ଗୋବରା ପୋଷ୍ଟ ଅଫିସ ରେ କାମ ଦେଉନି ଅଫିସ ଦ୍ୱାରା ଦିଆଯାଇଥିବା କାର୍ଡ

56 0

ବେଲଗୁଣ୍ଠା;୦୮/୦୬ (ସୁଶାନ୍ତ କୁମାର ବେହେରା )ଏହି ବ୍ଲକ ଅନ୍ତର୍ଗତ ଗୋବରା ରେ ବହୁ ବର୍ଷ ହେବ ପୋଷ୍ଟ ଅଫିସ ପ୍ରତିଷ୍ଠା ହୋଇ 20 ରୁ ଅଧିକା ଗ୍ରାମ ର ଗ୍ରାହକ ସେବା ପାଉଛନ୍ତି l ଡ଼େଙ୍ଗାପଦର, ବଡ଼ବୋର୍ସିଙ୍ଗ, କାଳିଆଗୁଡା, ବେଣୀପଲ୍ଲୀ, ମାଧବରିଡା, ନେଟଙ୍ଗା ଭଳି ସବପୋଷ୍ଟ ଅଫିସ ଗୋବରା ଅଧୀନରେ କାମ କରନ୍ତି l କେନ୍ଦ୍ରସରକାର ଙ୍କ ନିର୍ଦ୍ଧେଶ ପ୍ରକାରେ ସବୁ ଅଫିସ ଭଳି ଗୋବରା ଶାଖା ଧନଜନ ଖାତା ଜରିଆରେ ବିନlମୂଲ୍ୟ ରେ ଟିପ ଦେଇ ଗ୍ରାହକ ମାନେ ଗୋଟିଏ ଗୋଟିଏ କାର୍ଡ ପାଇଥିଲେ l

ଶାଖା କର୍ମଚାରୀ ଅଭାବରୁ ସେଇ କାର୍ଡ ଅଚଳ ହୋଇ କୌଣସି କାମ ରେ ଆସୁନଥିଲା l ବର୍ତମାନ ସରକାର ଙ୍କ ଆଧାର କାର୍ଡ ଲିଙ୍କ ଜରିଆରେ ମହାତ୍ମା ଗାନ୍ଧୀ ନିଁଚିତ କର୍ମ ନିଯୁକ୍ତି ଯୋଜନା, ବିକଳାଙ୍ଗ ଭତା ସହ ବାଧ୍ୟକ୍ୟ ,ଓ ବିଧବା ଭତା ଟଙ୍କା ଅଧିକାଂଶ ଏହି ଅଚଳ ଖାତା କୁ ଆସୁଛି l ହିତାଧିକାରୀ ମାନେ ଏନେଇ ପଞ୍ଚାୟତ, ବ୍ଲକ ଓ ଗୋବରା ପୋଷ୍ଟ ଅଫିସ ବାରମ୍ବାର ଦୌଡ଼ି ନିରାଶ ହେଉଛନ୍ତି l ପୋଷ୍ଟ ମାଷ୍ଟର କର୍ମଚାରୀ ଅଭାବ ର ଆଳ ଦେଖାଇ ଅନ୍ୟ ପୋଷ୍ଟ ଅଫିସ କୁ ଯିବାକୁ କହୁଛନ୍ତି l

ଏନେଇ ସ୍ଥାନୀୟ ଲୋକ ପ୍ରତିନିଧି କୁ ପଚାରିବାରୁ ସେମାନେ ବ୍ଲକ ବୈଠକ ରେ ବିଡ଼ିଓ ଙ୍କୁ ଜଣାଇବା ସହ ପତ୍ର ମାଧ୍ୟ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ l ଭତ୍ତା ଟଙ୍କା ନପାଇ 3 ରୁ 4 ମାସ ହେବ ହିତାଧିକାରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବାଧ୍ୟକ୍ଷ, ବିଧବା ଓ ବହୁ ବିକଳାଙ୍ଗ ମାନେ ମାସୀଆରୀ ଭତ୍ତା ପାଇଁ ଏଣେ ତେଣେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ତୁରନ୍ତ ଏହାର ସମାଧାନ କରି ହିତାଧିକାରୀ ମାନଙ୍କୁ ମାସିୟାରୀ ଟଙ୍କା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Related Post

ଜୁନାଗଡ ପର୍ଯ୍ୟନ୍ତ ହେବ ଜୟପୁର ନବରଙ୍ଗପୁର ରେଲପଥର ସମ୍ପ୍ରସାରଣ :-କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Posted by - April 25, 2022 0
ଭୁବନେଶ୍ବର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲାକାନଗିରି ଗସ୍ତରେ ଆସିଥିବା ସମୟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ରେଲପଥ…

ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ

Posted by - September 15, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଲେ ଗ୍ରାମବାସୀ।ଗଣେଶପୁଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ…

ଦିଲ୍ଲୀ ରାଂପସୋ ରେ ଚମକିଲେ ସମ୍ବଲପୁରୀ ଡିଜାଇନର

Posted by - July 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆନ୍ତର୍ଜାତୀୟ ରାଂପ ସୋ ରେ ବାଜି ମାରିଲେ ସମ୍ବଲପୁର ସହରର ଡିଜାଇନର ଅନୁଷ୍ଠାନ । ସାରା ଦେଶର ଜଣାଶୁଣା ସବୁ ଡିଜାଇନର ଙ୍କ ଡିଜାଇନକୁ ଫଛରେ…

ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍ ବୋଝେଇ ଟ୍ରକ୍

Posted by - December 9, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସଡ଼କ ଦୁର୍ଘଟଣା। ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍…

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ବୌଦ୍ଧ ବ୍ଲକ ଘେରାଉ

Posted by - July 9, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ ) ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ରେ ପାତର ଅନ୍ତର ଓ ବ୍ୟାପକ ଦୁର୍ନୀତି ଗୋଟିଏ ପରିବାରର…