Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଆଇନ ର ଫାଙ୍କ ବାଟ ଖଜୁଛନ୍ତି କି ସରପଞ୍ଚ ? ଯିବକି ନାଏବ ସରପଞ୍ଚଙ୍କ ସମେତ ୱାର୍ଡ ସଭ୍ୟଙ୍କ ସଭ୍ୟପଦ ?

106 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରୀମତୀ ଚୁଆଦେଇ ମାଝୀ ବର୍ତମାନର ସରପଞ୍ଚ, ତାଙ୍କ ପୂର୍ବେ ତାଙ୍କ ସ୍ୱାମୀ ଅନନ୍ତ ରାମ ମାଝୀ ସରପଞ୍ଚ ଗାଧି ସମ୍ଭାଳି ଥିଲେ ।ଏଠି ଏମ.ଜି.ଏନ. ଆର. ଇ. ଜି. ଏସ. କାର୍ଯ୍ୟ , ମନରେଗା ଯୋଜନା, ସେଣ୍ଟ୍ରାଲ ଫାଇନାନ୍ସେ କମିଶନ ,ଷ୍ଟେଟ ଫାଇନାନ୍ସ କମିଶନ ଏବଂ ବିଭିନ୍ନ ଯୋଜନାରେ ଦୁର୍ନୀତି ମାମଲାରେ ଅଭିଯୋଗ ହୋଇ ଆସିଛି ।

ନାଏବ ସରପଞ୍ଚ ମଞ୍ଜୁଳା ନାଏକ ଏବଂ ଅନ୍ୟ ୱାର୍ଡ ସଭ୍ୟା ସଭ୍ୟ ମାନେ ସରପଞ୍ଚଙ୍କ ମନମୁତାବକ କାର୍ଯ୍ୟକଳାପକୁ ସୁଧାରିବାକୁ ଏକ ପ୍ରସ୍ତାବ ପତ୍ର ସରପଞ୍ଚଙ୍କୁ ପ୍ରଦାନ କରିଥିଲେ । ଆପଣ ମାନେ ଦେଖୀ ପାରୁଥିବେ ଗଣମାଧ୍ୟମଙ୍କ ଉପସ୍ଥିତ ରେ ସରପଞ୍ଚ ମହାଶୟା କେଉଁ ଭଳି ୱାର୍ଡ ସଭ୍ୟଙ୍କ ପ୍ରସ୍ତାବ ପତ୍ରକୁ ଗ୍ରହଣ କରିନାହାନ୍ତି ଅର୍ଥାତ ପୂର୍ବ ତିନଟି ଗ୍ରାମସଭା ବୈଠକ ରେ କେଉଁ ପ୍ରକାର ଆଚରଣ ବ୍ୟବହାର କରାଯାଇଥିବ ୱାର୍ଡ ସଭ୍ୟ ମାନଙ୍କୁ । ଗଣମାଧ୍ୟମଙ୍କ ପ୍ରଶ୍ନ କାଳେ ସରପଞ୍ଚ ମହାଶୟା ତାଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚଙ୍କୁ ବାରମ୍ବାର ନିଜ ଦୃଷ୍ଟି ଦେବାର ଦେଖିବାକୁ ମିଳିଥିଲା ।

ପୁଣି ଗଣମାଧ୍ୟମ ର ପ୍ରଶ୍ନ ରୁ ଅହରି ଯିବା ବେଳେ ତାଙ୍କ ସ୍ୱାମୀ ଗଣମାଧ୍ୟମକୁ ଉତ୍ତର ଦେଇଥିଲେ ।ୱାର୍ଡ ସବ୍ୟମାନେ ମାସିକ ବୈଠକ ରେ ଖାତାରେ ନିଜ ଉପସ୍ଥିତ ଜାହିର କରିବାରୁ ବଞ୍ଚିତ । ଏହି କାର୍ଯ୍ୟ ଦାଇତ୍ୱ ପଞ୍ଚାୟତ ନିର୍ବାହୀ ଅଧିରୀଙ୍କ ହୋଇ ଥିଲେ ମଧ୍ୟ ବାବୁ ଜଣକ ମଧ୍ୟ ନିରବ ଦ୍ରୋଷ୍ଠା ସାଜିଛନ୍ତି ।ଆଇନ ର ଫାଙ୍କ ଦେଖି ସରପଞ୍ଚ ମହାଶୟା ଏକ ତୃତୀୟାଂଶ ୱାର୍ଡ ସଭ୍ୟ ସଭ୍ୟାଙ୍କ ସଭ୍ୟ ପଦ ରଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି କି ? ବୋଲି ବର୍ତ୍ତମାନ କାଶୀପୁର ଅଂଚଳରେ ସମାଲୋଚନା ଚାଲିଛି

Related Post

ପୁରୀ ଜିଲ୍ଲା ରେ ବାଧ୍ୟତାମୂଳକ ଭାବେ ସାତ ଦିନ ଇନ୍ଷ୍ଟିଟ୍ୟୁସନଲ ସଙ୍ଗରୋଧ

Posted by - May 27, 2020 887
ପୁରୀ:(ସମୀର ରଞ୍ଜନ ନାୟକ )ଜିଲ୍ଲା ପାଇଁ ହୋଇ ଥିବା ନୂତନ ସଂଗ ରୋଧ ପଲିସି ଅନୁଯାୟୀ ପୁରୀ ଜିଲ୍ଲା ର ଗ୍ରାମାଞ୍ଚଳ କ୍ୱ ବାହାର ରାଜ୍ୟ ରୁ…

ଟିଟିଲାଗଡ଼ ଘଣ୍ଟାସନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଶିଶୁ କନ୍ୟା ଦିବସ” ପାଳିତ

Posted by - October 12, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଝିଅ ମାନଙ୍କର ଭବିଷ୍ୟତ ଯେତେ ଉଜ୍ଜ୍ବଳ ହେବ ଆଗାମୀ ପିଢ଼ି ପାଇଁ ତାହା ବରଦାନ ହେବ, ଅକ୍ଟୋବର ୧୧ ତାରିଖକୁ ଜାତୀୟ କନ୍ୟା ଶିଶୁ…

ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ବଜ୍ରାଘାତରେ ଉଭୟ ମୃତ, ୨ ଗୁରୁତର

Posted by - August 4, 2020 1,578
ନୀଳଗିରି: (ସୌମ୍ୟା ସାଇ ବାରିକ୍)ଜନ୍ମ ଓ ମୃତ୍ୟୁ ମଣିଷ ଜୀବନ ରେ ଦୁଇ ଟି ସତ୍ୟ। ଜନ୍ମ ହେଲେ ମରିବା ସୁନିଶ୍ଚିତ। କିନ୍ତୁ ବେଳେ ବେଳେ ଅକସ୍ମାତ୍…

ବୌଦ୍ଧ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

Posted by - January 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଛି l ଜିଲ୍ଲା ନିର୍ବାଚନ ଅଧିକାରୀ, ତଥା ଜିଲ୍ଲାପାଳ ବୌଦ୍ଧ, ଶ୍ରୀ ସତ୍ୟ ରଞ୍ଜନ…

ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ବନ୍ୟାଂଚଳ ଗସ୍ତ

Posted by - August 29, 2020 0
ଯାଜପୁର: :(ଆନନ୍ଦ ଚନ୍ଦ୍ର ସାହୁ )ବିଂଝାରପୁର ବ୍ଳ୍‌କର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ…