କଳାହାଣ୍ଡିରେ ଜିଲ୍ଲା ଟପର ହେଲେ ତିନି ଛାତ୍ରୀ

77 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା :ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବାପରେ କଳାହାଣ୍ଡି ଜିଲ୍ଲାରେ ଛାତ୍ର ମାନଙ୍କୁ ପଛରେ ପକାଇ ତିନି ଜଣ ଛାତ୍ରୀ ଜିଲ୍ଲା ଟପର ହୋଇଛନ୍ତି lପ୍ରାପ୍ୟ ସୂଚନାନୁଯାୟୀ, ଦଶମ ସିବିଏସଇ ପରୀକ୍ଷାରେ ଭବାନୀପାଟଣା ହାଇଟେକ ପବ୍ଲିକ ସ୍କୁଲର ଛାତ୍ରୀ ତଥା ପ୍ରଶାନ୍ତ କୁମାର ଭୋଇ ଏବଂ ମାତା ଗୀତାଞ୍ଜଳି ସାହୁଙ୍କ ସୁପୁତ୍ରୀ ଜିଗିଶା ଭୋଇ 97.87 % ପାଇ ଜିଲ୍ଲା ଟପର ହୋଇଛନ୍ତି l

ସେଭଳି ହାଇଟେକ ପବ୍ଲିକ ସ୍କୁଲର ଛାତ୍ରୀ ସରଂଜିତ କୌର lମନମିତ ସିଂ ଏବଂ ନରିନ୍ଦର କୋୖରଙ୍କ ଝିଅ ବାଣିଜ୍ୟ ବିଭାଗରେ 95.4% ରଖି ଜିଲ୍ଲା ଟପର ହୋଇଛନ୍ତି l ବିଜ୍ଞାନ ବିଭାଗରେ ପ୍ରଗତି କଲେଜର କ୍ରିଷ୍ଣା ମଞ୍ଜରୀ ସିଂ 93% ରଖି ଜିଲ୍ଲା ଟପର ହୋଇଛନ୍ତି lଏହି ସଫଳତା ପାଇଁ କୃତୀ ମେଧାବୀ କୃତୀ ଛାତ୍ରୀ ମାନଙ୍କୁ ହାଇଟେକ ସ୍କୁଲର ସଭାପତି ଗିରିଶ ଚନ୍ଦ୍ର ବେହେରା, ଚେରମ୍ୟାନ ସତ୍ୟଜିତ କର, ଅଧ୍ୟକ୍ଷା ଅଳ୍ପନା ପଟ୍ଟନାୟକ, ଵିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ମାନେ ଶୁଭେଚ୍ଛା ଜଣେଇଛନ୍ତି l

Related Post

ଆସୁଛି ଆମଫନ ବାତ୍ୟା,ଆଜି ସଂଧ୍ୟାରେ ଅବପାତର ରୂପ ନେବ,ଚାରି ଜିଲ୍ଲା କୁ ସତର୍କ ବାଣୀ

Posted by - May 15, 2020 1,334
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ…

ଅବ୍ୟବସ୍ଥା ଘେରରେ ପାତାଳି ଶ୍ରୀକ୍ଷେତ୍ର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକ ପଡା ଗ୍ରାମ ର କିଛି ଦୂରରେ ପାତାଳୀ ଶ୍ରୀକ୍ଷେତ୍ର ବା ନାଏକପଡା ଗୁମ୍ଫା…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ

Posted by - March 30, 2019 3
ଭୁବନେଶ୍ବର:୨୯/୩ ମୋଦିଙ୍କ ଆରୋପକୁ ନେଇ ଉଭୟ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ଆୟୁଷ୍ମାନ ଯୋଜନାଠାରୁ ଭଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…

ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଅବହେଳିତ ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ

Posted by - December 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ରେ ଭରା ସବୁଜ ସୁନ୍ଦର କଳାହାଣ୍ଡି କୁ ପ୍ରକୃତିର ଗନ୍ତାଘର କହିଲେ କିିଛି ଅତ୍ୟୁକ୍ତି ହେବନାହିଁ।ଜିଲ୍ଲାରେ ପ୍ରଚୁର ଖଣିଜ…

ଆଉ କେତେ ବର୍ଷ ପରେ ଅତାବିରା କୁଷ୍ଠାଶ୍ରମ ପଡାବାସୀ ଙ୍କ ନିକଟକୁ ପହଞ୍ଚିବ ବିକାଶର ଧାରା

Posted by - January 22, 2022 0
ବରଗଡ/ଅତାବିରା: ସ୍ୱାଧୀନତା ର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡିଶାର ବିଭିନ୍ନ ପ୍ରାନ୍ତରେ ଆଜି ମଧ୍ୟ ବିକାଶ ର ଛବି ପରିଲକ୍ଷିତ ହୁଏ ନାହିଁ ।ଅବହେଲିତ ଅବସ୍ଥାରେ…