Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କାଳିଆ ଦର୍ଶନ ପାଇଁ ରାଜସ୍ଥାନରୁ ଗୁରୁଣ୍ଡି ଗୁରୁଣ୍ଡି ପୁରି ଯାଉଛନ୍ତି ଭକ୍ତ

35 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜଗତର ନାଥ ଜଗନ୍ନାଥ କାହାକୁ କେମିତି ଯେ ଡୋରି ଲଗେଇବେ ସେକଥା କେହି ଜାଣିନାହାନ୍ତି । ବଡ ଠାକୁର ସିଏ କେବଳ ଓଡିଆଙ୍କର ହୋଇ ରହି ନାହିଁ ସାରା ଜଗତର ନାଥ ସିଏ । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଈଁ ସୁଦୁର ରାଜସ୍ଥାନରୁ ଵାହାରି ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଜଣେ ଭକ୍ତ । ରାଜସ୍ଥାନର ମାଧୋପୁର ଜିଲ୍ଲା ରେଣ୍ଡାୟଲ ଗ୍ରାମର ବିଜୟ ଗୁଜ୍ଜର ଗୁରୁଣ୍ଡି ଗୁରୁଣ୍ଡି ଲମ୍ବ ମାପି ମାପି ପୁରୀ ଯାଉଥିବା ବେଳେ ଏଵେ ବିନିକା ପହଞ୍ଚିଛନ୍ତି।

ରାଜସ୍ଥାନରୁ ବାହାରି ମଧ୍ୟପ୍ରଦେଶ ଗୁଆଲିୟର, ଝାନସି ଦେଇ ଓଡିଶା ର ବରପାଲି, ରାମପୁର, ବିନିକା, ସୋନପୁର ଜଗନ୍ନାଥ ପଥଦେଇ ପୁରୀ ଯିବେ ଵିଜୟ । ବିଜୟ ଗୁଜ୍ଜର ୨୦୨୨ ଡିସେମ୍ବର ୭ ତାରିଖରେ ଆରମ୍ଭ କରି ଆଜିକୁ ୫ ମାସ ଅତିକ୍ରମ କରି ସୁଦୁର ରାଜସ୍ଥାନରୁ ବାହାରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ।

ପ୍ରଚଣ୍ଡ ଶିତ ଖରା ବର୍ଷା କିଛି ବି ତାଙ୍କୁ ତାଙ୍କ ପଥରୁ ହଟାଇ ପାରିନାହିଁ । ବର୍ତ୍ତମାନ ସମୟରେ ଖରାର ତାତି ପାଇଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି l ହେଲେ ଏହି ଭଳି ଖରାକୁ ଖାତିର ନକରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତି ମନରେ ଆଗେଇ ଚାଲୁଛନ୍ତି ।

Related Post

ବୌଦ୍ଧ ଜିଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ( ଚିତ୍ତ ରଂଜନ ସିଂ)ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨…

ଜାତୀୟ ବାଳିକା ଦିବସ ପାଳିତ

Posted by - January 25, 2023 0
ଧର୍ମଗଡ ତା ୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସଭାଗୃହ ଠାରେ ଜାତୀୟ ବାଳିକା ଦିବସ ଧର୍ମଗଡ ବ୍ଲକ ତରଫରୁ ଆଜି ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ…

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ତିନି ଜଣିଆ କମିଟି ସୋନପୁର କଲେଜ ପରିଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର କଲେଜ ର ପାଠ୍ୟ ଖସଡ଼ା, ଭିତ୍ତିଭୂମି, ଅଧ୍ୟାପନା, ପରୀକ୍ଷା ପରିଚାଳନା ସହିତ ଆନୁଷାଙ୍ଗିକ ପ୍ରତ୍ୟକ୍ଷ ନିରୀକ୍ଷଣ କରିବା ପାଇଁ ରାଜେନ୍ଦ୍ର ବିଶ୍ଵ…

ଅଗ୍ନିବିପର୍ଣ୍ଣ ଙ୍କୁ ଭଞ୍ଜନଗର କଂଗ୍ରେସ କମିଟି ର ସହାୟତା

Posted by - June 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଯୁବ ନେତା ପ୍ରଶାନ୍ତ କୁମାର ବିଶୋୟୀ ଙ୍କ ତତ୍ୱାବଧାନ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ…