Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଖପ୍ରାଖୋଲରେ କଲା ବ୍ୟାଚ ପିନ୍ଧି କାମ କଲେ ଅମଲା

35 0

ଖପ୍ରାଖୋଲ: ୨୩/୫(ତାପସ ରଞ୍ଜନ ବେହେରା) ସାରା ରାଜ୍ୟ ରେ ବିଭିନ୍ନ ଦାବୀ ନେଇ ରାଜ୍ୟ ମିଳିତ ଅମଲା ମହାସଂଘ ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନ କୁ ବଲାଙ୍ଗିର ଜିଲ୍ଲା ମିଳିତ ଅମଲା ମଞ୍ଚ ସମର୍ଥନ ଜଣାଇଛି। ସରକାର ସଂଘର ଦାବୀ ପୁରଣ ନ ହେଲେ ୨୨ ତାରିଖ ରୁ କଲା ବ୍ୟାଚ୍ ପିନ୍ଧି କାମ କରିବା କୁ ଡାକରା ଦେଇଥିବା ବେଳେ ଖପ୍ରାଖୋଲ ରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଅମଳ ମାନେ ସାମିଲ ହୋଇ କଳା ବ୍ୟାଚ୍ଚ ପିନ୍ଧି କାମ କରିଥିଲେ। ସପ୍ତାହେ ମଧ୍ୟରେ ସରକାର ଦାବୀ ନ ଶୁଣିଲେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଳି ଅମଲା ସଂଘ ସଦସ୍ୟ ତଥା ଖପ୍ରାଖୋଲ ବ୍ଲକ୍ ବିଭାଜନ ଅଧିକାରୀ ବ୍ରଜବନ୍ଧୁ ଠାକୁର, ବରିଷ୍ଠ କିରାଣୀ ଉମାକାନ୍ତ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।

Related Post

ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତଦାନ ଶିବିର

Posted by - December 6, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ସ୍ଥିତ ସନ୍ଥନ ମହାବିଦ୍ୟାଳୟ ବାଲିଆପାଳ ଠାରେ ଗୀତାବାଣୀ ପ୍ରଚାର ସମିତିର ଅଧ୍ୟକ୍ଷ ସ୍ୱର୍ଗତ ଜନାର୍ଦ୍ଦନ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ…

ଶୁଣ୍ଢିମୁଣ୍ଡା ସ୍କୁଲ ଭିତରେ ଅଜଣା ଯୁବତୀ ଙ୍କ ମୃତଦେହ ଉଦ୍ଧାର

Posted by - December 10, 2021 0
ବଙ୍ଗୋମୁଣ୍ଡା:(ବ୍ୟୁରୋ)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧକେଲା ଥାନା ଗନ୍ଧର୍ଲାପଞ୍ଚାୟତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ ଶ୍ରେଣୀକୋଠରି ପରିସରମଧ୍ୟ ରେ  ଅଜଣାକୌଣସି ଜୀବରଙ୍କ ମୃତ ଦେହରୁ ଦୁର୍ଗନ୍ଧ…

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

Posted by - May 11, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ…

ଜାତୀୟ ବାଳିକା ଦିବସ ପାଳିତ

Posted by - January 25, 2023 0
ଧର୍ମଗଡ ତା ୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସଭାଗୃହ ଠାରେ ଜାତୀୟ ବାଳିକା ଦିବସ ଧର୍ମଗଡ ବ୍ଲକ ତରଫରୁ ଆଜି ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ…