ପୁରାତନ ଛାତ୍ର/ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ

745 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)Oଯାଜପୁର ସହରର ବିରଜା ହାଇସ୍କୁଲର ୧୯୯୦ ମସିହା ଛାତ୍ର/ଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଉକ୍ତ ସ୍କୁଲର ଛାତ୍ର /ଛାତ୍ରୀ ମାନଙ୍କୁ ଚକଲେଟ ବଣ୍ଟନ ସହିତ ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା . ଉକ୍ତ ସ୍କୁଲରେ ଅଧ୍ୟୟନ କରି ପୁରାତନ ପିଲାମାନଙ୍କ ମଧ୍ୟରୁ ବହୁତ ଛାତ୍ର/ଛାତ୍ରୀ ଉଚ୍ଚ ଆସନରେ ପହଞ୍ଚି ପାରିଥିବା .ପିଲାମାନେ ବ୍ୟକ୍ତ କରିଛନ୍ତି । ଶିକ୍ଷକମାନଙ୍କ ଆର୍ଶୀବାଦ ସେମାନଙ୍କୁ ବଡ ମଣିଷ କରିପାରିଛି ବୋଲି ମନରେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି । ଏହି ଉତ୍ସବରେ ଶତାଧିକ ପୁରାତନ ଛାତ୍ର/ଛାତ୍ରୀଙ୍କ ସମୋତ ବହୁ ପୁରାତନ ଶିକ୍ଷକ ଯୋଗ ଦେଇଥିଲେ

Facebook Notice for EU! You need to login to view and post FB Comments!

Related Post

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ, ଅସହାୟ ପରିବାର

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/  ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହୀ ଗ୍ରାମରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି। ସୁଚନା ରୁ ଜଣାଯାଏ ଯେ କସାବାହୀ…

ବାରମ୍ବାର ଅଭିଯୋଗ ପରେବି ବିପଦ ସଂକୁଳ ଅବସ୍ଥା ରେ ବିଦ୍ୟୁତ ଖୁଣ୍ଟ

Posted by - June 14, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ପଞ୍ଚାୟତ ବିରାମଚନ୍ଦ୍ର ପୁର ଗାଁ ରେ ଯମ ଜଗିରହିଛି !କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ!ଗାଁ ମଝିରେ ଯାଇଥିବା…

ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ ପାଳିତ

Posted by - August 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ । ଏ ପରିପେକ୍ଷିରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର କହିଛନ୍ତି…

ସରକାରୀ ଉଚ୍ଚ ବିଦ୍ୟାଳୟ, ରାମଗଡ଼ ଠାରେ ସ୍ୱର୍ଗତ ଚିନ୍ତାମଣି ନାୟକ ଙ୍କ ୪୪ତମ ଶ୍ରlଦ୍ଧବାର୍ଷିକ ପାଳିତ

Posted by - October 24, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ରାମଗଡ଼ ଠାରେ1966ମସିହାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହୋଇଥିଲା!ଏହି ଶିକ୍ଷା ଅନୁଷ୍ଠାନ ରୁ ବହୁ…

ତପସ୍ପିନି ଟ୍ରେନରେ ଆରମ୍ଭ ହେଲା LHB କୋଚ ଯାତ୍ରା

Posted by - January 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଏଣିକି ସମ୍ବଲପୁର ସମେତ ଓଡିଶା ର ୮ ଗୋଟି ଜିଲ୍ଲାର ଲୋକେ ପାଇପାରିବେ ପୁରୀ ହାଟିଆ ଏସ୍କପ୍ରେସ ଟ୍ରେନରେ ଆରାମ ଦାୟକ ଯାତ୍ରାର ସୁବିଧା ।…

Leave a comment

Your email address will not be published.