Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅଜଣା ଯୁବକର ଗଲିତ ମୃତ ଦେହ ଉଦ୍ଧାର

55 0

କେସିଙ୍ଗା :(ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଅବସ୍ଥିତ ନେଚୁରାଲ କପା ମିଲ ଡୁମେରମୁଣ୍ଡା ର ପଛ ପଟେ ଆଜି ଜଣେ ପାଖା ପାଖି ୩୫ ରୁ ୪୦ ବର୍ଷ ର ଯୁବକର ଗଳିତ ମୃତ ଦେହ କେସିଙ୍ଗା ପୋଲିସ ଉଦ୍ଧାର କରିଛି।ଶବ ଟି ଆନୁମାନିକ ତିନି ଚାରି ଦିନ ତଳର ବୋଲି ଜଣାପଡିଛି। ଆଖ ପାଖ ର ଜଣେ ଲୋକ କୌଣସି କାମରେ ସେପଟେ ଯାଇଥିବା ବେଳେ ସେ ଶବ ଟିକୁ ଦେଖି ପୋଲିସ କୁ ଖବର ଦେବା ପାଇଁ ଡ଼ରି ଯାଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ଦେଇ ଥିଲା।

ପରେ ଗଣମାଧ୍ୟମ ପ୍ରତିନିଧି ମାନେ କେସିଙ୍ଗା ପୋଲିସ କୁ ଖବର ଦେବାପରେ ନିଜେ ଏସ ଡି ପି ଓ ରୋହିତ ବର୍ମା ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତନାଘନା କରୁଥିବା ଜଣାପଡିଛି ।ଶବ ଟି ପଚି ଯାଇଥିବା ବେଳେ ମୁଁହ ଖରାପ ହୋଇ ପୋକ ହୋଇ ଯାଇଥିଲା।ଯୁବକ ଟି କଳା ପ୍ୟାଣ୍ଟ୍ ଓ କଳା ଟିସାଟ ପିନ୍ଧିଥିବା ବେଳେ ଗୋଡ଼ରେ ଚପଳ ମଧ୍ୟ ପିନ୍ଧିଛି।ପୋଷ୍ଟ ମଟମ ପରେ ହତ୍ୟା ନା ଆତ୍ମହତ୍ୟା ନା ଆଉ କଣ ଜଣା ପଡ଼ିବ ବୋଲି
ଏସ ଡି ପି ଓ ପ୍ରକାଶ କରିଛନ୍ତି।

 

Related Post

ଅଜଣା ଗାଡ଼ି ଧକ୍କାରେ ୪ଟି ଗୋରୁଙ୍କ ମୃତ୍ୟୁ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଠିଡିକାଜୋର୍ ନିକଟରେ 4 ଗୋଟି ଗୋରୁ ଗାଈଙ୍କ ମୃତ୍ୟୁ ଘଟିଥିବା…

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ

Posted by - September 27, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)  ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ…

ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଅଭିଯୋଗ ଓ ଜନ ଶୁଣାଣି ଶିବିର

Posted by - August 28, 2023 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଓ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଇଆଇଏମ ସମ୍ବଲପୁର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ସମ୍ବଲପୁର ର ସପ୍ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଚ୍ଚୁଆଲ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…

ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଅପରିଷ୍କାର ପରିବେଶ

Posted by - November 12, 2020 0
ପଦ୍ମପୁର : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ଅପରିଷ୍କାର ପରିବେଶ ଦେଖାଯାଉଛି । କିଛି ଦିନ ତଳେ ଏକ ସରକାରୀ ନଳକୂପ କୁ ଗ୍ରାମର…