Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବିଷମ କଟକ ନାଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଶୀତଳ ଷଷ୍ଠୀ ପାଳିତ

71 0

ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ବିଷମ କଟକ ନାଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଶିବ ବିବାହ ଅନୁଷ୍ଟିତ ହୋଇଥିଲା। ଏହି ଶୁଭ ବିବାହ ରେ ଶିବଙ୍କ ମାତା ପିତାଙ୍କ ଭାବରେ ଶ୍ରୀ ଅକ୍ଷୟ କୁମାର ରଣା , ଶ୍ରୀମତୀ ନାଳନି ରଣା ଓ ମା ପାରବତୀ ଙ୍କ ମାତା ପିତାଙ୍କ ଶ୍ରୀ ନନୁ ପଣ୍ଡା, ମା ରଶ୍ମି ପଣ୍ଡା କନ୍ୟା ଦାନ କରି ଥିଲେ। ଏହି ପୁଣ୍ୟ ଲାଭ ଅର୍ଜନ କରିଛନ୍ତି ଆମ ବିଷମ କଟକ ବାସୀ ଏହି କାର୍ଯ୍ୟ କ୍ରମ ରେ ସମସ୍ତ ସଦସ୍ୟ ଉପସ୍ଥିତି ରହି ଥିଲେ।

ପୁରୌତ ଭାବରେ ଶ୍ରୀ ରାମ ରଥ ଏବଂ ଶ୍ରୀ ନାଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ସଦାସର୍ବଦା ପୂଜାରୀ ଭାବରେ ଶ୍ରୀ ଚିନ୍ତାମଣି ସାବତ , ଅନିଲ କୁମାର ରଣା, ଅମର ପ୍ରସାଦ ରଣା, ଅମିୟ କୁମାର ରଣା ଓ ବହୁ ସଖ୍ୟା ରେ ମା ମନେ ଉପସ୍ଥିତ ରହି ଥିଲେ। ନାଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ହୁଳ ହୁଲି ଶବ୍ଦ ସାଙ୍ଗ କୁ ଶଙ୍ଖ ଶବ୍ଦ ରେ ପ୍ରକ୍ପିଟ ହେବ ସଙ୍ଗେ ଶିବ ଙ୍କ ଶୁଭ ବିବାହ ରେ ପୁଣ୍ୟ ଅର୍ଜନ ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ ବୋଲି ସମସ୍ତ ମା ଓ ଭକ୍ତ ମାନେ କହିଥିଲେ। ହର ହର ମହାଦେବ ଜୟ ମା ପାର୍ବତୀ ଙ୍କ ଜୟ ଗାନ ରେ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେଉ ଥିଲା।

Related Post

ବୟନିକା ସଭାପତି ପ୍ରକାଶ ମେହେରଙ୍କୁ ସ୍ୱାଗତ-ସମ୍ବର୍ଦ୍ଧନା

Posted by - March 22, 2023 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ) ନବ ନିର୍ବାଚିତ ଓଡିଶା ରାଜ୍ୟ ହସ୍ତ ତନ୍ତୁବାୟ ସହଯୋଗ ସମିତି ଲିଃ(ବୟନିକା) ସଭାପତି ପ୍ରକାଶ ମେହେର ଙ୍କୁ ନିଜ ଗ୍ରାମ ମନମୁଣ୍ଡା ରେ…

“ନୀଳଚକ୍ର” ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଓ ଶ୍ରଦ୍ଧାଂଜଳି ସଭା

Posted by - October 3, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କ୍ରୁତିକ ଅନୁଷ୍ଠାନ “ନୀଳଚକ୍ର” ସମ୍ୱଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଶାସନ ଏକାମ୍ର ବିହାର ସ୍ଥିତ “ନୀଳଚକ୍ର” କାର୍ଯ୍ଯାଳୟ ପରିସରରେ…

ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ, ସଭାପତି ହେଲେ ସେବକ ଚରଣ ଦାସ।

Posted by - August 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଷ ପାଇଁ ସଭାପତି…

ଜାଗୃତି ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - December 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ଜାଗୃତି ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମିକ୍ଷା ବୈଠକ

Posted by - May 24, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ…