Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବିଶ୍ଵସ୍ତରୀୟ ପର୍ୟ୍ଯଟନ ପୁସ୍ତକ ପଞ୍ଚାୟତିରାଜ ଓ ଜଙ୍ଗଲ ମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ

78 0

ହରଭଙ୍ଗା:( ଚିତ୍ତରଞ୍ଜନ ସିଂହ)ଗୁରୁବାର ଦିନ  ଭୁବନେଶ୍ଵର ଠାରେ “ରିସେଣ୍ଟ ଟ୍ରେନ୍ଡ୍ସ୍   ଇନ୍ ଟୁରିଜିମ୍ ଆଣ୍ଦ ହସ୍ପିଟାଲିଟି” ଶିର୍ସକ ବିଶ୍ଵସ୍ତରୀୟ ଗବେଶଣତ୍ମକ ପୁସ୍ତକ ମାନ୍ୟବର ମନ୍ତ୍ରୀ   ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ, ସୁଚନା ଓ ଲୋକସମ୍ପର୍କ ମନ୍ତ୍ରୀ  ପ୍ରଦିପ କୁମାର ଅମାତ୍ ଙ୍କ କରକମଳରେ ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନ ରେ ଲୋକାର୍ପିତ ହୋଇଯାଇଛି  ।

ଉକ୍ତ ପୁସ୍ତକ ଟି ପ୍ରଫେସର ସୟଦ ରସିଦୁଲ୍ ହାସନ (କୁଳପତି, ବାଙ୍ଗଲାଦେଶ ଜାତିୟ ବିଶ୍ଵବିଦ୍ୟାଳୟ), ପ୍ରଫେସର ଶେଫାଳି ନାଗପାଲ (ଭାରପ୍ରାପ୍ତ ନିର୍ଧେଶକ, ମାନବ ସମ୍ବଳ ବିକାଶ କେନ୍ଦ୍ର, ବିଶ୍ଵବିଦ୍ୟାଳୟ ଅନୁଦାନ ଅୟୋଗ, ହରିୟାନା) ଓ ପ୍ରଫେସର ଦିପ୍ତି ପ୍ରକାଶ ସାହୁ ଙ୍କ ଦ୍ଵାରା ଜୁଗ୍ମ ଭାବେ ସମ୍ପାଦିତ ହୋଇଛି।

ଏହି ପୁସ୍ତକ ରେ ଭାରତ ସମେତ ବଙ୍ଗଳାଦେଶ, ମାଲେସିୟା, ଓମାନ ଓ ଦକ୍ଷିଣ ଆଫ୍ରିକା ଆଦି ଦେଶ ର ଗବେଷକ ମାନଙ୍କ ଦ୍ଵାରା ଅନୁସନ୍ଧାନ ମୁଳକ ବିଶୟବସ୍ତୁ ଗୁଡିକ ପ୍ରକାଶ ପାଇଛି ଯାହାକି ନୂଆଦିଲ୍ଲୀ ସ୍ଥିତ ଉଇସଡମ ପବ୍ଲିକେସନ ଦ୍ଵାରା ପ୍ରକାଶିତ ହୋଇଛି। ଉକ୍ତ ଉନ୍ମୋଚନ ଉଚ୍ଛ୍ୱବ ରେ ଜୁଗ୍ମ ଭାବେ ସମ୍ପାଦନା କାର୍ୟ୍ଯ ତୁଲାଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଅଧିବାସୀ  ପ୍ରଫେସର ଦିପ୍ତି ପ୍ରକାଶ ସାହୁ ଙ୍କ ସହ ସମ୍ମାନିତ  ଅତିଥି ଭାବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରପଞ୍ଚ ସଙ୍ଘ ସଭାପତି  ନିହାର କୁମାର ଘୋଷ  ଓ ସରପଞ୍ଚ ସଙ୍ଘ ସମ୍ପାଦକ, ଅଶୋକ କୁମର ସେଠି ପ୍ରମୁଖ  ଉପସ୍ଥିତ ଥିଲେ।

Related Post

ସ୍ବାସ୍ଥ୍ୟ ଠିକା କର୍ମଚାରୀ ଙ୍କୁ ସ୍ଥାୟୀ କରିବାକୁ ଦାବି

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, ସମ୍ବଲପୁର ତରଫରୁ ସ୍ଥାୟୀ ନିଯୁକ୍ତି ଦାବିରେ ସମ୍ବଲପୁର ସିଡିଏମଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ବୁଣାକାର ମାନଙ୍କ ଦ୍ଵାରା ଉପ- ନିର୍ଦ୍ଦେଶକ ବିୟନଶିଳ୍ପ କାର୍ଯ୍ୟାଳୟ ଘେରାଉ

Posted by - July 8, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଜିଲ୍ଲା ଉପ-ନିର୍ଦ୍ଦେଶକ କାର୍ଯ୍ୟାଳୟରେ ବୁଣାକାରମାନଙ୍କୁ ସହାୟତା ପ୍ରଦାନରେ ଦୁର୍ନିତି ପ୍ରତିବାଦରେ ବୁଣାକାର…

ସପେଂଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Posted by - October 30, 2022 0
ଯାଜପୁର:ଯାଜପୁର ପୁରୁଣା ବସଷ୍ଟାଣ୍ଡର ଲକ୍ଷ୍ମୀନାରାୟଣ ପୂଜା କମିଟି ପକ୍ଷରୁ ସପେଂଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ଯାଜପୁର ପୌରପାଳିକା ଉପାଧକ୍ଷ ସନ୍ତୋଷ ମଲ୍ଲିକ ଏହାକୁ ଉଦଘାଟନ କରିଥିଲେ । ପୂଜା କମିଟିର ସଂପାଦକ ପଂଚାନନ ସନ୍ଧିବିଗ୍ରହ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସପେଂଇ କାର୍ଯ୍ୟକ୍ରମରେ କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ସହିତ ପୂଜା କରିବା ସହିତ ସପେଂଇକୁ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି:

ଆଦିବାସୀ ବିକାଶ ସମିତି ର ଅଧକ୍ଷ୍ୟା ପଦ୍ମଶ୍ରୀ ତୁଳଶୀ ମୁଣ୍ଡାଙ୍କ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପରିଦର୍ଶନ

Posted by - April 20, 2020 7
କେନ୍ଦୁଝର:(ସିତାରାମ ଦିକ୍ଷୀତ) ଆଦିବାସୀ ବିକାଶ ସମିତି ପକ୍ଷରୁ ଅଧ୍ୟକ୍ଷ ପଦ୍ମଶ୍ରୀ ତୁଳଶୀ ମୁଣ୍ଡା ନିଜେ ଉପସ୍ଥିତ ରହି ସେରେଣ୍ଡା ପଞ୍ଚାୟତ ର ସାହି କିଛି ଆଦିବାସୀ ଅଧ୍ୟୁଷିତ…

ବଢିଗାଁ ପଂଚାୟତରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ବୌଦ୍ଧଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର

Posted by - March 20, 2023 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବ୍ଳକ ବଢିଗାଁ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ବୌଦ୍ଧଙ୍କ ଯୁଗ୍ମ…