Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସି ସି ଟିଭି ରେ କଏଦ ହେଲା ଚୋରିର ଦୃଶ୍ୟ

142 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ଉଦୟ ନଗରରୁ ଚୋରି l ସିସିଟିଭି ରେ କଏଦ ହେଲା ଚୋରଙ୍କ କାରନାମା । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ଉଦୟନଗରରୁ ଗତ ରାତିରେ ଚୋରି ହୋଇଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଛି । ରାତିରେ ଉଦୟନଗରର ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଘରେ ପରିବାର ଲୋକେ ସମସ୍ତେ ଶୋଇଥିଲେ ।

ସକାଳୁ ଶ୍ରୀ ପାଣିଗ୍ରାହୀ ଉଠି ନିତ୍ୟକର୍ମ କରି ଯିବା ସମୟରେ ତାଙ୍କ ଆଲମିରା ଖୋଲାଥିବା ଦେଖିଥିଲେ । ବାହାରକୁ ଯାଇ ଦେଖିଲା ବେଳକୁ ଗ୍ରୀଲ ମଧ୍ୟ ଭଙ୍ଗା ହୋଇଥିଲା । ଘରକୁ ଆସି ଭିତରେ ଦେଖିବାରୁ ତାଙ୍କ ଆଲମାରିରେ ପ୍ରାୟ ୨୦ ହଜାର ଟଙ୍କା ଓ ୫ ଭରି ସୁନା ନ ଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଥିଲା । ସିସିଟିଭି ଫୁଟେଜରେ ଦୁଇ ଜଣ ଚୋର ଥିବା ସ୍ପଷ୍ଟ ଦେଖା ଯାଇଥିବାବେଳେ ଜଣେ ଚୋର ମୁହଁ ଢାଙ୍କି ଦେଇ ଥିବା ଦେଖିବାକୁ ମିଳିଛି । ସୋନପୁର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଚୋରି ହୋଇଥିବାରୁ ପୋଲିସ ପାଇଁ ଚୋର କୁ ଧରିବା ପାଇଁ ଏକ ଚେଲେଞ୍ଚ ହୋଇଛି l

 

Related Post

ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡ କ୍ରିଉ ପକ୍ଷରୁ ଏକ ରକ୍ତଦାନ ଶିବିର

Posted by - August 26, 2019 0
ଯାଜପୁର ବ୍ଲଡ଼ବ୍ୟାଙ୍କ ପରିସର ରେ ଭିଜନ୍ହେଳ୍ପିଙ୍ଗ ହ୍ୟାଣ୍ଡକ୍ରିଉ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜ୍ୟୋତିଶ୍ୱର ସିହ୍ନାଙ୍କ ନେତୃତ୍ୱରେଏହି ଶିବିରକୁ ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ…

କନିଷ୍ଟ ଶିକ୍ଷକ ପଦବୀ ପାଇଁ ଚାଲିଛି ଲାଞ୍ଚ,କୁ ମାଥିଲି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଖଣ୍ଡନ

Posted by - August 15, 2021 0
ମାଥିଲି :(ଅବଦୁଲ ଗନି)ଗତ ଅଗଷ୍ଟ ୧୩ ତାରିଖ ରେ କନିଷ୍ଟ ଶିକ୍ଷକଙ୍କ  ଠାରୁ ଲାଞ୍ଚ କାରବାର ଚାଲିଥିବା ଖବର ପ୍ରକାଶିତ ହୋଇଥିଲା।ଏହି ପରିପେଖି ରେ  ବ୍ଲକ ଶିକ୍ଷା…

ସ୍କୁଲ ପରିସରରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବର ବିଷଧର ଗୋଖର ନାଗସାପ,ବଡ଼ ଅଘଟଣରୁ ବଞ୍ଚିଲେ ଛାତ୍ର ଛାତ୍ରୀ

Posted by - September 16, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବନ୍ଧାପଥର ପଂଚାୟତର ଗୁଡ଼ପଡା ଗ୍ରାମର , ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ , ମିଳିଥିବା ସୂଚନା ଅନୁସାରେ ଏହି…

ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଦାବିପତ୍ର 

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠି ରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ଅନୁଷ୍ଠାନ କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଯିବା ନିଷ୍ପତ୍ତି…

ହରଭଙ୍ଗା ଥାନା ଅଧିକାରୀ ଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ଶୁଭେଚ୍ଛା, ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଆଲୋଚନା

Posted by - August 30, 2023 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନରେ ନୂତନ ଅଧିକାରୀ ଭାବେ ଶ୍ରୀ ନଳନୀ କାନ୍ତ ଦାସ ଗତ ଶୁକ୍ରବର ଦିନ ଯୋଗ ଦେଇଛନ୍ତି। ପୁର୍ବ…