Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିଶିଂ ଏଚଓଡି ଯୁକ୍ତେଶ୍ୱର୍ ମହାପାତ୍ରଙ୍କୁ ମାଡ – କାରଣ ଅସ୍ପଷ୍ଟ

525 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ତୁରଲା ଗ୍ରାମରେ ଅବସ୍ଥିତ ଥିବା ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚଓଡି ଯୁକ୍ତେଶ୍ଵର ମହାପାତ୍ରଙ୍କୁ ତିନି ଜଣ ଦୁର୍ବୃତ୍ତ ମାରିଲେ ମାଡ, ମାଡ କେଉଁ କାରଣରୁ ମରା ଯାଇଛି ଜଣା ନ ପଡିଥିବା ବେଳେ ମାଡ ଖାଇଥିବା ବ୍ୟକ୍ତି ଜଣଙ୍କୁ ଚିହ୍ନି ଥିବା କହୁଛନ୍ତି।

ଟିଟିଲାଗଡ ସରକାରି ଡାକ୍ତରଖାନାରେ ପ୍ରଥମେ ଚିକିତ୍ସିତ ହେବା ପରେ ଥାନାକୁ ଯାଇ ଅଭିଯୋଗ କରିବା ପାଇଁ ଯାଇଥିବା ସୂଚନା ମିଳିଛି। ତେବେ ଏହି କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଉଥିବା ଯୋଗୁଁ ଏଭଳି ଘଟଣା ଘଟି ଥାଇ ପାରେ ବୋଲି ସହରରେ ଜୋର ଚର୍ଚ୍ଚା ହେଉଛି। ପୋଲିସ ତଦନ୍ତରୁ ଆଗକୁ ସବୁ ଜଣା ପଡ଼ିବ ବୋଲି ଅନୁମାନ କରାଯାଉଛି।

Related Post

ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ନେଲେ ନବ ନିର୍ବାଚିତ ନିରୁପମା ପଟେଲ

Posted by - March 16, 2022 0
ପାଟଣାଗଡ଼:  ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ବୁଧବାର ଦାୟୀତ୍ୟ ଗ୍ରହଣ କଲେ ନୂତନ ଭାବେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ନିରୁପମା ପଟେଲ…

ପଶୁ ଡାକ୍ତର ଙ୍କ ବିରୋଧରେ ଅଭିଯୋଗ

Posted by - September 5, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ସଠିକ୍ ଜତ୍ନ ନେବାପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ପଞ୍ଚାୟତ ସ୍ଥରରେ…

କମ ଧୂଆଁ ରେ ଏଣିକି ହେବ ରୋଷେଇ,ସମ୍ବଲପୁର ରେ ଆରମ୍ଭ ହେଲା କୋର୍ କାର୍ବନ ଚୁଲା

Posted by - July 14, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ବର୍ତ୍ତମାନ ଯୁଗରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ପରିବେଶ ଯୋଗାଇବା ସହ ଉନ୍ନତ ମାନର ଚୁଲା ପ୍ରଦାନ ପାଇଁ ସମ୍ବଲପୁର ରେ ଆରମ୍ଭ…

ସରକାର ନିୟମ ଖୋଲା ଉଲଙ୍ଘନ

Posted by - May 17, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ସପ୍ତାହାନ୍ତ ସଟଡାଉନ ଲକଡାଉନ ଜାରୀ ହୋଇଥିଲେ ମଧ୍ୟ ବରୀ ରେ ସବୁ କିଛି ମିଳୁଛି । ଲକଡାଉନ ହେଇଥିଲେ ବି ଦୋକାନ ବଜାରରେ…