ବାମଣ୍ଡା ଓ ବନ୍ଧାପଥର ପଂଚାୟତ ର ବିଭିନ୍ନ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ଯୋଗଦାନ

70 0

ଅର୍ଦ୍ଧ ନିର୍ମିତ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିର ଖୁବ ଶୀଘ୍ର ସମ୍ପୂର୍ଣ ପାଇଁ ମନ୍ତ୍ରୀ ଙ୍କ ପ୍ରତିଶୃତି

ହରଭଙ୍ଗା:୧୩/୦୬ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବାମଣ୍ଡା ଓ ବନ୍ଧାପଥର ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ।ସୂଚନା ମତେ ପ୍ରଥମେ ବମଣ୍ଡା ପଞ୍ଚାୟତ ର ବିରିଗଡ, ମେଣ୍ଡା, କୁଲିମୁଣ୍ଡା ଓ ଟାଙ୍ଗରାପାଲି ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ପରେ ବନ୍ଧାପଥର ପଞ୍ଚାୟତ ର ବସନ୍ତବାହଲ ଗ୍ରାମରେ ହେଉଥିବା କାର୍ଯ୍ୟକ୍ରମ ରେ ଯୋଗଦାନ କରି ଗ୍ରାମର ଟାଙ୍ଗରାପାଲି ସ୍ଥିତ ଜାତରା ଟାଙ୍ଗର ଥିବା ୪୦  ବର୍ଷ ର ଅର୍ଧନିର୍ମିତ ପୁରାତନ ମନ୍ଦିର ବାବା ପଞ୍ଚଲିଙ୍ଗେଶ୍ୱର ଙ୍କ ମନ୍ଦିର କୁ ଖୁବ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମର ବହୁ ମହିଳା ପୁରୁଷ ଯୋଗ ଦେଇଥିଲେ l

Related Post

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - July 27, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ସୁବର୍ଣ୍ଣପୁର ଜିଲ୍ଳା ଗସ୍ତ ରେ ଆସି ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ…

ଅପୁଂଟା ବାଣର ବାରୁଦରେ ନିଆଁ ଲଗାଇ ଗୁରୁତର ହୋଇଥିବା ଶିଶୁ ଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର

Posted by - December 14, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅପୁଂଟା ବାଣର ବାରୁଦରେ ନିଆଁ ଲଗାଇ ଗୁରୁତର ହୋଇଥିବା ଶିଶୁ ଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର । ଯାଜପୁର ଜିଲା କୁଆଖିଆ ଥାନା…

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କ୍ଷେତ୍ରିୟ କାର୍ଯ୍ୟକର୍ତ୍ତା ବୈଠକ

Posted by - February 15, 2023 0
ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ହୋଟେଲ ଗ୍ରୀନପାର୍କ ଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କ୍ଷେତ୍ରିୟ କାର୍ଯ୍ୟକର୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ବେଆଇନ ମଦ ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ

Posted by - November 15, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଏବଂ ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ମଦ ବିକ୍ରି ବୃଦ୍ଧି ପାଇଛି, ଏହାକୁ ଆଖି ଆଗରେ…