Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ନିଟ ପରୀକ୍ଷାରେ ସଫଳତା ହାସଲ କଲେ ଟିଟିଲାଗଡର ନିହାର ରଞ୍ଜନ ବେହେରା

47 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ୱାର୍ଡ ନମ୍ବର ୧୨ ଅନ୍ତର୍ଗତ ଝ।ଙ୍କର ପଡ଼ାରେ ରହୁଥିବା ଜଣେ ରେଳ ବିଭାଗ କର୍ମଚାରୀଙ୍କ ପରିବାର। ମା ପ୍ରେମଲତା ବେହେରା ଜଣେ ଗୃହିଣୀ, ବାପା ଜଣେ ରେଳବାଇ ଡ୍ରାଇଭର ( ଲୋକୋ ପାଇଲଟ ମେଲ ଏକ୍ସପ୍ରେସ) ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା, ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ପୁଅ ନିହାର ରଞ୍ଜନ ବେହେରା ଚଳିତ ବର୍ଷ ନିଟ ଏଣ୍ଟ୍ର।ନଶ ପରୀକ୍ଷାରେ ୭୨୦ ମାର୍କରୁ ୬୫୫ ମାର୍କ ରଖି ଅଲ୍ ଇଣ୍ଡିଆ ରେଙ୍କ ୫୭୯୭ ହାସଲ କରିଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ ସହରବାସୀ ତଥା ଶୁଭେଚ୍ଛୁଙ୍କ ସୁଅ ଛୁଟିଛି ନିହାରଙ୍କ ପାଇଁ। ନିହାର ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ପାଠ ପଢି ଦଶମ ଶ୍ରେଣୀରେ ୮୫ ପ୍ରତିଶତ ମାର୍କ ରଖି ଯୁକ୍ତ ଦୁଇ ପଢ଼ିବା ପାଇଁ ଭୁବନେଶ୍ୱର ସ୍ଥିତ ଏଲେନ୍ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ । ସେଠାରେ ପଢି ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖିଥିଲେ।

ଚଳିତ ବର୍ଷ ନୀଟ ଏଣ୍ଟ୍ରାନସରେ ସଫଳତା ହାସଲ କରି ଟିଟିଲାଗଡ ସହର ପାଇଁ ଗୌରବ ଅର୍ଜନ କରିଛନ୍ତି। ମା,ବାପାଙ୍କ ଇଛା ଥିଲା ବଡ଼ ହୋଇ ନିହାର ଜଣେ ଭଲ ଡାକ୍ତର ହୁଅନ୍ତୁ। ନିହାର ଛୋଟ ବେଳୁ ବକ୍ତୃତା, ପ୍ରବନ୍ଧ,ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବହୁତ ପୁରସ୍କାର ପାଇଥିବା ବେଳେ ବେଡମିଣ୍ଟନ ଖେଳରେ ଉପଖଣ୍ଡ ସ୍ତରୀୟଠୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଆଗକୁ ଜଣେ ଭଲ ନ୍ୟୁରୋ ସର୍ଜନ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି ନିହାର।

Related Post

ସୁଚରିତା ପାଇଲେ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଏକାଡେମିକ ଏୱାଡ

Posted by - May 20, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ପଡିଆବାହାଲ ର ଝିଅ ସୁଚରିତା ହେଲେ ନିମର ଶ୍ରେଷ୍ଟ ଶିକ୍ଷାର୍ଥୀ । ଭୁବନେଶ୍ବର ଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ…

ହାଇମାସ୍କ ଲାଇଟ ର ଶୁଭ ଉଦଘାଟନ

Posted by - November 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ଆଜି ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଠାରେ ଲାଗିଥିବା ୪ଟି ହାଇମାସ୍କ ଲାଇଟର ଶୁଭ ଉଦଘାଟନ ହୋଇଛି । ଏହି ହାଇ ମାସ୍କ ଲାଇଟ ୪ଟିର…

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଡ. ଶ୍ରୀଯୁକ୍ତ ପ୍ରଣବ ପୁରୋହିତ

Posted by - August 1, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ଏକ ଜଣାଶୁଣା ମହାବିଦ୍ୟାଳୟ ଭିତରେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ। ସୋମବାର ଦିନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଡ…

ହାଟପଦା ପଡ଼ା ରାଇଜିଂ ଷ୍ଟାର ଫୁଟବଲ କ୍ଳବ ତରଫରୁ ପ୍ରଥମ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟର ଦ୍ୱିତୀୟ ଦିନରେ ନାନାଝର ବିଜୟୀ

Posted by - February 16, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଚଳିତ ବର୍ଷ ପ୍ରଥମ ଥର ପାଇଁ ଫୁଟବଲ ପ୍ରେମି ଏବଂ ଖେଳାଳି ମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ…

ହରଭଙ୍ଗା ବ୍ଲକ ପୁରୁଣା କଟକ ବଣିକ ସଂଘର ସଚେତନତା କାର୍ଯ୍ୟକ୍ରମ

Posted by - April 8, 2022 0
ବୋୖଦ୍ଧ:(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ପୁରୁଣାକଟକ ବଣିକ ସଂଘ ପକ୍ଷରୁ ଗୁରୁବାର ପୁରୁଣାକଟକ ପରିବା ବଜାରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବଣିକ ସଂଘର ସଭାପତି…