Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବ୍ଲକସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଶେଷ ପଯ୍ୟାୟ ବ୍ଲକର ମୋଟ ୬୧୨ହିତାଧିକାରୀ ପାଇଲେ ଭତ୍ତା

170 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)୬୨୩ ଧର୍ମଗଡ ବ୍ଲକ୍ ସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଶେଷ ପଯ୍ୟାୟ ରେ ପହଞ୍ଚିଛି।ଶେଷ ପଯ୍ୟାୟ ରେ ବ୍ଲକ ସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଡୁମେରଗୁଡା ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିଲା।୩ଟି ପଞ୍ଚାୟତ ମୋଟ ୧୨୪ଜଣ ହିତାଧିକାରୀ ଙ୍କୁ ଏହି କାର୍ଯ୍ୟକ୍ରମ ରେ ବଣ୍ଟନ କରାଯାଇଥିଲା। ପ୍ରଥମ ପଯ୍ୟାୟ ରେ ଗଡ଼ିଆଯୋର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ପଯ୍ୟାୟ ବଣ୍ଟନ ବେହେରା ପଂଚାୟତ ଗୋରୁ ବଜାର ପ୍ରାଙ୍ଗଣେଠାରେଅନୁଷ୍ଠିତ ହୋଇଯାଇଛି।

ସେଭଳି ତୃତୀୟ ପଯ୍ୟାୟ ଶୁକ୍ରବାରଦିନ ବୋଡେ଼ନ ପଞ୍ଚାୟତ ପ୍ରାଙ୍ଗଣେ ଅନୁଷ୍ଠିତ ହୋଇଥିବା ବେଳେ ୪ର୍ଥ ପଯ୍ୟାୟ ରେ ଧର୍ମଗଡ଼ ବ୍ଲକ ପ୍ରାଙ୍ଗଣେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଓ ଦ୍ଵିତୀୟ ପଯ୍ୟାୟ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌସୁଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଧର୍ମଗଡ ବ୍ଲକ୍ ରେ ସର୍ବମୋଟ ୭୧୨ ଜଣ ନୂତନ ହିତାଧିକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ପଂଚାୟତ ର ୧୨୦ ରୁ ଉର୍ଦ୍ଧ ହିତାଧିକାରୀ ଓ ଦ୍ଵିତୀୟ ପଯ୍ୟାୟ ରେ ୪ଟି ପଞ୍ଚାୟତ ର ୧୨୪ଜଣ ଓ ତୃତୀୟ ପଯ୍ୟାୟ ରେ ୫ଟି ପଞ୍ଚାୟତ ର ମୋଟ ୧୧୯ଜଣ୪ର୍ଥ ପଯ୍ୟାୟ ୬ଟି ପଂଚାୟତ ର ୨୨୫ଜଣ ଓ ୫ମ ପଯ୍ୟାୟ ରେ ୩ଟି ପଞ୍ଚାୟତ ୧୨୪ଜଣ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି।

ଶେଷ ପଯ୍ୟାୟ ରେ ଡୁମେରଗୁଡା ଠାରେ ବ୍ଲକ ସ୍ତରୀଯ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ଯୋଗଦେଇଥିବା ବେଳେ ସମ୍ମାନିୟ ଅତିଥି ବ୍ଲକ ଉପାଧ୍ୟକ୍ଷା ଜୁଳି ମେହେର ,ସରପଞ୍ଚ ନଳିନୀ ପ୍ରଭା ବେହେରା,ମନୋଜ ପଟ୍ଟଯୋଶୀ, ସମାଜ ମଙ୍ଗଳ ଅଧିକାରିଣୀ ଦମୟନ୍ତି ନାଏକ, ପି ଏ ଦେବ ଆଶ୍ଚର୍ଯ୍ୟ ଚିତ୍ତରଞ୍ଜନ ବେହେରା,ବିମୁ କେଶ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ।ସୂଚନାଯେ ପୂର୍ବ ପଯ୍ୟାୟ ମାନଙ୍କରେ ଧର୍ମଗଡ଼ ବିଧାୟକ ମୌସୁଧି ବାଗ ଓ ବ୍ଲକ ଅଧ୍ୟକ୍ଷା ବବିତା ପାଟଯୋଷୀ ଭତ୍ତା ବଣ୍ଟନ କରିଥିଲେ।

Related Post

ଜିଲ୍ଲା ପ୍ରଶାସନ ଦ୍ୱାରା ନାବାଳିକା ଉଦ୍ଧାର

Posted by - May 31, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ- ୫ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାରେ ୧୬. ୯ %ବାଲ୍ୟ ବିବାହ ଏବଂ ୬.୩%ମହିଳା (୧୫ ରୁ ୧୯ )ବର୍ଷ…

ଠାକୁରଗଡ ୟୁଥ ପାୱାରର ପ୍ରତିଷ୍ଠା ଦିବସ, ରକ୍ତଦାନ ଶିବିର ରେ ୧୮୭ ୟୁନିଟ ରକ୍ତ ସଂଗ୍ରହ

Posted by - November 8, 2019 277
ଅନୁଗୁଳ:(ମହେଶ ଭୋମରାଜ)ଆଜିର ସ୍ୱାର୍ଥପର ସମାଜରେ ମାନବିକତାକୁ ବଞ୍ଚାଇ ରଖିବା ସହ ଅସହାୟ ମାନଙ୍କର ଦୁଃଖରେ ନିଜକୁ ସାମିଲ କରି ସହଯୋଗର ହାତ ବଢ଼ାଇବା ପାଇଁ ଅାଜି ଅନୁଗୋଳ…

ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ , ପୋଲିସ ଡାକ୍ତରଖାନାରେ ପହଂଚି ଅଧିକ ଅନୁସନ୍ଧାନ କରୁଛି

Posted by - October 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଘଟିଛି ଏପରି ଅଘଟଣ…

ପୋଲିସ କର୍ମଚାରୀ ଙ୍କ ପାର୍ଥିବ ଶରୀରକୁ ଦିଆଗଲା ସମ୍ମାନ,ପରିବାରଙ୍କୁ ଭେଟିଲେ ବୌଦ୍ଧ ଏସ ପି

Posted by - August 23, 2023 0
ହରଭଙ୍ଗା:୨୨/୦୮ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ କଖାରୁ ଫାଳ ନିକଟରେ ରବିବାର ଦିନ ଅପରାହ୍ନ…

ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ପୋଲିସ

Posted by - September 7, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ ।…