ଦୁଃଖ ସମୟରେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପ୍ରଦାନ କରି ମହାନତା ଦେଖାଇଲେ ସରପଞ୍ଚ

280 0

ମୁନିଗୁଡା :(ରମାକାନ୍ତ ପୋଡାଳ)ରାୟଗଡ଼ା ଜିଲ୍ଲା ଚାଟିକଣା ପଞ୍ଚାୟତ ର ସରପଞ୍ଚ ଙ୍କ ସହଯୋଗ ରେ ଆଜି ବିଜୁ ଜନତା ଦଳ ର ଯୁବ ନେତା ରାଧେଶ୍ୟାମ ହିଆଲ, ଭିକି,ବାସନା , ଲଖନ, ମର୍ଥଗୁଡ଼ାରୁ ଜଣକୁ, ବାରିଗୁଡ଼ା ର ଦୁଇ ଜଣ ପରିବାର ଓ ଚାଟିକଣା ମାଳିସାହି ର ଜଣକୁ ସରକାର ଙ୍କ ଜନହିତକର ଯୋଜନା ହରିଶ୍ଚନ୍ଦ୍ର ଯୋଜନା ରୁ ୩୦୦୦ ଟଙ୍କା ପ୍ରତି ପରିବାର କୁ ଦୀଆ ଯାଇଥିଲା,ଏହି ଟଙ୍କା ପାଇବାପରେ ପରିବାର ସବୁ ଖୁସି ହୋଇ ଦୁଃଖ ସମୟରେ ସରକାର ସାହାଯ୍ୟ ମିଳିଥିବା ହେତୁ ସରପଞ୍ଚ ଓ ସମସ୍ତ କର୍ମକର୍ତ୍ତା ଙ୍କୁ ଧୂନ୍ୟବାଦ ଦେଇଥିଲେ।

Related Post

ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

Posted by - November 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ପୂରି ରହିଛି l ପ୍ରଦୂଷଣମୁକ୍ତ ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟର ପ୍ରାଥମିକ ଶିକ୍ଷକ ରାମ…

ସ୍ୱାମୀଙ୍କ ସ୍ମୃତିରେ ତାଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକରେ ପତ୍ନୀ କଣ କଲେ ଜାଣନ୍ତୁ

Posted by - April 25, 2020 3
ଭୁବନେଶ୍ବର:ଗତ :୨୦୧୯ ମସିହାର ପ୍ରଳୟଙ୍କରୀ ଫନି ବାତ୍ୟା ପରଦିନ ରାସ୍ତାରେ ଯାଉଥିଲା ବେଳେ ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟ ତାଙ୍କ ଉପରେ ପଡିଯିବା ଫଳରେ ଟାଙ୍ଗି ଚୌଦ୍ୱାର…

ସମ୍ବଲପୁରରେ ନିଆରା ବାଇଗଣ ଗଛ

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ସମ୍ବଲପୁର ସହର ରେ ଦେଖିବାକୁ ମିଲିଛି ନିଆରା ବାଇଗଣ ଗଛ । ଏହି ବାଇଗଣ ଗଛରେ ଫଲିଛି ଅଙ୍ଗୁର ରୁ ଛୋଟ ଆକାର ର…

ସାମାଜିକ ଅନୁଷ୍ଠାନ “ପରିବର୍ତନ ଫାଉଣ୍ଡେସନ” ପକ୍ଷରୁ ସେବା କାର୍ଯ୍ୟ ଜାରି

Posted by - September 6, 2021 0
ଭୁବନେଶ୍ବର: ସମଗ୍ର ଦେଶ ରେ କୋଭିଡ- ୧୯ ର ମହାମାରୀ ଦ୍ୱିତୀୟ ପର୍ଯ୍ୟାୟରେ ଭୟବହତା ଯୋଗୁଁ ସରକାରଙ୍କ ଦ୍ୱାରା ଲକଡାଉନ ଘୋଷଣା ହୋଇଥିଲାI ଏହି ସମୟରେ ରେ…