୧୫ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଭାଗ୍ୟଧର ସେଠୀଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା

39 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୧୫ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଭାଗ୍ୟଧର ସେଠୀଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ। ନଳିନୀପ୍ରଭା ଜେନାଙ୍କ ସଭାପତିତ୍ବରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇ ସ୍ବର୍ଗତ ସେଠୀ ଜଣେ କର୍ତ୍ତବ୍ୟନିଷ୍ଠ ଜନପ୍ରତିନିଧି ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶୋକ କୁମାର ବେହୁରିଆଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସେଠୀଙ୍କ ଅମରଆତ୍ମାର ସଦଗତି କାମନା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ସେଠୀଙ୍କ ସମେତ ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସମସ୍ତ ଯାତ୍ରୀଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Related Post

ବନ୍ଦ ଥିବା ଲଜରୁ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ସହର ତଥା ୨୬ ନମ୍ବର ଜାତୀୟ ରାଜପଥ କଡ଼ ତେଲିସାହି ଛକରେ ବନ୍ଦ ହୋଇ ରହିଥିବା ସନ୍ତୋଷୀ ଲଜରେ କାମ କରୁଥିବା…

ବାଙ୍କ ଦେଇ ଜଙ୍ଗଲ ରେ ଭାଲୁର ମୃତଦେହଠାବ ବାରହା ସଦ୍ୟ ପୁଟା ଜବତ

Posted by - August 23, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବୌଦ୍ଧ ବନଖଣ୍ଡ ଦେବଗଡ଼ ବିଟ ବାଙ୍କଦେଇ ସଂରକ୍ଷିତ ଜଙ୍ଗଲ ଗତକାଲି ବିଳମ୍ବିତ ରାତ୍ରି ରେ ବନ ବିଭାଗର ପେଟ୍ରୋଲିଙ୍ଗ ସମୟ ରେ…

କରଡି ଶିବ ମନ୍ଦିରରେ କ୍ଷୀର ଜଳଶାୟୀ ପ୍ରସ୍ତୁତି ବୈଠକ

Posted by - October 11, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୈଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କରଡିଗ୍ରାମର ଚମ୍ପେଶ୍ବର ମହାଦେବ ପୀଠରେ ଆସନ୍ତା ୨୦ତାରିଖରେ କ୍ଷୀର ଜଳଶାୟୀ ପାଇଁ ଏକ ବୈଠକ…

ପରମ୍ପରା ଓ ବିଧି ଅନୁଯାୟୀ ମହାପ୍ରଭୁ ବୁଢାରାଜାଙ୍କ ଦଶରା ପର୍ବ ଅନୁଷ୍ଠିତ

Posted by - October 17, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା…