Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଚାଷ ଓ ଚାଷୀ ର ସୁରକ୍ଷା ପାଇଁ ଲଢ଼ିବ ଚାଷୀ ସଙ୍ଘ

130 0

ହରଭଙ୍ଗା :୫/୫(ଚିତ୍ତରଞ୍ଜନ ସିଂହ)ନବ ଗଠିତ ଚାଷୀ ମୁଲିଆସଙ୍ଘ ବୌଦ୍ଧ ର ପ୍ରଥମ ବୈଠକ ଆଜି ଛତ୍ରଙ୍ଗ ଠାରେ ହୃଦାନନ୍ଦ ଦେହୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ବିଭିନ୍ନ ଆଲୋଚନା ପରେ ଜିଲ୍ଲାର ସମସ୍ତ ଜମିକୁ ଜଳ ପ୍ରତି ଜିଲ୍ଲା ପରିଷଦ ଜୋନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା l ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନୁଯାୟୀ ପ୍ରତି ଚାଷୀକୁ ବିନା ସୁଧରେ ଲକ୍ଷେ ଟଙ୍କାଋଣ ତୁରନ୍ତ ଖରିଫ ଋତୁ ପୂର୍ବରୁ ପ୍ରଦାନ l ରାଜ୍ୟର ସମସ୍ତ ଚାଷୀଙ୍କ ନିମିତ୍ତ ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ଆଇନ ପ୍ରଣୟନ l ସମସ୍ତ ଚାଷୀଙ୍କୁ ପଚାଶବର୍ଷ ପରେ ମାସିକ ଛଅହଜାର ଟଙ୍କା ପେନସନ l

ଭୂମିହୀନ ଚାଷୀଙ୍କୁ ତୁରନ୍ତ ଜମି ପ୍ରଦାନ l ମଣ୍ଡିରେ ଜମିପଟ୍ଟା ଦେଖାଇ ସିଧାସଳଖ ଧାନ କ୍ରୟ l ସମସ୍ତ ଭୂମିହୀନଙ୍କୁ ଘରଡ଼ିହ ପ୍ରଦାନ l ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ପ୍ରଦାନ l ତୁରନ୍ତ ତିରଡ଼ ଠାରେ ନିର୍ମିତ ମେଗାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ l ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭଦିଆଯାଇଥିବା ଧଳପୁର ରାମଗଡ଼ ଓ ଶାମ୍ପୂଚ ଠାରେ ତୁରନ୍ତ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା l ଆଗାମୀ ଖରିଫ ଋତୁ ପୂର୍ବରୁ ସଠିକ ସମୟରେ ଚାଷୀଙ୍କୁ ବିହନ ପ୍ରଦାନ l ଆମ୍ବୁଲ ମହୁଲ ପ୍ରଭୃତି ସୋସାଇଟି ଜରିଆରେ କ୍ରୟ l

ଶାଳ ପତ୍ର ଉପରେ ଲୋକଙ୍କ ଅଧିକାର l ଦଖଲ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ lସମସ୍ତ ଗ୍ରାମକୁ ସବୁଦିନିଆ ପକ୍କାସଡ଼କ ନିର୍ମାଣ l ଆଦି ଦାବୀରେ ଲୋକଙ୍କୁ ସଂଗଠିତ କରି ଖୁବଶୀଘ୍ର ରାଜରାସ୍ତା କୁ ଓଲେହିବାକୁ ଆଜି ଚାଷୀ ମୁଲିଆ ସଂଘ ବୈଠକରେ ନିଷ୍ପତି ମାନ ଗ୍ରହଣ କରାଯାଇଛି l ଏହି ବୈଠକରେ ପ୍ରଦୀପ କୁମାର ସାହୁ ଅଶୋକ ଭୋକ୍ତା ଅକ୍ଷୟ ବିଶି ବିଚିତ୍ର ଦେହୁରୀ ଗୁପ୍ତେଶ୍ୱର ରଣା କୁନୁ ପ୍ରଧାନ ଶରତ ପ୍ରଧାନ ନରେନ୍ଦ୍ର ସିଂ ଅଲେଖ ସାହୁ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ମାନ ଆଗତ କରିଥିଲେ l ମେ 21ତାରିଖ ପରବର୍ତୀ ବୈଠକ ହେବ ବୋଲି ଏକ ପ୍ରେସ ବିବୃତି ମାଧ୍ୟମରେ ସଂଗଠନ ର ଆବାହକ ଅବକାଶ ସାହୁ ପ୍ରକାଶ କରିଛନ୍ତି l

Related Post

ଅନଗୁଳ ଜିଲ୍ଲାରେ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା.

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ଆଜି ( ଗୁରୁବାର) ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ପଜିଟିଭ୍ ସଂଖ୍ୟା ୧୦୨୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ…

ରେଙ୍ଗାଲି ରେ ବିଜେଡିର କର୍ମୀ ସମ୍ବିଳନୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଣ୍ଡା ଗ୍ରାମପଞ୍ଚାୟତ ଠାରେ ଆଜି ବିଜୁ ଜନତାଦଳ ର ଏକ ବିରାଟ କର୍ମୀ ସମ୍ବିଳନୀ ଅନୁଷ୍ଠିତ…

ବୈତରଣୀରେ ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା ଓ ବୁଡ଼ ଏ ବର୍ଷ ବନ୍ଦ

Posted by - April 6, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରନା କଟକଣା ପାଇଁ ଯାଜପୁର ଜିଲ୍ଲା ବୈତରଣୀରେ ଚଳିତ ବର୍ଷ ହେବ ନାହିଁ ପୁରାଣ ପ୍ରସିଦ୍ଧ ବାରୁଣୀ ମେଳା ଓ ବୁଡ଼…

ରାଜଧାନୀ ରେ ଓମିକ୍ରନ ର ଆଉ ୪ ମାମଲା ୭୭ ହେଲା ସଂକ୍ରମିତ ଙ୍କ ସଂଖ୍ୟା

Posted by - December 17, 2021 0
ଭୁବନେଶ୍ବର:/କଳାହାଣ୍ଡି  :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦେଶରେ ଓମିକ୍ରନ ପ୍ରଜାତି ସଂକ୍ରମିତ ଙ୍କ ସଂଖ୍ୟା କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀରେ ଓମିକ୍ରନ ମାମଲା…

ଏଆଇଡିଏସଓ ପକ୍ଷରୁ ଯାଜପୁରରେ ସଂହତି ଦିବସ ପାଳିତ

Posted by - April 7, 2023 0
ଯାଜପୁର :ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଏଆଇଡିଏସଓ ପକ୍ଷରୁ ଯାଜପୁରରେ ସଂହତି ଦିବସ ପାଳିତ ହୋଇଯାଇଛି । ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟ…