Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାମଗଡ଼ ରେ ମିଲେଟ ମିଶନ

28 0

ହରଭଙ୍ଗା :୧୮/୦୬ (ଚିତ୍ତରଞ୍ଜନ ସିଂହ )ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ୍ ର ରାମଗଡ଼ ଠାରେ ଆଜି ମିଲେଟ୍ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିଭାଗୀ ଭାବରେ ମହିଳା ଜନପ୍ରତିନିଧି,ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା,ସ୍ଥାନୀୟ କିଶୋରୀ ବାଳିକା ଙ୍କ ସମତେ ଗ୍ରାମବାସୀ ଉପସ୍ଥିତି ଥିଲେ।

ମୁଖ୍ୟ ଅଥିତି ଭାବରେ ରାମଗଡ଼ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରଭାସିନୀ ଯୋଶୀ ,ସମ୍ମାନିତ ଅତିଥି ଭାବରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ର କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ସମସ୍ତଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।

ସଭାରେ ମିଲେଟ୍ ର ଉପକାରିତା ଏବଂ ଆବଶ୍ୟକତା ଉପରେ ଅତିଥି ମାନେ ମତାମତ ରଖୁଥଲେ। ଏହି ମେଳା ରେ ମିଲେଟ୍ ତିଆରି ବିଭିନ୍ନ ଖାଦ୍ୟ ସାମଗ୍ରୀ ,ବିଭିନ୍ନ ପ୍ରକାରର ମିଲେଟ୍ ଜାତୀୟ ଖାଦ୍ୟ ଶସ୍ୟ ର ପ୍ରଦର୍ଶନୀ ହୋଇଥିଲା। କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସଂଯୋଜନା କରିଥିଲେ।

Related Post

ବୌଦ୍ଧ ଆଦର୍ଶ ପୋଲିସ ଥାନାରେ ଚାଇଡ ଲାଇନ ବନ୍ଧୁତା ଦିବସ ପାଳିତ

Posted by - November 21, 2021 0
ବୌଦ୍ଧ: ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଆଦର୍ଶ ପୋଲିସ ଥାନା ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇନ ସହ ବନ୍ଧୁତା ଦିବସ ପାଳନ କରାଯାଇଛି ଏହି ସମୟରେ…

ଅବସର କାଳିନ ବିଦାୟୀ ସମ୍ବଦ୍ଧନା

Posted by - June 30, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ))ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଂଜକଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦେବରାଜ ସାହୁ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ

Posted by - June 16, 2021 0
ଯାଜପୁର ଅଫିସ :ଯାଜପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ର ସାଂସ୍କୃତିକ ସମ୍ପାଦକ ଶଙ୍କର୍ଷଣ ସାହୁ ଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି।ସଂଗଠନ ର…

ବ୍ଲକସ୍ତରୀୟ ସ୍ଵାସ୍ଥ୍ୟମେଳା ପାଇଁ ପ୍ରସ୍ତୁତି ବୈଠକ

Posted by - April 14, 2022 0
ସୋନପୁର :(ଅଜିତ କୁମାର ପୂଝlରୀ)ଆସନ୍ତା ୧୯ ଏପ୍ରିଲ ମଙ୍ଗଳବ‍ାର ଦିନ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ଵାରା ଲଚ୍ଛିପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର…