Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଲୁହା ଛଡରେ ସ୍ତ୍ରୀକୁ ମାରିଲା ସ୍ବାମୀ, ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

31 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ନିଜର ଧର୍ମପତ୍ନୀକୁ ଲୁହା ଛଡ଼ରେ ପିଟି ପିଟି ସ୍ବାମୀ ମାରି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବିନିକା ଥାନା ଅଞ୍ଚଳ ରେ । ଥାନାରେ ଗ୍ରାମବାସୀ ଓ ଝିଅର ବାପ ଘର ଲୋକ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ଏଭଳୀ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିନିକା ଥାନା ଅଡାକସା ଗ୍ରାମରେ । ଅଡାକସା ଗ୍ରାମର ଦୁଃଖୀଶ୍ୟାମ ଭୁଏ ଓ ବୌଧ ଜିଲ୍ଲା ମନୁମୁଣ୍ଡା ଥାନା କିରକିଚିଆପାଲି ର କିଶୋରୀ ଭୁଏ ଙ୍କୁ ଚାରି ବର୍ଷ ତଲେ ବିବାହ କରିଥିଲେ ।

ଗତ ୧୭  ତାରିଖରେ ସ୍ତ୍ରୀ କିଶୋରୀ ଙ୍କ ମୃତ୍ୟୁ ହୋଇଥିଲେ । ମୃତ୍ୟୁ ପରେ ପାରିବାର ଲୋକେ କିଶୋରୀ ଭୁଏଙ୍କ ଶବକୁ କାହାକୁ ନକହି ସତ୍କାର କରିଦେଇଥିଲେ । ପରେ ଗ୍ରାମବାସୀ ଏକତ୍ରିତ ହୋଇ ବିନିକା ଥାନାରେ ଲୁହାଛଡ ରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପରେ କିଶୋରୀ ଭୁଏଙ୍କ ବାପ ଘର ଲୋକେ ମଧ୍ୟ ଆଜି ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ବିନିକା ଥାନାରେ ମାମଲା ରୁଜ୍ଜୁ କରି ସୁବର୍ଣ୍ଣପୁର ଏସଡିପିଓ ଏବଂ ସାଇନଟିଫ ଟିମ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛି l

 

Related Post

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି

Posted by - October 21, 2021 0
ସୋନପୁର:(ଅଜିତ୍ କୁମାର୍ ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ…

ଗଞ୍ଜେଇ ଚାଲାଣର ୨ ସହଯୋଗୀଙ୍କୁ କୋର୍ଟ ଚାଲାଣ,ଗଞ୍ଜେଇ ଗାଡି ଜବତ

Posted by - June 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହକରି ରାଇଘର ପୁଲିସ ସୋମବାର ରାତିରେ ଏକ କାରକୁ ଅଟକାଇ ଥିଲେ। କାରର ନ -CG 04 NJ…

ଇଣ୍ଡିକା କାରରୁ୨୩୫ ଲିଟର ରନ୍ଧା ମଦ ଜବତ

Posted by - June 12, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଝାରବାହାଳି ଗ୍ରାମରୁ ଇଣ୍ଡିକା କାର ଯୋଗେ ରନ୍ଧା ମଦ ୨୩୫ ଲିଟର ନେଇ ଦୁଇଜଣ ଚଢ଼େଇପଙ୍କ ରାସ୍ତା…

ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଥାନାରେ ଅଭିଯୋଗ

Posted by - June 10, 2021 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ପଂଚାୟତ ମହୁଲଧର ଗ୍ରାମରେ ଜଣେ ଯୁବକଙ୍କୁ ମରଣାତମ୍କ ଆକ୍ରମଣ ହୋଇଥିବା ନେଇ ହରଭଙ୍ଗା ଥାନାରେ ଲିଖିତଭାବେଅଭିଯୋଗ ହୋଇଥିବା ଜଣାପଡିଛି…