Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବରୀ ବିଜେଡିର ମିଶ୍ରଣ ପର୍ବ, ଦଳ ଛାଡିଲେ ମଙ୍ଗରାଜପୁର ସରପଂଚଙ୍କ ସହ ବହୁ କର୍ମୀ

18594 33

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବରୀ ବିଜେଡିର ମିଶ୍ରଣ ପର୍ବ । ଦଳ ଛାଡିଲେ ଏହି ନିର୍ବାଚନମଣ୍ଡଳୀ ମଙ୍ଗରାଜପୁର ପଂଚାୟତର ସରପଂଚ କୁମୁଦୁନୀ ନାୟକଙ୍କ ସହ ବହୁ କର୍ମୀ । ଏନେଇ ଆଜି ରସୁଲପୁର ବ୍ଲକ ଖଣ୍ଡାସ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏଥିରେ ବରୀ ବିଧାୟିକା ସୁନନ୍ଦା ଦାସ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଦୀପ ଦାସ, ବିଜେଡି ନେତା ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ନବାଗତ ନେତା ଓ କର୍ମୀମାନଙ୍କୁ ଉତରୀୟ ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଜନକଲ୍ୟାଣକାରୀ ଯୋଜନା ପ୍ରତି ଆକୃଷ୍ଟ ହୋଇ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି । ପ୍ରାରମ୍ଭରେ ଦଳୀୟ ନେତାଙ୍କୁ କର୍ମୀମାନେ ଏକ ଶୋଭାଯାତ୍ରାରେ ସଭାସ୍ଥଳ ନିକଟକୁ ପାଛୋଟି ଆଣିଥିଲେ ।

Related Post

ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦ ରେ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ

Posted by - November 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,କେନ୍ଦ୍ର ସରକାର ଙ୍କ ସରକାରୀ ଉଦ୍ୟୋଗ କୁ ଘରୋଇ କରଣ ଉଦ୍ୟମ,ଶ୍ରମିକ,କୃଷକ ଓ କର୍ମଚାରୀ ବିରୋଧୀ ନିତୀ ବିରୋଧରେ ରାଷ୍ଟ୍ରୀୟ…

ବୈପାରୀ ଗୁଡ଼ାରେ ବିଜେଡି ର ମିଶ୍ରଣ ପରବ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ମହୁଲି ପଂଚାୟତ ଅନ୍ତର୍ଗତ ମହୁଲି ମା ମନ୍ଦିର ପ୍ରାଙ୍ଗଣରେ 300 ରୁ ଉର୍ଦ୍ଧ କଂଗ୍ରେସ ପରିବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ନୀଳଗିରି ବିଜେପି ପକ୍ଷରୁ,ଧାରଣା, ନୀଳଗିରି ଥାନା ଘେରାଉ ଓ ପ୍ରତିବାଦ ସଭା

Posted by - November 1, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସାରା ରାଜ୍ୟରେ, ସମସ୍ତ୍ ବିରୋଧୀ ଦଳ ପକ୍ଷରୁ, ବନ୍ଦ, ଧାରଣା, ପ୍ରତିବାଦ ସଭା ମାନ, ମମିତା ମେହେର ବର୍ବୋରଚିତ ହତ୍ୟା କାଣ୍ଡ ର ପ୍ରତିବାଦ…

ବିଜେଡ଼ିର ଜିଲ୍ଳା କାର୍ଯ୍ୟକାରିଣୀ; ପଂଚାୟତ ନିର୍ବାଚନ ପାଇଁ କର୍ମୀଙ୍କୁ ମନ୍ତ୍ର ଦେଲେ ଜିଲ୍ଳା ନେତୃବୃନ୍ଦ

Posted by - August 20, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତ ଅଧୀନସ୍ଥ ମାଆ ବୁଢାକେନ୍ଦୁ ପୀଠରେ ଆଜି ସକାଳ ଏଗାର ଘଣ୍ଟ ସମୟରେ ଜିଲ୍ଳା ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ…

ନିର୍ବାଚନ ପୂର୍ବରୁ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ମିଶ୍ରଣ ପର୍ବ

Posted by - December 13, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ରେ ରେଙ୍ଗାଲି ବ୍ଲକ ର ଖିଣ୍ଡା ଗ୍ରାମପଞ୍ଚାୟତ ର ସତାଧିକ ବିଜେପି ଓ କଂଗ୍ରେସ…

There are 33 comments

  1. What i do not realize is if truth be told how you’re no longer really a lot more well-preferred than you may be now. You’re very intelligent. You realize therefore considerably relating to this topic, made me individually consider it from numerous numerous angles. Its like women and men aren’t involved except it’s one thing to do with Girl gaga! Your own stuffs outstanding. Always maintain it up!

  2. My spouse and i got quite satisfied when John could finish off his survey from your ideas he grabbed out of the web page. It is now and again perplexing to just always be giving for free strategies that the others have been making money from. We really already know we now have the website owner to thank because of that. The specific explanations you’ve made, the straightforward blog menu, the relationships you will help create – it’s most spectacular, and it’s really facilitating our son in addition to the family reason why this topic is amusing, and that is quite important. Thanks for the whole thing!

  3. Can I just say what a relief to find somebody who actually knows what theyre talking about on the internet. You positively know the right way to deliver an issue to light and make it important. More individuals have to learn this and understand this side of the story. I cant believe youre no more common because you definitely have the gift.

  4. Hey there would you mind stating which blog platform you’re using? I’m going to start my own blog soon but I’m having a hard time choosing between BlogEngine/Wordpress/B2evolution and Drupal. The reason I ask is because your design and style seems different then most blogs and I’m looking for something unique. P.S My apologies for being off-topic but I had to ask!

  5. Does your website have a contact page? I’m having a tough time locating it but, I’d like to shoot you an e-mail. I’ve got some recommendations for your blog you might be interested in hearing. Either way, great website and I look forward to seeing it improve over time.

  6. Hello, i read your blog occasionally and i own a similar one and i was just curious if you get a lot of spam remarks? If so how do you prevent it, any plugin or anything you can recommend? I get so much lately it’s driving me mad so any assistance is very much appreciated.

Leave a comment

Your email address will not be published.