Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ତାଲୁକ୍ ଲିଗାଲ ସର୍ଭିସ୍ କମିଟି ପକ୍ଷରୁ ବର୍ଜ୍ୟ ବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

33 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ସଭା ଗୃହରେ କଣ୍ଟାମାଳ ତାଳୁକ୍ ଲିଗାଲ ସର୍ଭିସ୍ କମିଟି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,l

ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ଦାସ, ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ତଥା ଚେୟାର ମେନ୍ ତାଳୁକ୍ ଲିଗାଲ ସର୍ଭିସ୍ କମିଟି, ବିଡିଓ କଲା କୃଷ୍ଣ ପ୍ରଧାନ, ଅଜିତ୍ କୁମାର ସେଠୀ,ସହକାରୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ , ଆର୍ତ୍ତତ୍ରାଣ ପାଢ଼ୀ,ଜିଲ୍ଲା ପରାମର୍ଶ ଦାତା ,ଅର୍ଜୁନ ଦାସ ବି ଆର ସି ଯୋଗ ଦେଇ ବର୍ଜ୍ୟ ବସ୍ତୁ ର ସୁପରିଚାଳନା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l

ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ,କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ,ଏଥିରେ ରାଧାରାଣୀ ନାୟକ,ବି ଏ ଲ ସି ,ଓ ଅଲ୍ ମ୍,ଲକ୍ଷ୍ମୀ ନାୟକ ଦିପାଞ୍ଜଳୀ ଘିବେଲା,ପ୍ରତିମା ଗୁରୁ,ସସ୍ମିତା ବାଘ୍,ସି ଆର ପି ସମେତ ୱାର୍ଡ ସଭ୍ୟ, ସଭ୍ୟା, ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇ ଥିଲେ,l କାର୍ଯ୍ୟକ୍ରମ କୁ ବିକାଶ ସିଂ, ଶ୍ରୀହରି ବାଗ ସହଯୋଗ କରିଥିଲେ, l

Related Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - February 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ…

ଲାଠୋର ରେଞ୍ଜ ଅଞ୍ଚଳରେ ଜଙ୍ଗଲି ହାତୀ ପ୍ରବେଶ , ହାତୀ ଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ବାନକର୍ମଚରି ଙ୍କ ଉଦ୍ୟମ

Posted by - October 22, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ସ୍ଥାନୀୟ ରେ ଜଙ୍ଗଲି ହାତୀ ପ୍ରବେଶ କରିଥିବା ଜଣାପଡିଛି ।…

ନବରଙ୍ଗପୁର ରେ ଉଠାଜଳ ସେଚନ ଉପଖଣ୍ଡ ର ପ୍ରତିଷ୍ଠା ଦିବସ ପାଳିତ

Posted by - October 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଓଡିଶା ଉଠାଜଳ ସେଚନ ନିଗମ ର 49 ତମ ପ୍ରତିଷ୍ଠା ଦିବସ ନବରଙ୍ଗପୁର ଉଠାଜଳ ସେଚନ ଖଣ୍ଡ ରେ ପାଳିତ ହେଇଥିଲା! କୋଭିଡ…

ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 20, 2021 0
ଯାଜପୁର ବ୍ଲକ ମଳିକାପୁର ମୁଖ୍ୟରାସ୍ତା ପାର୍ଶ୍ୱରେ ବିଭିନ୍ନ ବିଦ୍ୟାଳୟ ର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅଶ୍ୱନୀ କୁମାର ଦାସଙ୍କ ନେତୃତ୍ୱରେ ମଲିକାପୁର ଠାରୁ ବୁଢା ବନ୍ଧ ପର‌୍ୟ୍ୟନ୍ତ ରାସ୍ତା ପାର୍ଶ୍ୱରେ ପାଖା ପାଖି ୧୦୦ ରୁ ଉର୍ଦ୍ଧ ଲିମ୍ବ, ବଉଳ, ଆକାସି ,କୃଷ୍ଣ ଚୁଡା ଆଦି ବୃକ୍ଷ ଲଗାଇଥିଲେ ।  ଏହି କାର‌୍ୟ୍ୟକ୍ରମରେ ଯାଜପୁର ସହରର ୧୯୯୬ବ୍ୟାଚର ବିଭିନ୍ନ ସ୍କୁଲର ଛାତ୍ର ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବୃକ୍ଷରୋପଣ ପରେ ଏକ୍ସ – ମେଟସ  ୯୬ ପକ୍ଷରୁ ଗୋଖନାସ୍ଥିତ ଦୃଷ୍ଟିହୀନ ଆଶ୍ରମ ଯାଇ ଭିନ୍ନକ୍ଷମ ଛାତ୍ରମାନଙ୍କୁ ସାଉଣ୍ଡ ସିଷ୍ଟମ ସମେତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ବିପୁଳ ପରିମାଣର ମହୁଲ ପୋଚ୍ ଜବତ

Posted by - May 30, 2023 0
ବଲାଙ୍ଗୀର:(ବ୍ୟୁରୋ ରିପୋର୍ଟ ନରେନ୍ଦ୍ର ନେଗୀ )କୁଟାସିଂହା ଗ୍ରାମରୁ କିଛିଦୂର ଏକ ନିଛାଟିଆ ଘରୁ ବିପୁଳ ପରିମାଣର ମହୁଲ ପୋଚ ଜବତ l ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର…