Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପରିତ୍ୟକ୍ତ କୂଅ ଭିତରୁ ଭାଲୁ ଉଦ୍ଧାର

72 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ପରିତ୍ୟକ୍ତ କୂଅ ଭିତରୁ ଭାଲୁ ଉଦ୍ଧାର!ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସାହାଯ୍ୟ କରି ଭାଲୁକୁ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଥିଲେ, ବନ ବିଭାଗ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲ ରେ ଭାଲୁ କୁ ଛାଡିଥିବା ଦେଖିବାକୁ ମିଳିଥିଲା!ସୂଚନା ମତେ ଆଜି ସକାଳୁ ହରଭଙ୍ଗା ବ୍ଲକ ପୁରୁଣାକଟକ ବନବିଭାଗ ଅଧିନସ୍ଥ ଧଳପୁର ପଂଚାୟତ ବେଲପଦର ଗ୍ରାମରଏକ ପରିତ୍ୟକ୍ତ କୂଅ ଭିତରେ ଏକ ଭାଲୁ ପଡିଥିବାର ଗ୍ରାମବାସୀ ଦେଖିଥିଲେ!

କାଲି ରାତ୍ରିରେ ଏହି ଭାଲୁ କୂଅରେ ପଡ଼ିଥିବା ସନ୍ଦେହ କରାଯାଉଛି!ସ୍ଥାନୀୟ ଲୋକେ ଭାଲୁ କୁ କୂଅ ଭିତରେ ଦେଖି ସଙ୍ଗେ ସଙ୍ଗେ ବନ ବିଭାଗ ଓ ଅଗ୍ନିଶମ ବାହିନୀ କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଭାଲୁକୁ ଆୟତ୍ତ କରି ସୁରକ୍ଷିତ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରି ଥିଲେ!

ଉପସ୍ଥିତ ଥିବା ପୁରୁଣାକଟକ ବନ ବିଭାଗ ର କର୍ମଚାରୀ ଙ୍କୁ ଭାଲୁ ଟିକୁ ହସ୍ତାନ୍ତର କରିବାରୁ ବିଭାଗୀୟ କର୍ମଚାରୀ ମାନେ ନ ସ୍ଥାନୀୟ ଜଙ୍ଗଲ ରେ ଛାଡିଦେଇଥିବାର ଦେଖିବାକୁ ମିଳିଥିଲା!ଭାଲୁ କୁ ଦେଖିବାପାଇଁ ଅଞ୍ଚଳ ବହୁ ଲୋକ ସମାଗମ ହୋଇଥିଵା ବେଳେ ଫରେଷ୍ଟର ନିହାର ରଞ୍ଜନ ମଲ୍ଲିକ ୧୦  ଜଣ କର୍ମଚାରୀ ଙ୍କ ସହିତ ଭାଲୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ!

Related Post

ସମ୍ବଲପୁର ମହାନଗର ନିଗମ ବସ୍ତି ବାସିନ୍ଦା ମହାସଂଘ ତରଫରୁ କର୍ମ ଶାଳା

Posted by - August 3, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ )ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦା ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଆଗେଇ ଆସିଛି ସମ୍ବଲପୁର ମହାନଗର ନିଗମ ବସ୍ତିବାସିନ୍ଦା…

ଜନମୁରା ଗାଁରେ ମର୍ମଦୁନ୍ତ ସଡକ ଦୁର୍ଘଟଣା,ଜଣେ କଲେଜ ଛାତ୍ରର ମୃତ୍ୟୁ

Posted by - May 5, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଜନମୁରା ଗାଁ ଠାରେ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ କଲେଜ…

ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା

Posted by - June 1, 2022 0
ବୌଦ୍ଧ:୩୧ା୫ : ( ଚିତ୍ତରଂଜନସିଂ)ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟ ର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ…

ଗୋ ଚିକିତ୍ସା ଶିବିର ଅନୁଷ୍ଠିତ 

Posted by - August 23, 2021 0
ଯାଜପୁର ବରାହନାଥ ଗ୍ରାମରେ ଗୀତା ଜାଗରଣ ପରିଷଦ ପକ୍ଷରୁ ଗୋ ଚିକିତ୍ସା ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତୀମା କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି…

ଗନ୍ଧରାଡିର ଐତିହାସିକ ଚାରିଶମ୍ଭୁ ପୀଠ ସହିତ ବିଭିନ୍ନ ଅଂଚଳର ଉନ୍ନତି କରଣ ପାଇଁ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

Posted by - June 16, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଳକ ଅନ୍ତର୍ଗତ ଗନ୍ଧରାଡିର ଐତିହାସିକ ଚାରିଶମ୍ଭୁ ପୀଠ ସହିତ ବିଭିନ୍ନ ଅଂଚଳର ଉନ୍ନତି କରଣ ପାଇଁ ଆଜି ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରିଛନ୍ତି…