Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆତ୍ମାବାଡ଼ି ଆଦିବାସୀ ଝିଅ ପୁରସ୍କୃତ

211 0

ଗୁଣପୁର ବ୍ଲକ ଘନାନ୍ତି ପଞ୍ଚାୟତ ଆମ୍ବାବାଡି ତଥା ଗୁଣପୁରର ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟର ୩ୟ ବର୍ଷର ଆଦିବାସୀ ଛାତ୍ରୀ ବିରାଜିନୀ ଶବର କୋଲଜାତାରେ ସଙ୍ଗୀତ ପରିବେଷଣ କରି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ।ବିରାଜିନୀଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ସମ୍ମାନିତ କରିଛନ୍ତି।ଶୁକ୍ରବାର ସନ୍ଧ୍ୟାରେ କୋଲକାତାର ଗଣେଶ ବନ୍ଦନା ଗାଇ କାର୍ଯ୍ୟକ୍ରମର କରିଥିବାରୁ ଅତିଥିମାନେ ତାଙ୍କୁ ସମ୍ମାନିତ ଆଇପିଏଏଫ୍ (ଇଣ୍ଟରନ୍ୟାଶନାଲ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କରିଥିଲେ।

ଅମୂଲ୍ୟ ଭାରତ କଳା ପରଫମିଂ ଆର୍ଟସ ଫେଷ୍ଟିଭାଲ) ଦ୍ଵାରା ପଶ୍ଚିମବଙ୍ଗର ରାଜ୍ୟପାଳ ସି.ଭି. ପରିଷଦର ମୁଖ୍ୟ ପଞ୍ଚାନନ ଚୌଧୁରୀ ଆୟୋଜିତ ଅନ୍ତର୍ଜାତୀୟ ସ୍ତରୀୟ ସଙ୍ଗୀତ ଆନନ୍ଦ ବୋଷ, ପଦ୍ମଶ୍ରୀ ବାଉଲ ସମ୍ରାଟ ଏବଂ ତାଙ୍କ ସ୍ତ୍ରୀ ଅନିତା ସାହୁଙ୍କ ଉଦ୍ୟମ ଓ ନୃତ୍ୟକଳା କାର୍ଯ୍ୟକ୍ରମରେ ଓଡ଼ିଶାର ସଞ୍ଜୟ ଝୁନ୍‌ ଝୁଲା, ଆଇଏଏଫ୍ ତଥା ପ୍ରେରଣାକ୍ରମେ ସେ ରାଜ୍ୟଠାରୁ ଏକମାତ୍ର ଆଦିବାସୀ ଝିଅ ବିରାଜିନୀ ସିଇଓ ଶ୍ୟାମ ପାଣ୍ଡେ ଉପସ୍ଥିତ ଥିଲେ। ଆରମ୍ଭକରି ଜାତୀୟ ଏବଂ ଅନ୍ତର୍ଜାତୀୟ ଭାଗ ନେଇଥିଲେ। କୋଲକାତାର ବିରାଜିନୀ ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ସ୍ତରର କାର୍ଯ୍ୟକ୍ରମରେ ଭାଗନେବାରେ ଇଣ୍ଡିଆନ ମ୍ୟୁଜିୟମ ମଞ୍ଚରେ ବିରାଜିନୀ ସୁମଧୁର ସଙ୍ଗୀତ ପରିବେଷଣ ସଫଳ ହୋଇଥିବା କହିଛନ୍ତି ।

Related Post

ଖରା ରେ ଠିଆ ହୋଇ ଆଠ ଛାତ୍ର ଅସୁସ୍ଥ

Posted by - July 22, 2023 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୋୖଦ୍ଧ ଜ଼ୀଲ୍ଲା ହରଭଂଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ପୁରୁଣା କଟକ ଥାନା ଅନ୍ତର୍ଗତ ଅନ୍ତର୍ଗତ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଠ ଜଣ ଛାତ୍ରଛାତ୍ରୀ…

ସଂସଦୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସ୍ଥାୟୀ ସମିତି ର ୭ ଦିନିଆଁ ବିଭିନ୍ନ ରାଜ୍ୟ ଗସ୍ତ

Posted by - August 23, 2023 0
ଭୁବନେଶ୍ୱର: (ନରେନ୍ଦ୍ର ନେଗୀ)ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂସଦୀୟ ସ୍ଥାୟୀ କମିଟି ୨୩ ଅଗଷ୍ଟ ରୁ ୩0 ଅଗଷ୍ଟ ୭ ଦିନିଆ ଗସ୍ତ ରେ ଆଣ୍ଡାମାନ…

ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ନେଇ ତାଲାବନ୍ଦ ଆନ୍ଦୋଳନ

Posted by - January 4, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ୍ ବେହେରା ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ନେଇ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ । ଧର୍ମଗଡ଼…

‘ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ” କାର୍ଯ୍ୟକ୍ରମ,ଧବା ମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - August 13, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ସମସ୍ତ ନିର୍ବାଚନୀ ମଣ୍ଡଳୀ ଓ ଜିଲ୍ଲା ପରିସଦ ଯୋନ ରେ ନେତୃତ୍ବ କୁ ପ୍ରାଧାନ୍ୟ ଦେଇ ଜିଲ୍ଲା ବିଜେଡି ଦଳର ସୁପ୍ରିମୋଙ୍କ ନିର୍ଧେସ କ୍ରମେ…

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହୀଦ ଦିବସ ପାଳିତ

Posted by - March 30, 2023 0
ଏମ.ରାମପୁର: ୨୯/୦୩ (ନରେନ୍ଦ୍ର ନେଗୀ)ରିଖ ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଶହୀଦ ଦିବସ ଏମ. ରାମପୁର…