Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜାମ୍ମୁକୋଳି ଗଛରୁ ପଡ଼ି ନାବାଳକ ମୃତ

144 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧିନସ୍ଥ ବିରିପଟା ଗ୍ରାମର ଗୌତମ ମଲ୍ଲିକ ଙ୍କ ପୁଅ ସୁମନ ମଲ୍ଲିକଙ୍କର ଆଜି ଅପରାହ୍ନରେ ଜାମୁକୋଳି ଗଛରୁ ପଡ଼ି ମୃତ୍ୟୁ ହୋଇଯାଇଛି। ସୁଚନାରୁ ପ୍ରକାଶ ଘର ଠାରୁ ମାତ୍ର କିଛି ଦୂରରେ ଥିବା ଏକ ଜାମୁକୋଳି ଗଛରୁ ସୁମନ କୋଳି ତୋଳୁଥିବା ବେଳେ ଅସାବଧାନତା କାରଣରୁ ଗଛରୁ ତଳେ ପଡ଼ିଯାଇଥିଲେ।

ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ମଙ୍ଗଳପୁର ପୁଲିସ ମଙ୍ଗଳପୁର ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଛି।

Related Post

ଖରଭୂଇଁ ଠାରେ ଚାଲିଥିବା ପଥର କ୍ବାରୀ ଓ କ୍ରସର ବିରୋଧି ଆନ୍ଦୋଳନରେ ସାମିଲ ହେବ ସିପିଆଇ

Posted by - November 3, 2022 0
ବୌଦ୍ଧ :  (ଚିତ୍ତ ରଞ୍ଜନ ସିଂହ) ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ବୌଦ୍ଧ ଜିଲ୍ଲାପରିଷଦ ବୈଠକ ଛତ୍ରଙ୍ଗ ଠାରେ ଜିଲ୍ଲା ସହସମ୍ପାଦକ ପ୍ରଦୀପ କୁମାର ସାହୁଙ୍କ…

ଓଡିଶା ଡ୍ରାଇଭର ମହାସଂଘ “ବୌଦ୍ଧ “ଦ୍ୱାରା ବିଶ୍ୱକର୍ମା ପୂଜା ପାଳିତ

Posted by - September 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ବିଶ୍ୱ ନିର୍ମାଣ କର୍ତ୍ତା ଶ୍ରୀ ଶ୍ରୀ ବିଶ୍ୱକର୍ମା ଙ୍କ ପୂଜା କୁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ମହା ଆନନ୍ଦ ରେ ପାଳନ…

ଜିଲ୍ଲାସ୍ତରୀୟ ଗାଁ ସାଥି ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

Posted by - October 24, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧରାବନ୍ଧ ଫୁଟବଳ ଖେଳ ପଡିଆ ପ୍ରାଙ୍ଗଣ ରେ ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥି ସଂଘ ତରଫରୁ ଆଜି ଜିଲ୍ଲା ସ୍ତରୀୟ…

ରଜରାଣୀ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 16, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭଵନ ପରିସରରେ ଯଜ୍ଞପ୍ରଭା ସହରାଞ୍ଚଳ ମହାସଂଘ ପକ୍ଷରୁ ପ୍ରଥମ ଥର ପାଇଁ ରଜରାଣୀ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସରକାର ଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତି କୁ ମହିଳା ସଂଗଠନର ବିରୋଧ

Posted by - May 7, 2020 62
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ବଲାଣୀ ବଜରଙ୍ଗ ଦଳ ପ୍ରତିନିଧି ଙ୍କ ନେତୃତ୍ୱ ରେ ସ୍ଥାନୀୟ ମହିଳା ସଂଗଠନ ର ସରକାର ଙ୍କ ସରକାରୀ ମଦ ଦୋକାନ ଖୋଲିବା ନିଷ୍ପତ୍ତି…