Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

1680 199

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଜହ୍ନା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାରାଣୀ ସୋରେନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫାଇନାଲ୍ ବିଲ୍ କରାଇବା ପାଇଁ ରଣଜିତ୍ ରାୟ ନାମକ ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ।ରଞ୍ଜିତଙ୍କ ଅଭିଯୋଗ କ୍ରମେ ଡ଼ିଏସପି ବନମାଳୀ ଧଳଙ୍କ ନେତୃତ୍ୱରେ ଇନିସପେକ୍ଟର ଅନୁସୟା ସେନାପତି ଓ ଭାଗ୍ୟଲତା ପ୍ରଧାନଙ୍କ ସହାୟତାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଆଜି ଅପରାହ୍ନରେ ଲାଞ୍ଚ ନେବା ସମୟରେ ଘଟଣାସ୍ଥଳରୁ ଗିରଫ କରିଥିଲେ । ଏବଂ ରାସାୟନିକ ଦ୍ରବ୍ୟ ଲେପନଥିବା ୫୦୦୦ଟଙ୍କା ଉଦ୍ଧାର କରିଥିଲେ ।

Related Post

ବଳିତା ଜଙ୍ଗଲରେ ବୃଦ୍ଧାଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ନିର୍ମମ ହତ୍ୟା,ସଂପର୍କୀୟା ପୁତୁରା ବୋହୁ ଗିରଫ୍‌,କଟୁରୀ ଜବତ୍

Posted by - May 13, 2020 80
ବଡ଼ବିଲ:(ସୀତାରାମ ଦୀକ୍ଷିତ) ଅନ୍ଧ ବିଶ୍ୱାସର କୁପରିଣତି ପୁଣି ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ସଂପର୍କୀୟା ପୁତୁରା ବୋହୁର ଶାଶୁକୁ ବିଭତ୍ସ ହତ୍ୟା । ଗତ ଶନିବାର, ବଡ଼ବିଲ…

ଖୋର୍ଦ୍ଧା ସହରରୁ ଦୁଇଲକ୍ଷ ଟଙ୍କାର ଗଞ୍ଜେଇ ସହ କାର ଓ ମୋବାଇଲ ଜବତ : ଘଟଣାରେ ଦୁଇଜଣ ଗିରଫ

Posted by - July 10, 2021 0
ଖୋର୍ଦ୍ଧା : (ଶୁଭଲକ୍ଷ୍ମୀ ସାମନ୍ତରା ) ଲକଡାଉନ ସଟ୍‌ଡାଉନର ସୂଯୋଗ ନେଇ ଏବେ ଯୁବବର୍ଗ ଅଳ୍ପ ସମୟରେ ଅଧିକ ରୋଜଗାର ଲୋଭରେ ବିଭିନ୍ନ ପ୍ରକାର ଅନୈତିକ କାରବାରରେ…

ଭଦ୍ରକରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ

Posted by - June 21, 2021 0
ଭଦ୍ରକ :(ଶ୍ଯାମା ସୁନ୍ଦର) : ବ୍ରାଉନ ସୁଗାର କଳା ବଜାରୀଙ୍କୁ ଧରିବା ପାଇଁ ଭଦ୍ରକ ପୋଲିସ ତରଫରୁ ଲଗାତର ଚଢାଉ ସତ୍ତ୍ଵେ ଭଦ୍ରକ ସହରରେ ବ୍ରାଉନ ସୁଗାର…

There are 199 comments

Leave a comment

Your email address will not be published.