Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଯୋଗଦାନ କଲେ ନୂତନ ଏସ ଡି ପି ଓ ଶ୍ରୀ ରୋହିତ ବର୍ମା

35 0

କେସିଙ୍ଗା :(ପ୍ରିତେଶ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ରେ ଶ୍ରୀ ରୋହିତ ବର୍ମା ନୂତନ ଏସ ଡି ପି ଓ ଭାବରେ ଯୋଗଦାନ କରିଛନ୍ତି।ସେ ୨୦୧୯ ବ୍ୟାଚ ଆଇ ପି ଏସ ଅଫିସର୍ ବୋଲି ଜଣାପଡିଛି।ଏହା ଆଗରୁ ଶ୍ରୀ ରୋହିତବର୍ମା ବାଲିଗୁଡା ଏସ ଡି ପି ଓ ଭାବରେ ସଫଳତା ର ସହିତ କାମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ସେ ଆଜି ଯୋଗଦାନ କରିବା ପରେ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡାକି କେସିଙ୍ଗା ର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏବଂ କେସିଙ୍ଗା ର ଉନ୍ନତି ଓ ଅଞ୍ଚଳ ର ଉନ୍ନତି ରେ ମିଳିମିଶି କାମକରିବାକୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ବରିଷ୍ଟ ସାମ୍ବାଦିକ ସୁରେଶ ଅଗ୍ରୱାଲ , ଡମରୁଧର ଭୋଇ ଓ ସାମ୍ବାଦିକ ମହାସଂଘ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Related Post

ବିଜୁ ପକ୍କାଘର ମରାମତି ପାଇଁ ସହାୟତା ଘୋଷଣା

Posted by - December 22, 2021 0
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ଥିର ହୋଇଛି ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ପକ୍କା ଘର ଯୋଜନାର ହିତାଧିକାରୀ ଏବଂ କେନ୍ଦ୍ର ଯୋଜନାରେ ଘର…

ଧରା ପଡିଲେ ଏସ୍ ଏଫ ସି, ଧରା ନ ପଡିଲେ ମନରେଗା

Posted by - July 22, 2021 0
ବୌଦ୍ଧ-(ଚିତ୍ତରଞ୍ଜନସିଂ)ବୌଦ୍ଧ ବ୍ଳକ ର ବିଭିନ୍ନ ଗ୍ରାମପାୟତରେ ଥିବା ପୋଖରୀଗୁଡିକର ଏବେ ଉନ୍ନତିକାରଣ କାର୍ଯ୍ୟ ଯୋର ସୋରରେ ଚାଲିଛି।ବିଶେଷ କରି ମନରେଗା ଯୋଜନାରେ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିବା…

ସୁବର୍ଣ୍ଣପୁର ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ

Posted by - August 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁରରେ ହର୍ଷୋଲ୍ଲାସର ସହିତ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଜିଲ୍ଲା ସ୍ତରୀୟ ଉତ୍ସବର ମୁଖ୍ୟଅତିଥି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଝାରୀ ରିଜର୍ଭ…

କୁମୁଡ଼ାରୁ କତରକେଲା କେନାଲ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

Posted by - April 28, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଖାସ କରି ଗମନାଗମନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଏହି…