ଦଶରଥପୁର କୁଟୁରିଆ ଗ୍ରାମରେ ଜଗନ୍ନାଥ ମନ୍ଦୀରରେ ବାହୁଡା ଯାତ୍ରା

40 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ କୁଟୁରିଆ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦୀରରେ ମହାସମାରୋହରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂଜକ ଗଦାଧର ମିଶ୍ରଙ୍କ ତତ୍ବାବଧାନରେ ମନ୍ଦିରର ସମସ୍ତ ପୂଜକ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି କରିଥିଲେ। ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇ ମନ୍ଦିର ଅଭିମୁଖେ ରଥ ଟଣା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସ୍ନିଗ୍ଧା ମଂଜରୀ ରାଉତଙ୍କ ସମେତ ମନ୍ଦିର କମିଟି ସଭାପତି କୂଳମଣି ତ୍ରିପାଠୀ, ଦିଗାମ୍ବର ସାମଲ,ବାବାଜୀ ଚରଣ ବେହେରା,କମଲ ଲୋଚନ ବେହୁରିଆ, ବ୍ରଜ କିଶୋର ରାଉତ,ଅଜିତ ସାମଲ ପ୍ରମୁଖ ଉପସ୍ଥିତ ରହି ବାହୁଡା ଯାତ୍ରା ପରିଚାଳନା କରିଥିଲେ । ସମଗ୍ର ଅଞ୍ଚଳରେ ଘଂଟାଘଂଟା ହୁଳହୁଳିରେ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।

Related Post

ଏଇ ଓଡିଶା ରେ ଖବର ପ୍ରସାରଣ ପରେ ଏନଏଚ ଏବଂ ଆରସିଏଲ ଠିକାଦାର ସଂସ୍ଥା ର ଚେତା ପଶିଲା

Posted by - May 20, 2022 0
ଧର୍ମଗଡ:୧୯•୫( ହେମନ୍ତ କୁମାର ମାଝୀ)ଗତ ଦୁଇ ଦିନ ତ ଲେ ବଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ ଏଚ ରାସ୍ତା ତିଆରି ହେଉଥିବା ।ଧର୍ମଗଡ ନୟନ ସାଗର ଠାରେ…

କାଶୀପୁର ବ୍ଲକ ଅଧିକାରୀଙ୍କ ମନମୁତାବକ କାର୍ଯ୍ୟରେ ଜନ ପ୍ରତିନିଧି ଅସନ୍ତୋଷ ,CCTV ଯାଞ୍ଚ ଦାବି

Posted by - January 14, 2023 0
କାଶୀପୁର :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟ ଠାରେ ଏକ ଦସନ୍ଦି ହେଲା ଚାଲିଆସିଛି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ । ଯଦ୍ୱାରା ନିର୍ବାଚିତ…

ଆବାସ ଯୋଜନାରେ ତୃଟିପୂର୍ଣ୍ଣ ଲଗୋକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ

Posted by - July 23, 2021 0
ବୌଦ୍ଧ,(ଚିତ୍ତରଂଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆବାସ ଯୋଜନାର ଲଗୋ ଲଗାଇବାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି…

ପୁଣି କାଶୀପୁର ପୋଲିସର ଏକ ବଡ ସଫଳତା , ହତ୍ୟା ର କଲା ପର୍ଦଫାଶ

Posted by - May 30, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ପଂଚାୟତର ପଟେଶ ଗ୍ରାମନିକଟରେ ଗତ ୧୫/୫/୨୦୨୨ ତାରିଖ ଦିନ ଏକ ହତ୍ଯା ଘଟଣା…