Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଖପ୍ରାଖୋଲରେ ଭତ୍ତା ବଣ୍ଟନ ମେଳା

52 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ସୋମବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ବିଜୟ କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ନିରୁପମା ପଟେଲ , ଉପାଧ୍ୟକ୍ଷ ଶୁଖି ରାମ ସାଣ୍ଡ , ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ପାଥର , ସରପଞ୍ଚ ଶାନ୍ତି ଛୁରା ଯୋଗ ଦେଇଥିଲେ ।

ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଖପ୍ରାଖୋଲ ଓ ଓଡ଼ିଆପଳି ପଞ୍ଚାୟତ ର ୪୭ ଜଣ ଙ୍କୁ ଭତ୍ତା ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ସଭାରେ ବି ଏସ ଏସ ଓ କନିସ୍କ ବିଭାର, ପିଇଓ ରାଧେଶ୍ୟାମ ମେହେର , ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହି ପରି ଧାଣ୍ଡାମୁଣ୍ଡା ପଞ୍ଚାୟତ ରେ ମଧ୍ୟ ସରପଞ୍ଚ ବୈଦ୍ୟ ନାଥ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ମେହେର ଯୋଗଦେଇ ୪୧ ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ।

Related Post

ପୁରୁଣାକଟକ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

Posted by - October 15, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୋୖଦ୍ଧ ଜ଼ୀଲ୍ଲା ପୁରୁଣାକଟକ ଥାନା ପକ୍ଷରୁ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ତ୍ରିନାଥ ସଂକୃତିକ ଯୁବ ପରିଷଦ କ୍ଲବ ପରିସର ରେ…

ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ, ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଉଚ୍ଛେଦ

Posted by - March 5, 2020 55
ଯାଜପୁର:04/03(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ । ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ । ବିଛାଖଣ୍ଡି…

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଦ୍ଧ ଙ୍କ ସହଭାଗିତା ରେ ଆଜାଦି କା ଅମୃତ ମହତ୍ସଵ୍ ପାଳନ 

Posted by - August 31, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବୌଦ୍ଧ ଙ୍କ ସହଭାଗିତା ରେ ସ୍ଥାନୀୟ ଶିଶୁ ଗୃହ ଅନୁଷ୍ଠାନ ରାମକୃଷ୍ଣ ବାଳଶ୍ରମ୍,ବୀରନରସିଂହପୁର ଏବଂ ହର୍ଭେଷ୍ଟ ବ୍ଲେସିଂ ହୋମ,ସାନବାଗ…

ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି

Posted by - April 22, 2023 0
ଯାଜପୁର :ପବିତ୍ର ରମଜାନ ମାସ ଅବସରରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ ଶତାଧିକ ସଂଖ୍ୟାଲଘୁ…

ଗଞ୍ଜାମ ଜିଲ୍ଳାପାଳଙ୍କ 5T ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ ; ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ କଲେ ଉଚ୍ଚ ପ୍ରଶଂସା

Posted by - February 3, 2022 0
ବେଲଗୁଣ୍ଠା: :(ସୁଶାନ୍ତ କୁମାର ବେହେରା )ଆଜି ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ବ୍ଳକ୍ କୁ ଦିନିକିଆ ମାରାଥନ୍ ଗସ୍ତରେ ଆସି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ…