ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ

818 16

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ନିର୍ବାଚନୀ ମାମଲାରେ ଏହି ଜିଲ୍ଲାର ୩୩ ନମ୍ବର ଜୋନରୁ ନିର୍ବାଚିତ ବିଜେଡ଼ି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ଜିଲ୍ଲା ଦୌରା ଜଜ୍‍ ରଦ୍ଦ କରିଛନ୍ତି । ତିନି ସନ୍ତାନର ଜନନୀ ହୋଇଥିବାରୁ ଶ୍ରୀମତୀ ରାଉତଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣାକରିବା ସହ ସଂପୃକ୍ତ ଜୋନ୍‍ର ସଭ୍ୟପଦ ପୂରଣ ପାଇଁ ପୁନଃ ନିର୍ବାଚନ କରିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖ ଦିନ ଏହି ରାୟ ପ୍ରକାଶ ପାଇଥିଲେ ମଧ୍ୟ ଆଜି ଏହାକୁ ବିଧିବଦ୍ଧ ଭାବରେ ଉନ୍ମୁକ୍ତ କରାଯାଇଛି ।

ଝରଣାଙ୍କ ସହ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟଶ୍ରୀ ସାହୁଙ୍କ ପକ୍ଷରୁ ଦାୟର ଇଲେକସନ୍‍ କେସ୍‍ ନଂ-୩/୨୦୧୭ରେ ଏହି ରାୟ ଶୁଣାଇଛନ୍ତି ଅଦାଲତ ।
ପ୍ରକାଶ ଥାଉ କି ବିଜେଡ଼ି ପ୍ରାର୍ଥୀ ଭାବରେ ଝରଣା ତାଙ୍କର ନାମାଙ୍କନପତ୍ରରେ ସତ୍ୟ ଘୋଡ଼ାଇଥିବା ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଯାଜପୁର ଉପ-ଜିଲ୍ଲାପାଳଙ୍କ ନିକଟରେ ତା. ୧୮.୦୧.୨୦୧୭ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଇନାନୁମୋଦିତ ପଦକ୍ଷେପ ନନେଇ ତାଙ୍କର ପ୍ରାର୍ଥୀପତ୍ର କାଏମ ରଖିଥିଲେ । ୨୧.୦୧.୨୦୧୭ରେ ନିର୍ବାଚନ ହୋଇଥିଲା ଏବଂ ଝରଣା ରାଉତ ସର୍ବାଧିକ ଭୋଟ ପାଇ ବିଜୟ ହୋଇଥିଲେ । ତେଣୁ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ଅନୁଯାୟୀ ଝରଣାଙ୍କ ସଭ୍ୟପଦ ରଦ୍ଦ ପାଇଁ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଜୟଶ୍ରୀ ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ରୀତା ମିଶ୍ର ଯାଜପୁର ଜିଳ୍ଲା ଦୌରା ଜଜ୍‍ଙ୍କ ଅଦାଲତରେ ତା. ୧୦.୦୩.୨୦୧୭ରେ ଦୁଇଟି ମାମଲା ଦାୟର କରିଥିଲେ । ତେବେ ମନୋନୟନପତ୍ର ଯାଞ୍ଚବେଳେ ପ୍ରାର୍ଥୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରାଯାଇ ସତ୍ୟ ସ୍ପଷ୍ଟକରାଯିବା ନିର୍ବାଚନ ଅଧିକାରୀଙ୍କର କ୍ଷମତା ପରିସରଭୁକ୍ତ ହୋଇଥିଲେ ମଧ୍ୟ ଏ କ୍ଷେତ୍ରରେ ତାଙ୍କର ନିରବତାକୁ ଅଦାଲତ ନାପସନ୍ଦ କରିଛନ୍ତିା ଶ୍ରୀମତୀ ରାଉତ ତାଙ୍କର ଦ୍ୱିତୀୟ କନ୍ୟାକୁ ଅନ୍ୟର କନ୍ୟା ବୋଲି ଦର୍ଶାଇଥିବାର ପ୍ରମାଣ ଅଦାଲତ ପାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରୁଛନ୍ତି ବୋଲି ରାୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ।
ମାମଲାର ବିଚାରବେଳେ ଜୟଶ୍ରୀଙ୍କ ପକ୍ଷରୁ ଦାଖଲ ୨୮ଟି ପ୍ରମାଣଯୋଗ୍ୟ ଦଲିଲ ଅଦାଲତ ଗ୍ରହଣ କରିବା ସହ ୧୧ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିବାବେଳେ ପ୍ରତିପକ୍ଷ ଝରଣାଙ୍କ ପକ୍ଷରୁ ୩ଟି ଦଲିଲ ଓ ତିନି ସାକ୍ଷୀଙ୍କର ବୟାନ ଲିପିବଦ୍ଧ କରିଥିଲେ । ସମସ୍ତ ତଥ୍ୟପ୍ରମାଣକୁ ଓ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଜିଲ୍ଲା ଦୌରାଜଜ୍‍ ତାଙ୍କର ତୂଡ଼ାନ୍ତ ରାୟ ଶୁଣାଇଛନ୍ତି ।
ଉଲ୍ଲେଖନୀୟ ଯେ, ଝରଣା ଏବଂ ତାଙ୍କର ସ୍ୱାମୀ ଅଦୈତ ରାଉତ ସେମାନଙ୍କ ଜନ୍ମିତ କନ୍ୟାର ଅଭିଭାବକତ୍ୱ ନିଜ ବଡ଼ବାପାଙ୍କ ପୁଅ ଅରୁଣ ରାଉତ ଓ ତାଙ୍କର ପତ୍ନୀ ସୁବାସିନୀ ପହିଙ୍କ ନାଁରେ ଦୀର୍ଘ ୮ ବର୍ଷ ତଳେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନ୍ମ ପଞ୍ଜିକରଣ ରେଜିଷ୍ଟ୍ରରରେ ପଞ୍ଜୀକୃତ କରାଇବାରେ ସଫଳ ହୋଇଥିଲେ । ଉଭୟ ଅରୁଣ ଓ ତାଙ୍କ ପତ୍ନୀ ସୁବାସିନୀ ସରକାରୀ କର୍ମଚାରୀ । ଅରୁଣ ରସୁଲପୁର ବ୍ଲକର ଖଇରାବାଦସ୍ଥ ଉପେନ୍ଦ୍ରନାଥ ଶାରଦା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଅଧ୍ୟାପକ ଏବଂ ତାଙ୍କର ପତ୍ନୀ ସୁବାସିନୀ କେରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବିକା ଭାବରେ ଅବସ୍ଥାପିତ । ଚାକିରି ସର୍ତ୍ତାବଳୀ ଅନୁସାରେ ସୁବାସିନୀ ତାଙ୍କର ସେବା ପୁସ୍ତିକାରେ ସେ ଓ ଅରୁଣ ଦୁଇ କନ୍ୟା ସନ୍ତାନ ପିତାମାତା ବୋଲି ଦର୍ଶାଇଛନ୍ତି । ତେଣୁ ସେମାନଙ୍କ ଅଜ୍ଞାତରେ ତୃତୀୟ କନ୍ୟା ସନ୍ତାନର ପିତାମାତା ଭାବରେ ସେମାନଙ୍କର ନାମ ସରକାରୀ ଦସ୍ତାବିଜ୍‍ରେ ଦରଜ କରାଯିବା ଏକ ଜଘନ୍ୟ ଅପରାଧ । ଏ ସମ୍ପର୍କରେ ଜାଣିବା ପରେ ସେହି ନିଷ୍ପାପ କନ୍ୟା ସନ୍ତାନର ଅଭିଭାବକତ୍ୱ ନେଇ ମଧ୍ୟ ଏବେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ୨୦୧୭ ମସିହାରେ ସେହି କନ୍ୟାଟି ହାଇସ୍କୁଲରେ ପଢ଼ୁଥିବା ସମୟରେ ଅରୁଣ ଓ ସୁବାସିନୀ ଯାଜପୁରରେ ନୋଟାରୀଙ୍କ ପାଖରେ ସତ୍ୟପାଠ କରି କନ୍ୟାର ଅଭିବାବକତ୍ୱ ସଂଶୋଧନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସତ୍ୟପାଠ ସଂଯୁକ୍ତ ପତ୍ର ଲେଖିଥିଲେ; କିନ୍ତୁ ସଂପୃକ୍ତ ଅଧିକାରୀ ବି କୌଣସି ପଦକ୍ଷେପ ନେଲେ ନାହିଁ ।

ଦୀର୍ଘ ୮ ବର୍ଷ ପୂର୍ବରୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଅତି ଯୋଜନାବଦ୍ଧ ଭାବରେ ଏପରି ଜାଲିୟାତି ହୋଇଥିବା ଏବେ ସ୍ପଷ୍ଟ ହୋଇଯାଇଛି । ଆହୁରି ଉଦ୍‍ବେଗଜନକ ପ୍ରସଙ୍ଗଟି ହେଉଛି ଝରଣାଙ୍କୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବା ଅବ୍ୟବହିତରେ ସ୍ଥାନୀୟ ଦଳୀୟ କର୍ମୀମାନେ ତକ୍ରାଳୀନ କୋରେଇ ବିଧାୟକ ଆକାଶ ଦାସନାୟକଙ୍କୁ ‘ସେ ତିନି ସନ୍ତାନର ଜନନୀ ଓ ଦଳ ଏଥି ପାଇଁ ଆଗକୁ ଅସୁବିଧାରେ ପଡ଼ିପାରେ ବୋଲି’ ଚେତାଇ ଦେଇଥିଲେ ମଧ୍ୟ ସେ ଏହାକୁ ଭ୍ରୂକ୍ଷେପ କରିନଥିଲେ । ଝରଣାଙ୍କୁ ଦଳ ପ୍ରାର୍ଥୀ କରିଥିଲା ।
ଜିଲ୍ଳା ଦୌରା ଜଜ୍‍ଙ୍କ ରାୟ ପରେ ଯାଜପୁରରେ ଶାସକ ବିଜୁ ଜନତା ଦଳ ପାଇଁ ଅଡ଼ୁଆ ବଢ଼ିଯାଇଛି ଓ ଦଳ ପୁଣି ନିର୍ବାଚନର ସମ୍ମୁଖୀନ ହବା ଏକପ୍ରକାର ସ୍ପଷ୍ଟ ହେଉଛି ।

Facebook Notice for EU! You need to login to view and post FB Comments!

Related Post

ଜଙ୍ଗଲରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ଘଟଣା,ପ୍ରେମ ହିଁ ମୃତ୍ୟୁର କାରଣ ବୋଲି ସନ୍ଦେହ.

Posted by - July 30, 2020 107
ଅନୁଗୁଳ:( ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଜଙ୍ଗଲରୁ ଗତକାଲି ସନ୍ଧ୍ୟାରେ ୩ ଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜଣେ ଗାଈ ଚରାଳି…

ବିଧାୟକଙ୍କ ଦ୍ୱାରା ଅନାଥ ଓ ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

Posted by - May 21, 2022 0
କୋରାପୁଟ :(ଏସ୍ ସୁନ୍ଦରମ୍) କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ୱାର୍ଲର୍ଡ ଭିଜନ ଏନଜିଓ ତରଫରୁ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ନାଲକୋ କମ୍ପାନୀ ରେ ଜମି ହରାଇଥିବା ପ୍ରଜା ଚାକିରୀ ନ ପାଇ ବାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ

Posted by - November 13, 2019 0
ଅନୁଗୋଳ:(ମହେଶ ଭୋମରାଜ) ନାଲକୋ କ୍ଷତିଗ୍ରସ୍ତ ପ୍ରଜା ମହାସଂଘ (ଅନୁଗୋଳ, ତାଳଚେର, ଢେଙ୍କାନାଳ) 39 ଖଣ୍ଡ ଜମିହରାଇଥିବା ମୌଜା ତରଫରୁ ଦାବୀ କରାଯାଉଛି, ଦୀର୍ଘଦିନ ହେଲା RPDAC କମିଟିରେ…

ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ

Posted by - February 4, 2019 148
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ…

ସଂଗୀତଜ୍ଞ ଶ୍ରୀ ରବୀନ୍ଦ୍ର କମାର ବେହେରାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ

Posted by - February 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ )ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ,ସୁବର୍ଣ୍ଣପୁର ଦ୍ବାରା ଆଜି ସଂଧ୍ୟା ରେ ସ୍ଥାନୀୟ ପଂଚରଥ ମନ୍ଦିର…

There are 16 comments

  1. Hey there! Do you know if they make any plugins to safeguard
    against hackers? I’m kinda paranoid about losing everything I’ve worked hard on. Any suggestions?

  2. Good post. I learn something new and challenging on websites I stumbleupon on a daily basis.
    It will always be interesting to read through articles from other writers and practice something from their websites.

  3. My spouse and I stumbled over here by a different web page and thought I should
    check things out. I like what I see so now i’m following you.

    Look forward to looking into your web page for a second time.

  4. I think this is one of the most important info for me.
    And i’m glad reading your article. But wanna remark on some general things,
    The website style is perfect, the articles is really great : D.
    Good job, cheers

  5. Sweet blog! I found it while surfing around on Yahoo News. Do you have any suggestions on how to get listed in Yahoo News?
    I’ve been trying for a while but I never seem
    to get there! Many thanks

  6. I don’t know if it’s just me or if perhaps everyone else encountering issues with your blog.
    It appears like some of the written text in your posts are running off the screen. Can somebody else please
    provide feedback and let me know if this is happening to them
    too? This might be a issue with my internet browser because I’ve had this happen previously.
    Kudos

  7. Write more, thats all I have to say. Literally, it seems as though you relied
    on the video to make your point. You obviously know what youre talking about, why throw away your intelligence on just
    posting videos to your site when you could be giving us something enlightening to read?

  8. Its such as you learn my mind! You seem to understand a lot about this,
    such as you wrote the book in it or something. I believe that you just could do with a few
    p.c. to force the message home a little bit, but other than that,
    that is magnificent blog. A fantastic read. I will
    certainly be back.

  9. I read this piece of writing completely on the topic of the resemblance of latest and
    preceding technologies, it’s amazing article.

  10. May I just say what a relief to discover someone who really knows what they’re talking about on the net.
    You actually understand how to bring a problem to light and make it important.
    More and more people must check this out and understand this side of the story.

    I can’t believe you’re not more popular given that you most certainly have the gift.

  11. I’m amazed, I have to admit. Rarely do I come across a blog that’s equally
    educative and amusing, and without a doubt, you have hit the nail on the head.
    The issue is something which too few men and women are speaking intelligently about.
    I am very happy that I came across this during my search for something relating to this.

  12. Your style is very unique in comparison to other people I’ve read stuff from.

    Thanks for posting when you’ve got the opportunity, Guess
    I will just book mark this blog.

Leave a comment

Your email address will not be published.