ମୁନିଗୁଡା :(ରମାକାନ୍ତ ପୋଡାଳ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର କଂଗ୍ରେସ ଦ୍ଵାରା ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ସଭାରେ ବ୍ଲକ ସଭାପତି ନୀଳାମ୍ବର ବିଭାର, ମୁନିଗୁଡା ସରପଞ୍ଚ ସୁଶ୍ରୀ ସରସ୍ଵତୀ ଶବର, ମ ପି ମଣ୍ଡଳ ପରିଚାଳନା ଶ୍ରୀ ମାନସ ରଞ୍ଜନ ବେହେରା, ମୁନିଗୁଡା ୧ୱାଡ଼ର୍ ମେମ୍ବର ଚିତ୍ତରଞ୍ଜନ ମାଳିନୀ, ଇଚ୍ଛାପୁର ପଞ୍ଚାୟତ ଉପେନ୍ଦ୍ର ବାଗ, ବିଜୟ ସୁନା, ଉପେନ୍ଦ୍ର ନାୟକ, ଡମ୍ବରୁ ଗୁଡା ସରପଞ୍ଚ, ପୂର୍ବତନ କଂଗ୍ରେସ ବିଧାୟକ ପର୍ଥି ଶ୍ରୀ ନୀଳ ମାଧବ ହୀକାକା କଂଗ୍ରେସ ପୁରୁଣା କ୍ରମ କର୍ତ୍ତା ଓ ଇଚ୍ଛାପୁର ଗ୍ରାମ ବାସି ମା ଭୋଣୀ ଙ୍କ ଉପ୍ଥିତି ରେ ପଞ୍ଚାୟତ କମିଟି ଗଠନ ଏବଂ ବୁଥ କମିଟ ଗଠନ କରାଯାଇଛି।
