ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

109 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ।କୋଟସମଲାଇ ର ଛଳିଆ ପାହଡ ର ଶ୍ରୀମନ୍ଦିର ରୁ ବାହାରି ଥିଲେ ଘୋଷଯାତ୍ରା ରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ ଆନନ୍ଦର ସହିତ ପହଣ୍ଡିବିଜେ ହୋଇ ଆସିଛନ୍ତି ତିନିଠାକୁର ।

ଆଗରେ ବଳଭଦ୍ର ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର ।ହରିବୋଲ, ହୁଳୁ ହୁଳି, ଘଂଟ ଘଂଟା ଓ ସଂକିର୍ତନ୍ୟର ଖୋଳ, ତାଳ, ଧ୍ୱନୀ ରେ ଉଛୁଳି ଉଠୁଛି ଏହି ପାବନ କ୍ଷେତ୍ର ।ଛଳିଆ ପାହାଡର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତ ମାନେ ପହଣ୍ଡିରେ ଆଣିଛନ୍ତି ତିନିବିଗ୍ରହଙ୍କୁ । ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷତ୍ରରେ ।

 

Related Post

ମାସ୍କଟ ମାଧ୍ୟମରେ ପାଳିତ ହେଲା ବିଶ୍ୱ ଗଣ୍ଡା ଦିବସ

Posted by - September 23, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ବିଶ୍ୱ ଗଣ୍ଡା ଦିବସ।ଏ ନେଇ ନନ୍ଦନକାନନରେ ପାଳିତ ହୋଇଯାଇଛି ଗଣ୍ଡା ଦିବସ।ବିଶ୍ୱରେ ବିଲୁପ୍ତ ହୋଇ ଆସୁଥିବା ଗଣ୍ଡାଙ୍କ ସଂଖ୍ୟା କିପରି ବୃଦ୍ଧି ପାଇବ ଓ ଏହାର…

ଦୁର୍ନିତି ମାମଲାରେ କଂଗ୍ରେସ ବିଧାୟକ ମହମ୍ନଦ ମୋକିମ ଙ୍କ ସମେତ ଚାରି ଜଣଙ୍କୁ ଜେଲ୍ ଦଣ୍ଡାଦେଶ

Posted by - September 29, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ଗ୍ରାମ୍ୟ ଗ୍ରୁହ ନିର୍ମାଣ ଓ ଉନ୍ନୟନ ନିଗମ (ORHDC ) ଓ ମେଟ୍ରୋ ବିଲ୍ଡର୍ସ୍ ଦୁର୍ନିତି ମାମଲାରେ…

ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରସ୍ତୁତି ଚୁଡ଼ାନ୍ତ , ମେ ୩୧ ରେ ଭୋଟ ଗ୍ରହଣ l

Posted by - May 30, 2022 0
ଭୁବନେଶ୍ଵର (ବ୍ୟୁରୋ) : ଆସନ୍ତା ମେ ୩୧ ରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ…

ଜେ.ଏସପିଏଲ ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ.,ଦେଖନ୍ତୁ ଭିଡିଓ

Posted by - August 29, 2020 0
ଅନୁଗୁଳ:ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ରେ କେମିକାଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବାବେଳେ ଅଳ୍ପକେ ବର୍ତିଲେ ଶ୍ରମିକ ଓ କର୍ମଚାରୀଗଣ ।ସୂଚନା ଅନୁଯାୟୀ ଗତକାଲି ଏହି…

ଗୋବିନ୍ଦ ଦେଖେଇଲା ହତ୍ୟାକାଣ୍ଡ ର ଡେମୋ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯରେ ଆଲୋଡନ ସୃଷ୍ଟି କରିଥିବା ମମିତା ମେହେର ହତ୍ୟାକାଣ୍ଡ ର ତିନିଗୋଟି ସ୍ଥାନ ରେ ଡେମୋ ଦେଖେଇଲା ଅଭିଯୁକ୍ତ ଗୋବିନ୍ଦ। ପୋଲିସ ଗୋବିନ୍ଦ କୁ…