ଗୁନ୍ଦୁଲିଆ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ୧୬୬ ଅଭିଯୋଗ ମଧ୍ୟରୁ ତତକାଳୀନ ୯୮ ଟି ସମାଧାନ

49 0

ବୌଦ୍ଧ: ୨୨/୦୫(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ବ୍ଳକ ଗୁନ୍ଦୁଲିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାର ମେହେର ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର,ପ୍ରଧାନ,ଜିଲ୍ଲା ଜରୁରୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଚନ୍ଦକାନ୍ତ ବେହେରା, ଜିଲ୍ଲା ତାଲିମ ଅଧିକାରୀ ରାଜେନ୍ଦ୍ର ନାରାୟଣ ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହିମାଂଶୁ ଶେଖର ପୂଜାହାରି, ବୌଦ୍ଧ ବିଡ଼ିଓ ଅଭିନାଶ ପାଣ୍ଡିଆ ,ଅତିରିକ୍ତ ତହସିଲଦାର ରଜା ରସୁଲ ଖାଁ ,ଶଗଡା ଫାଣ୍ଡି ଅଧିକାରୀ ,ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଜିଲ୍ଲା ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ର ସମାଧାନ କରାଯାଇଥିଲା। ଏହି ଶିବିରରେ ସର୍ବମୋଟ ୧୬୬ ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ୧୫୯ ଟି ବ୍ୟକ୍ତିଗତ,୭ ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିଲା ।୯୮ ଟି ଅଭିଯୋଗ ପତ୍ର ତତ୍କାଳୀନ ସମାଧାନ କରାଯାଇଥିଲା!

Related Post

ଯାଜପୁର ବରୀରେ ୩୦ ଟି ଉତ୍ତେଜନା ପ୍ରବଣ ଓ ୬ ଟି ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ

Posted by - March 30, 2019 1,419
ବରୀ:,୨୭/୩-:(ସ୍ନେହାଂଶୁ ମହାନ୍ତି)ବରୀ ବ୍ଲକ ପ୍ରଶାସନ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚାଲିଛି । ଏ ନେଇ ପ୍ରତ୍ୟେକ ବୁଥ ଗୁଡିକୁ ତଦାରଖ କାରାଯାଇ…

ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

Posted by - March 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ହରଭଙ୍ଗା ଠାରେ ତା ୦୬/୦୩/୨୨ ଠାରୁ ୧୭/୦୩/୨୨ପଯ୍ୟନ୍ତ ଚାଲିଥିବା ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଉଦଯାପିତ ଉତ୍ସବରେ…

ସେବା” ପକ୍ଷରୁ ଶିଶୁ ଦିବସ ପାଳିତ

Posted by - November 15, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ)  “ସେବା” ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଲରପଙ୍କ ସ୍ଥିତ କଳ୍ପତରୁ ସେବାଶ୍ରମର ଅନ୍ତେବାସୀଙ୍କ ସହ ଶିଶୁ ଦିବସ ପାଳିତ ହୋଇଯାଇଅଛି ।…

ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍

Posted by - June 4, 2021 0
ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି…

ଓଜେଏସ୍‌ ପାଇଲେ ବୁର୍ଲାର ଝିଅ ପ୍ରତିଭା ଦାଶ

Posted by - November 13, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି…