Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ବିଶେଷ ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

41 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଏକ ବିଶେଷ ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବ ରେ ଜିଲ୍ଲା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା lଆଜିର କାର୍ଯ୍ୟ କ୍ରମରେ ରାଜ୍ୟ ବିଜେପି ତରଫରୁ କନ୍ଧମାଳ ଲୋକସଭା ର ପ୍ରଭାରୀ ଶ୍ରୀ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆଗାମୀ ୩୦.୫.୨୩ ଠାରୁ ୩୦.୬.୨୩ ପର୍ଯ୍ୟନ୍ତ ଏକମାସ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ବୁଥ ସ୍ତରୀୟ ଅନୁଷ୍ଟିତ ହେବ ସେ ସବୁ କାର୍ଯ୍ୟକ୍ରମ ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।

ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା, ମଣ୍ଡଳ, ଶକ୍ତିକେନ୍ଦ୍ର, ଓ ବିଭିନ୍ନ ୭ ଗୋଟି ମୋର୍ଚ୍ଚା ର କର୍ମକର୍ତ୍ତା ପ୍ରମୁଖ ମାନଙ୍କୁ , ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ,୯ ବର୍ଷ ଧରି ଶାସନ କାଳରେ ହୋଇଥିବା ଲୋକହିତକର କାର୍ଯ୍ୟ ଗୁଡିକ କିପରି ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ବୁଥ ସ୍ତରୀୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେସବୁ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ lଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ତାଙ୍କ ଅଭି ଭାଷଣରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ପଦକ୍ଷେପ ଗୁଡିକୁ ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପହଞ୍ଚାଇବା ପାଇଁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।ଆଜିର କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେପି ର ପୂର୍ବତନ ପ୍ରଥମ ବିଜେପି ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାଉନସିଲ ସ୍ବର୍ଗତ ପ୍ରଫୁଲ୍ଲ କୁମାର ସାହୁ ଙ୍କ ବିୟୋଗ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

କଣ୍ଟାମାଳ ଓ ବୌଦ୍ଧ ବିଧାନ ସଭା ପାଇଁ ବିଭିନ୍ନ ୧୦ ଗୋଟି ବିଷୟ ଉପରେ ଆଧାରିତ କାର୍ଯ୍ୟକ୍ରମ ” ମହା ଜନ ସମ୍ପର୍କ ଅଭିଯାନ” ଓ ବିଭିନ୍ନ କାର୍ଯୟକ୍ରମମାନ ୩୦.୫.୨୩ ଠାରୁ ଆରମ୍ଭ କରି ୩୦.୦୬.୨୩ ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ଭାବରେ ପାଳନ କରିବା ପାଇଁ ଶ୍ରୀ ନିରଞ୍ଜନ ମିଶ୍ର ଙ୍କ ସହିତ ଶ୍ରୀ ରମେଶ କୁମାର ମହାନ୍ତି ଲୋକସଭା ପ୍ରଭାରୀ ଓ ସଂଯୋଜକ ଯଥା କ୍ରମେ ମାର୍ଗ ଦର୍ଶନ କରିଥିଲେ l

ଆଜିର ଏହି ସବୁ କାର୍ଯ୍ୟକ୍ରମ ରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ସାର୍ବଶ୍ରୀ କନେହି ଚରଣ ଡ।ଙ୍ଗ, ସୁଶାନ୍ତ ପ୍ରଧାନ , ପ୍ରେମାନନ୍ଦ ମିଶ୍ର, ଚିତ ପାତ୍ର ,ସୁଶାନ୍ତ ବାଘ,ତାପସ କୁମାର ପଟ୍ଟନାୟକ,ଶ୍ୟାମ ସୁନ୍ଦର ପୁରୋହିତ,ନିରଞ୍ଜନ ଦାନୀ,ରବି ଦେଓ,ତ୍ରିପୁରା ରି ବେହେରା,ନମତ।ର। ଣି ଦାସ, ମୀନାରାଣୀ ମିଶ୍ର, ରଶ୍ମିତା ହୋତା, ଶାନ୍ତି ଦନ୍ତା,ପଦ୍ମା ଲାୟା ପ୍ରଧାନ, ପୁଷ୍ପା ମହଲ।, ଯୁଗଳ ସାମଲ,ମାଗୁଣି ଗାଈ ଗୌରୀ ଆ,ଶମ୍ଭୁ ପ୍ରସାଦ ମୁଣ୍ଡା,ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ,ଅଞ୍ଜନ ସାହୁ, ମନୋରଞ୍ଜନ ଦାସ,ଗହଳ ମିଶ୍ର,ସଂଗ୍ରାମ ବେହେରା,ସୁଦାମ ମେଣ୍ଡିଲୀ, ଶେଷ ଛାନ୍ଦ,ସୁବାସ ପ୍ରଧାନ,ସତ୍ୟାନନ୍ଦ ପାଣ୍ଡେ,ନବୀନ ହୋତା, ଶମ୍ଭୁ ପ୍ରଧାନ, ବାମନ ବାରିକ,ତପନ ଡ।ଙ୍ଗ, ଅନିଲ କୁମାର ପ୍ରଧାନ,ଦାଶରଥି ପ୍ରଧାନ,କୈବଲ୍ୟ ପ୍ରଧାନ,ବିଶି କେଷଣ ପ୍ରଧାନ, ହରି ବୋହିଦାର ଶରତ କର୍ଣ୍ଣ , ଚଞ୍ଚଳ ରଣା, ବି ସ୍ଵମ୍ବର ମହକୁଲ ,ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।

Related Post

ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ

Posted by - March 30, 2023 0
ଯାଜପୁର :ସାରା ଦେଶରେ କେନ୍ଦ୍ର ସରକାର ଗଣତନ୍ତ୍ର କୁ ହତ୍ୟା କରିବା ପ୍ରତିବାଦ ରେ ଆଜି ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ବାବା ସାହେବ ଭୀମ ରାଓ…

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 9, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଜୁ ଜନତା ଦଳ ଆସନ୍ତା ଡିସେମ୍ବର ୨୬ ତାରିଖରେ ତାର ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।…

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

Posted by - November 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିସ୍କାର କରିବା ଦାବୀରେ…

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ପୁରୁଣା କଟକ ଗସ୍ତ

Posted by - November 16, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଆଜି ଗସ୍ତରେ ଆସିଥିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି!ଶ୍ରୀ ମହାନ୍ତି ଙ୍କୁ ଆଜି ପୂବlହ୍ନ ରେ…

ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ କଂଗ୍ରେସର ପ୍ରତିବାଦ 

Posted by - May 26, 2021 0
ରାଜ୍ୟର ମଦ ବ୍ୟବସାୟୀଙ୍କୁ ସରକାର କରିଥିବା ଟିକସ ଛାଡ ନିଷ୍ପତିକୁ କଂଗ୍ରେସର ପ୍ରତିବାଦ ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଯାଜପୁର ଜିଲାପାଳଙ୍କୁ ଏକଦାବୀ ପତ୍ର ପ୍ରଦାନ କରାଯାଇଛି Iଯେଉଁଥିରେ ରାଜ୍ୟସରକାର ମଦ ବ୍ୟବସାୟୀଙ୍କୁ ଟିକସ ଛାଡିଥିବା ବେଳେ ଅନ୍ୟ ଦୋକାନି ବା ବ୍ୟବସାୟୀଙ୍କୁ କାହିଁକି ଟିକସ ଛାଡିନାହିଁନ୍ତି ବୋଲି ପ୍ରଶ୍ନ କରାଯାଇଛି । ରାଜ୍ୟ ସରକାର କଣ କେବଳ ମଦ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ରହିଛି କି ବୋଲି ପ୍ରଶ୍ନ କରାଯାଇଛି । ସେହିପରି ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ,ଡିଜେଲ,ଗ୍ୟାସ ଆଦିରୁ ତୁରନ୍ତ ଭାଟ ହ୍ରାସ କରିବାକୁ ଦାବୀ କରିଥିଲେ । ପଂଳରେ ସାଧାରଣ ଲୋକେ ଏହାର ସୁପଂଳ ପାଇବେ ।ସରକାର ତୁରନ୍ତ ଏହି ସବୁ ଦାବୀ କୁ ପୁରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛIଏହି ଅବସରରେ କଂଗ୍ରେସ ନେତା ସନ୍ତୋଷ ନନ୍ଦ,ବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।