାଯିବ ସେନେଇ ଖସଡ଼ା ପ୍ରସ୍ତୁତ କରାଯାଇଥିଲା l ଏହି ପ୍ରସ୍ତୁତି ବୈଠକ ରେ ପୁରୁଣା କଟକ ଉନୟନ କମିଟିର ସଭାପତି ଅଶୋକ ଅଗ୍ରୱାଲ, ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ, ସମେତ ସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ, ସୁଷେଣ ପ୍ରଧାନ, ପ୍ରାଣବନ୍ଧୁ ସାହୁ, ସତୀଶ ବେହେରା, ସୁକାନ୍ତ ଦାସ, ସଜନ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଅଶୋକ ସେଠି, ଗରୁଡ଼ ପ୍ରଧାନ, ସରୋଜ ପ୍ରଧାନ ଙ୍କ ସହ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ l

Related Post

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

ସ୍କୁଲ କଲେଜର ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଦାବୀ ପତ୍ର ପ୍ରଦାନ

Posted by - December 10, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟସରକାର ସ୍କୁଲ କଲେଜର ସମସ୍ୟାକୁ ଅଣଦେଖା କରିବା ପ୍ରତିବାଦରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ନୟ ସମିତି ପକ୍ଷରୁ ଯାଜପୁର…

ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପରଲୋକ

Posted by - June 16, 2023 0
ଯାଜପୁର ଟାଉନ: ୯୨ବର୍ଷରେ ଦେହତ୍ୟାଗ କଲେ ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସ। ସେ ଯାଜପୁରରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଆଜି ଭୁବନେଶ୍ୱର…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ

Posted by - February 21, 2023 0
କଳାହାଣ୍ଡି :(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ…

ଫଟକାମଲ୍ ର ସରକାରୀ ଜମି ଓ ଗୋଚର ଜମି ଜବର ଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଦାବି ପତ୍ର

Posted by - April 19, 2023 0
କେସିଙ୍ଗା :୧୮/୪(ପ୍ରିତେଶ୍ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଫଟକାମାଲ ଗ୍ରାମ ପଞ୍ଚାୟତ ରେ କେତେକ ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମି ଓ ଗୋଚର ଜମି କୁ…