Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଜୟପାଟଣା ରେ ସିନିୟର ସିଭିଲଜଜ ତଥା ଅତିରିକ୍ତ ସେସନ୍ସ କୋର୍ଟ ଉଦଘାଟିତ

27 0

ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ବହୁ ଆକାଙ୍ଖିତ ସିନିୟର ସିଭିଲଜଜ ତଥା ଅତିରିକ୍ତ ସେସନ୍ସଜଜ ଙ୍କ ଅଦାଳତ ଉଦଘାଟିତ ହୋଇଯାଇଛି। ଆଜି ଭରଚୁଆଲ ମୋଡ ମାଧ୍ୟମରେ ହାଇକୋର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ଏସ ମୁରଲୀଧର ଉଦଘାଟନ କରିଥିବା ବେଳେ ହାଇକୋର୍ଟ ର ମାନ୍ୟବର ମାନ୍ୟବର ବିଚାରପତି ବି. ରଥ, ଭର୍ଚୁଆଲ ମୋଡ ମଧ୍ୟରେ ଉପସ୍ଥିତ ଥିଲେ।

ଜୟପାଟଣା ଓକିଲ ସଙ୍ଗ ସଭାପତି ମନୋରଞ୍ଜନ ସିଂ ସମେତ ଜୟପାଟଣା ଓକିଲ ସଂଘ ର କର୍ମକର୍ତ୍ତା ଓ ସଭ୍ଯମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପୂର୍ବରୁ ଲୋକେ ମାଳି ମକଦମା ପାଇଁ ଧର୍ମଗଡ଼ କୋର୍ଟ ଯିବା ଆସିବା କରି ଅନେକ ଅସୁବିଧା ଭୋଗ କରୁଥିଲେ ହେଲେ ଜୟ ପାଟଣା ରେ ଏହି କୋର୍ଟ ଖୋଲିବା ଏହି ସବୁ ସମସ୍ୟା ରହିବ ନାହିଁ ବୋଲି ଅନେକ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଛନ୍ତି। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି।

Related Post

ବ୍ରଜରାଜନଗରରେ ବିଜେଡିର ବିଜୟ

Posted by - June 3, 2022 0
ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ବଡ଼଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ…

ବିକଶିତ କଳାହାଣ୍ଡି ଗଠନ ବିକାଶ ପରିଷଦର ଲକ୍ଷ୍ୟ

Posted by - June 2, 2023 0
କଳାହାଣ୍ଡି: (ନରେନ୍ଦ୍ର ନେଗୀ) ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି…

ଖବର କାଗଜ ବିତରକଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ର ଶୁଭାରମ୍ଭ

Posted by - December 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଂଜିକୃତ ସମସ୍ତ ଖବର କାଗଜ ବିତରକ ଙ୍କ ନିମନ୍ତେ ସ୍ୱତନ୍ତ୍ର…

ଅବହେଳିତ ଓ ନିଷ୍ପେସିତର ଗାଁ କୁଞ୍ଜରବାହାଳ ହୁଡ଼ିସାହି,

Posted by - September 26, 2019 8
କେନ୍ଦୁଝର,୨୫/୯ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କୁଞ୍ଜରବାହାଳ ହୁଡ଼ିସାହିର ଜନସାଧାରଣ ସମସ୍ୟା ଘେରରେ ଜର୍ଜରିତ ହେଉଥିବା ଦେଖିବାକୁ ମିଳିଛି । ପ୍ରାୟ ୧୮ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର…

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

Posted by - December 22, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଶିଶୁ ଙ୍କ…