Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ତିନି ଫୁଟର ନାଗ ସାପ ଉଦ୍ଧାର

38 0

ହରଭଙ୍ଗା :୧୯ /୦୫ ( ଚିତ୍ତରଞ୍ଜନ ସିଂହ)ଘର ଭିତରୁ ତିନିଫୁଟ ର ନାଗସାପ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଅବସ୍ଥା ରେ ଛଡ଼ାଯାଇଥିବାର ଜଣାପଡିଛି!ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଅନ୍ତର୍ଗତ କୋଇଲିସୁତା ଗ୍ରାମର ସାମ୍ବାଦିକ ସୁଶାନ୍ତ କୁମାର ବେହେରା ଙ୍କ ଘର ଭିତରୁ ଗତକାଲି ରାତ୍ରି ୧୦ ଘଣ୍ଟା ସମୟରେ ଏକ ୩ ଫୁଟ ର ନାଗସାପ ପଶି ଯିବାର ପରିବାର ଲୋକ ଦେଖିଥିଲେ।

ଫଳରେ ସ୍ନେକ ହେଲ୍ପ ଲାଇନ ରେ କାର୍ଯ୍ୟରତ କୁଲୁ ସାହୁ ଙ୍କୁ ଖବର ଦେବାରୁ 2ଘଣ୍ଟା ପରିଶ୍ରମ ପରେ କୁଲୁ ସାପ କୁ ଆୟତ୍ତ କରି ଧରି ଧଳପୁର ନିକଟବର୍ତ୍ତୀ ସଦଲଗଣ୍ଡା ଜଙ୍ଗଲରେ ସୁରକ୍ଷିତ ଅବସ୍ଥା ରେ ଛାଡିଥିବାର ସୂଚନା ମିଳିଛି।

Related Post

ଟିଟିଲାଗଡ ଠାରେ ଲାୟନ୍ସ କ୍ଲବର ଦୁଇ ଦିନିଆ ୩୨ ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

Posted by - February 26, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ଡିଷ୍ଟ୍ରିକ୍ଟ 322C2 ର ବାର୍ଷିକ ସମ୍ମିଳନୀ ଚଳିତ ବର୍ଷ ଟିଟିଲାଗଡ ଠାରେ ଆୟୋଜିତ ହୋଇଯାଇଛି। ଲାୟନ୍ସ କ୍ଲବ…

ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

Posted by - August 18, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ଅତିରକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୧ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଷ୍ଟାଫ ସିଲେକ୍ସନ ପରୀକ୍ଷା ଆୟୋଜନ ନିମନ୍ତେ…

ଭବାନୀପାଟଣା ଠାରେ “ବାଲ୍ୟ ବିବାହ ନିରୋଧ” ପ୍ରୟାସ ପାଇଁ ସଚେତନତା ରଥ ଶୁଭାରମ୍ଭ

Posted by - November 15, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଦିବା ୯ ଘଣ୍ଟା ସମୟରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ “ବାଲ୍ୟ ବିବାହ” ରୋକିବା ନିମନ୍ତେ…

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ

Posted by - February 7, 2023 0
ଭବାନୀପଟଣା:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଓ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ ତ୍ରୀ-ଦିବସୀୟ ଯୁବ ନେତୃତ୍ୱ ବିକାଶ…