Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଭୁବନେଶ୍ଵର ଉତ୍ତର ବିଧାୟକ ଙ୍କ ସହ କ୍ରୀଡ଼ା ଶିକ୍ଷକଙ୍କ ସୌଜନ୍ୟମୂଳକ ସା୍ଷାତକାର

141 0

ଭୁବନେଶ୍ୱର: ୦୭/୦୫(ପାୟଲ ରାଉତ )ଆଜି ଭୁବେଶ୍ବରରେ ରେ ଉପସ୍ଥିତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର୍ ରାଉତ୍ ଙ୍କ ବାସଭବନ ରେ ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମପଞ୍ଚାୟତ ଦଧିବାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ସୌଜନ୍ୟମୂଳକ ସା୍ଷାତକାର କରିଥିଲେ। ମାନ୍ୟବର ବିଧାୟକ ଙ୍କ ସହିତ ଦୀର୍ଘ ୩୫ ମିନିଟ୍ର  ସାକ୍ଷାତ୍ କାରର ମୂଖ୍ୟ ଆଲୋଚନା ଥିଲା ରଘୁନାଥପୁର ଗ୍ରାମପଞ୍ଚାୟତର ସମସ୍ୟା ଏବଂ ନିଜ ବିଦ୍ୟାଳୟ ର ସମସ୍ୟା ସମ୍ପର୍କ ରେ।

ଗ୍ରାମ ରେ ମେଲଣ ପଡ଼ିଆ, ଖେଳ ପଡ଼ିଆ ଏବଂ ପାର୍କ ର ଆବଶ୍ୟକତା ରହିଛି ବୋଲି କ୍ରିଡା ଶିକ୍ଷକ ପୂର୍ବରୁ ମଧ୍ୟ ବିଧାୟକଙ୍କୁ ଅବଗତ କରାଇଥିଲେ।  ଏହା ର ପ୍ରତିକାର ସ୍ୱରୂପ ବିଧାୟକ  କହିଥିଲେ ଯଦି ଗ୍ରାମର ମୂରବୀ ଭଦ୍ର ବ୍ୟକ୍ତି ଙ୍କ ସମେତ ପଦସ୍ତ ଥିବା ବ୍ୟକ୍ତି ମାନେ ଗ୍ରାମ ରେ ରହି ଥିବା ଅନାବାଦୀ ଗୋଚର ଜମି କୁ ଚିହ୍ନଟ କରନ୍ତେ, ତେବେ ସେ ନିଶ୍ଚିନ୍ତ ରୂପରେ ସମସ୍ତ ପ୍ରକାର ର ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହା ବ୍ୟତୀତ ପୂର୍ବରୁ ମାନ୍ୟବର ବିଧାୟକ ତାଙ୍କ ପାଣ୍ଠିରୁ ରଘୁନାଥପୁର ଗ୍ରାମ ର ଉନ୍ନତି ନିମନ୍ତେ ଯଥା ଡ୍ରେନ କାର୍ଯ୍ୟ, ଦଧିବାବନ ହାଇ ସ୍କୁଲ ନିମନ୍ତେ ଗେଟ, ଗ୍ରାମ ଭାଗବତ ଗୃହ ର ଉନ୍ନତି କରଣ ଏଭଳି ଅନେକ କାର୍ଯ୍ୟ ପାଇଁ ଅନୁଦାନ ଦେଇଛନ୍ତି। ଯଦି ଆଗକୁ ଗ୍ରାମବାସୀ ଙ୍କ ସହାୟତା ରୁହେ ତେବେ ସେ ନିଶ୍ଚିତ ରୂପେ କ୍ରୀଡ଼ା ଶିକ୍ଷକ ଙ୍କ କଥା କୁ ଗ୍ରହଣ କରି ସେ ସମସ୍ତ କାର୍ଯ୍ୟ ସଂପାଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Related Post

ରାଧା କୃଷ୍ଣ ମନ୍ଦିର କମିଟି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୪୦ ପ୍ରହର ନାମ ଯଜ୍ଞ

Posted by - March 7, 2023 0
କେସିଙ୍ଗା:(ପ୍ରିତେସ୍ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ବଗା ଡ (ତ ଲ ପଡା) ସ୍ଥିତ ରାଧା କୃଷ୍ଣ ମନ୍ଦିର କମିଟି ପକ୍ଷରୁ ୪୦ ପ୍ରହର ନାମ ଯଜ୍ଞ…

ହିର୍ଲ୍ଲ ଡଙ୍ଗର ର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ

Posted by - June 7, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ହିର୍ଲ(Hirli) ଡଙ୍ଗର ଉନ୍ନୟନ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି ।…

ବୋଲେରୋ,ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତ୍ୱର

Posted by - December 22, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର…

ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ସାମ୍ବାଦିକ ସମ୍ମିଳନୀ

Posted by - June 25, 2022 0
ଯାଜପୁର :ଯୋଗାଣ ବିଭାଗ ଅଧିନରେ କାର୍ଯ୍ୟରତ ଡିଲର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ  ଏ ନେଇ ଯାଜପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।  ଅପିଂସର୍ସ କ୍ଲବ ପରିସରରେ ପିଡିଏସ ଡିଲର ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୯ ଦଫା ଦାବୀ ଉପସ୍ଥାପନ କରାଯାଇଥିଲା ।: ଡିଲର ମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା,ଯୋଗାଣ ସାମଗ୍ରୀ ପରିବହନ ସମୟରେ କୁଇଂଟାଲ ପ୍ରତି ୧ କେଜି ଭରଣା କରିବା,ସମସ୍ତ ଡିଲର ପଏଣ୍ଟରେ ଗ୍ୟାସ ବଂଟନ କରିବା ପାଇଁ ଅନୁମତି ସମେତ ୯ ଦପାଂ ଦାବୀକୁ ଉପସ୍ଥାପନ କରିଥିଲେ । ତୁରନ୍ତ ଏହି ସବୁ ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ବ୍ଲକ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଆନ୍ଦୋଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଅଜଣା ଗାଡ଼ି ଧକ୍କାରେ ୪ଟି ଗୋରୁଙ୍କ ମୃତ୍ୟୁ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଜାତୀୟ ରାଜପଥ ନମ୍ବର୍ ୫୭ ର ପୁରୁଣାକଟକ ଥାନା ଠିଡିକାଜୋର୍ ନିକଟରେ 4 ଗୋଟି ଗୋରୁ ଗାଈଙ୍କ ମୃତ୍ୟୁ ଘଟିଥିବା…