ଦୁଇଟି ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର ସହ ୨ ଗିରଫ

30 0

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ସୋନପୁର ମୁଖ୍ୟ ରାସ୍ତାରେ ୨ଜୀବନ୍ତ ବଜ୍ରକାପ୍ତ ଉଦ୍ଧାର ହେବା ସହ ୨ ଜଣକୁ ଗିରଫ କରିଛି ଏସଟିଏଫ । ରାସ୍ତାର ଏକ ଗଛତଳେ ବସି ଡିଲ କରୁଥିବା ବେଳେ ମାଡି ବସିଲା ଏସଟିଏଫ । ସେମାନଙ୍କ ଠାରୁ ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କର ଓଜନ ପ୍ରାୟ ୭କେଜି ଓ ୩କେଜି ରହିଥିବା ଜଣାଯାଇଛି ।

୨ ଅଭିଯୁକ୍ତ ହେଲେ ଲଛିପୁର ଥାନା ଝାଙ୍କରପାଲି ଗାଁର ଦୁଇ ଭାଇ ବ୍ୟାସଦେବ ଧରୁଆ ଏବଂ ନବଦୀପ ଧରୁଆ । ଏସଟିଏଫ ଟିମ ଏନେଇ ସୋନପୁର ବନଖଣ୍ଡ ଅଧିକାରିଙ୍କୁ ଦୁଇ ଜୀବନ୍ତ ବଜ୍ରକାପ୍ତ ସହ ଦୁଇ ଆଶାମିଙ୍କୁ ହସ୍ତାନ୍ତର କରିଥବା ବେଳେ ବନ ସୁରକ୍ଷା ଆଇନ ୧୯୭୨ ଅନୁଶାରେ ସୋନପୁର ବନ ବିଭାଗ ପକ୍ଷରୁ ଏକ ମାମଲା ଦାୟର କରିବାସହ ଦୁଇଭାଇଙ୍କୁ ଗିରଫ କରାଯାଇ କୋଟ ଚାଳାଣ କରିଥିବା ଜଣାଯାଇଛି l

 

Related Post

କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ

Posted by - December 25, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ର କୁଶାମୁରା ଛକରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡ ରେ ମୄତବ୍ୟକ୍ତି ଙ୍କ ଚେହରା…

ଛାତ୍ରୀ ଙ୍କୁ ଅସଦାଚରଣ କରି ଫାର୍ମାସିଷ୍ଟ ଗିରଫ

Posted by - October 13, 2019 0
ବାରିପଦା:( ସିତାରାମ ଦୀକ୍ଷିତ) ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ…

ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁ ରେ ବଧୁ ହତ୍ୟା

Posted by - July 22, 2019 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁ ରେ ବଧୁ ହତ୍ୟା ଅଭିଯୋଗ।ଶାଶୁ ଘର ଲୋକେ ହତ୍ୟାକରିଥିବା ବାପ ଘର ପକ୍ଷରୁ ଅଭିଯୋଗ। ମୃତକ ହେଲେ ଦିଗମ୍ବର…

ଗଚ୍ଛ ରେ ଝୁଲୁଛି ଶବ,ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟା,ପୋଲିସ ର ତଦନ୍ତ ଆରମ୍ଭ

Posted by - September 23, 2020 0
ନୀଳଗିରି:(ସୌମ୍ଯସାଇ ବାରିକ)ରାସ୍ତା କଡ ବର ଗଚ୍ଛ ରେ, ଝୁଲନ୍ତା ଅବସ୍ଥାରେ, ଏକ ମଧ୍ଯ ବୟସ୍କ ବ୍ୟକ୍ତି ର ଶବ କୁ ଉଦ୍ଧାର କରିଛି ପୋଲିସ.। ସୂଚନା ରୁ…