ସୁବର୍ଣ୍ଣପୁର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ

21 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମଇ  ୩୦ ତାରିଖରେ ମୋଦି ସରକାରଙ୍କ ୯  ବର୍ଷ ପୂରଣ ହେବ l ତେଣୁ ୩୦/୦୫ ଠାରୁ ୩୦/୦୬/୨୩ ପର୍ଯ୍ୟନ୍ତ ଏକ ମାସ ଧରି ମୋଦି ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କ ରେ ଲୋକଙ୍କ ପାଖକୁ ଯିବ l

ପ୍ରତ୍ୟେକ ଘର, ବ୍ୟକ୍ତି, ବୁଥ୍ ସ୍ତରରେ, ପଂଚାୟତ ସ୍ତରରେ, ବିଧାନସଭା ଓ ଲୋକ ସଭା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଚର୍ଚ୍ଚା କରିବା ପରେ ତାହାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକରେ ରେ ଜିଲ୍ଲା ପ୍ରଭାରୀ ଉପେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ରଘୁନାଥ ଜଗଦଳା, ଉଷା କୁମାରୀ, ଅଶୋକ ପୁଝାରୀ, ରାଜ କିଶୋର ମେଣ୍ଡଲି, କୋ କନଭେନର ହେମନ୍ତ ବିଶ୍ୱାଳ ଓ ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱମ୍ବର ମିଶ୍ର ପ୍ରମୁଖ ମଞ୍ଚାସିନ ରହିଥିଲେ l

ଏହି ବୈଠକ ରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ମୋର୍ଚ୍ଚା ସଭାପତି ପ୍ରମୁଖ ଯୋଗ ଦେଇଥିଲେ l ନୂତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ଜିଲ୍ଲା ଏସ ସି ସେଲ ସଭାପତି ଅନନ୍ତ ପାଣିଗ୍ରାହୀ, ଜିଲ୍ଲା ଓବିଶି ଉପ ସଭାପତି ଭାବରେ ଗୋବିନ୍ଦ ବାରିକ ଙ୍କ ନାମ ଘୋଷଣା କରିଥିଲେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର l

 

Related Post

ବିଜେପି ରାଜ୍ୟ ସଭାପତି ଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ

Posted by - December 20, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ଆଜି ରାଜ୍ୟ ବିଜେପି ସଭାପତି ଶ୍ରୀ ଯୁକ୍ତ ସମୀର କୁମାର ମହାନ୍ତି ଙ୍କ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ଟାଉନ ହଲ…

ଜିଲ୍ଲାର ବିଭିନ୍ନ ଚାଷି ସମସ୍ୟା ନେଇ କୃଷିମନ୍ତ୍ରୀଙ୍କୁ ଭେଟିଲେ ବିଜେପି ଦଳ

Posted by - August 24, 2022 0
ବରଗଡ/ଅତାବିରା:୨୪/୮ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ଭେଟି ଇଂସ୍ୟୁରେନ୍ସ କରିଥିବା…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି କଂଗ୍ରେସ ପାର୍ଟି ପକ୍ଷରୁ ସରଗରମପ୍ରଚାର

Posted by - December 2, 2021 0
ବଙ୍ଗୋମୁଣ୍ଡାତା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରଖି କଂଗ୍ରେସ…