Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳନ

73 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବୀରନରସିଂହପୁର ପଞ୍ଚାୟତ କରଡ଼ି ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ପ୍ରଙ୍ଗଣରେ ହରଭଂଗା ବ୍ଲକ ସ୍ତରୀୟ ଲୋକକଳା ଦିବସ ପାଳନ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଓ ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଥିଲେ ।

ହରଭଙ୍ଗା ବିଡିଓ ସପ୍ଲିତା ନାଏକ ଙ୍କ ଅଧକ୍ଷତା ଓ ଭାରପ୍ରତ୍ପ ଜିପିଓ ଯତୀନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ସରପଞ୍ଚ ବୀରନରସିଂପୁର ଚନ୍ଦନ ବେହେରା ଓ ସମିତି ସଭ୍ୟ।  କଲ୍ୟାଣୀ ଦଣ୍ଡସେନା, ବ୍ଲକ ଲୋକ କଳା ସଂଘ ଉପସଭାପତି ବାଞ୍ଛାନିଧି ପ୍ରଧାନ ଯୋଗଦେଇ ଥିଲେ ।

ବୌଦ୍ଧ ଜିଲ୍ଲା ର ବିଭିନ୍ନ ଲୋକ କଳା ମଧ୍ୟରେ ସୋଲ ସୁଆଙ୍ଗ ଦଣ୍ଡ, ପତର ସଉରା, ଶବର, ଇତ୍ୟାଦି ସାରା ରାଜ୍ୟ ଓ ଦେଶରେ ଉଚ୍ଚକୋଟୀର ପ୍ରଦର୍ଶନ ନିମନ୍ତେ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ ଓ ଓଡ଼ିଶା ସରକାର ଙ୍କ କଳାକାର ସମ୍ମାନଭତ୍ତା ପାଇବାକୁ ଥିବା କଳାକାର ମାନେ ନିଶ୍ଚିତ ଭାବେ ପାଇବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ।  ଉକ୍ତ କାର୍ଯ୍ୟକ୍ରମ ଆଯୋଜୋନରେ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ରଧାନଗର ସରପଞ୍ଚ ଗଣେଶ ବେହେରା ଙ୍କ ସମେତ ବ୍ଲକ ସରପଞ୍ଚ ସଂଘ, କରଡ଼ି ମନ୍ଦିର କମିଟି ସହଯୋଗ କରିଥିବା ବେଳେ ବ୍ଲକ ର ସମସ୍ତ ସରପଞ୍ଚ, ସମିତିସଭ୍ୟ, କଳାକାର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାଗନେଇଥିଲେ ।

Related Post

ଦଶରଥପୁର ବ୍ଲକ ରଘୁନାଥ ଉଚ୍ଚ ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଘାଟିତ

Posted by - December 28, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ରଘୁନାଥ ଉଚ୍ଚ ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି । ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଏହାକୁ…

ଓମ ସାଇ ଡ଼୍ୟାନ୍ସ ଗ୍ରୁପର ମହାଲଷ୍ମୀ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - December 9, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରକ୍ଷାକାଳୀ ମନ୍ଦିର ନିକଟସ୍ଥ ଓମ ସାଇ ଡ଼୍ୟାନ୍ସ ଗ୍ରପର ମହାଲଷ୍ମୀ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରୁପର ସଭାପତି…

ଷଷ୍ଠ ଗଡାଜାତ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା

Posted by - December 17, 2022 0
ହରଭଙ୍ଗା :୧୬/୧୨(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସାଧୁଚରଣ ଖେଳ ପଡିଆ ଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବ ର…

ଆହ୍ୱାନ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଆଖି ର ଶୁଭ ମହୁରତ

Posted by - November 9, 2020 0
ଯାଜପୁର:ଯାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ଆହ୍ୱାନ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଆଖି ର ଶୁଭ ମହୁରତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ…